ବିଜେଡିର ଶେଷ ପ୍ରାର୍ଥୀ ତାଲିକା: ବଦଳିଲେ ଦେବଗଡର ପ୍ରାର୍ଥୀ ,ରୋମାଞ୍ଚ ବିଶ୍ୱାଳଙ୍କ ଉପରେ ଭରସିଲା ଦଳ ।

756

କନକ ବ୍ୟୁରୋ: ଘୋଷଣା ହୋଇଛି ବିଜେଡିର ଶେଷ ପ୍ରାର୍ଥୀ ତାଲିକା । ଏହି ୩ଟି ଆସନ ପାଇଁ ପ୍ରାର୍ଥୀମାନେ ବ୍ୟଗ୍ର ଥିବାବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଏବଂ ଏହାସହ ଦେବଗଡର ପ୍ରାର୍ଥୀ ବଦଳିଛନ୍ତି । ପୂର୍ବରୁ ଦେବଗଡ ପାଇଁ ଅରୁନ୍ଧତୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏବେ ଏହାକୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନାଁ ଘୋଷଣା କରିଛି । ଅରୁନ୍ଧତୀଙ୍କ ବଦଳରେ ରୋମାଞ୍ଚଙ୍କ ଉପରେ ଭରସା କରିଛି ଦଳ ।