ମାଓବାଦୀ-ଏସଓଜି ଗୁଳି ବିନିମୟ ! ଜଣେ ମାଓବାଦୀ ମୃତ

38

କନକ ବ୍ୟୁରୋ : କୋରାପୁଟରେ ମାଓବାଦୀ-ଏସଓଜି ଗୁଳି ବିନିମୟ । କୋରାପୁଟର ଲକ୍ଷ୍ମୀପୁର ବ୍ଲକ ବୁର୍ଜା ପଂଚାୟତର ଲେଲେନ ଜଙ୍ଗଲରେ ମାଓବାଦୀ-ଏସଓଜି ମୁହାଁମୁହିଁ ହୋଇଛନ୍ତି । ଏସଓଜିଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଏହାସହ ଅନେକ ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏଥିରେ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଏସଓଜି ଯବାନଙ୍କୁ ଲକ୍ଷ୍ମୀପୁର ମେଡିକାଲରେ ଭର୍ତି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –