Browsing Category

ଦେଶ ବିଦେଶ

ଆକାଶଛୁଆଁ ଟମାଟୋ ଦର । ଖାଦ୍ୟରେ ଟମାଟୋ ପକାଇବାକୁ ମନାକଲେ ପଞ୍ଜାବ ରାଜ୍ୟପାଳ

କନକ ବ୍ୟୁରୋ: ଏବେ ଅଧିକାଂଶ ରୋଷେଇ ଘରେ ଟମୋଟୋ ଦେଖିବାକୁ ମିଳୁନି । ଖୁଚୁରା ବଜାରରେ ଟମାଟୋ ଦର ୨୦୦ ରୁ ୨୫୦ ଟଙ୍କା ଥିବାବେଳେ କିଣିବାକୁ ଡରୁଛନ୍ତି ବଡବଡିଆ । ଏହାର ପ୍ରମାଣ ହେଉଛନ୍ତି ପଞ୍ଜାବ ରାଜ୍ୟପାଳ । ତାଙ୍କ ମେନୁରେ ଟମାଟୋ ସାମିଲ ନକରିବାକୁ କହିଛନ୍ତି ରାଜ୍ୟପାଳ ବନୱାରୀ ଲାଲ…
Read More...

ଉଡାଣ ଭରିବା ବେଳେ ବନ୍ଦ ହୋଇଗଲା ବିମାନ ଇଞ୍ଜିନ୍ । ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

କନକ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲା ଶହଶହ ବିମାନ ଯାତ୍ରୀଙ୍କ ଜୀବନ । ଉଡାଣ ବେଳେ ହଠାତ୍ ଇଞ୍ଜିନ ବନ୍ଦ ହୋଇଯିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳୁ 6e2433 ଇଣ୍ଡିଗୋ ବିମାନ ଉଡାଣ ଭରିବାର କିଛି ମିନିଟ ପରେ ବିମାନରେ ଯାନ୍ତ୍ରୀକ…
Read More...

ଘାଟିକୁ ଖସିଲା ବସ୍ । ୧୮ ମୃତ, ମୃତକଙ୍କ ମଧ୍ୟରେ ଭାରତୀୟ ଥିବା ସୂଚନା

କନକ ବ୍ୟୁରୋ: ମେକ୍ସିକୋ ପଶ୍ଚିମାଞ୍ଚଳ ହାଇୱେରୁ ଏକ ଯାତ୍ରୀବାହୀ ବସ୍ ଘାଟିକୁ ଖସିପଡିବାରୁ ୧୮ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ଜଣାପଡିଥିଲେ ବି ଏଯାଏଁ ତାଙ୍କର ପରିଚୟ ନେଇ କିଛି ସୂଚନା ମିଳିପାରିନାହିଁ । ଉତ୍ତର ପ୍ରାନ୍ତସ୍ଥିତ ତିଜୁଆନା ସହର ଅଭିମୁଖେ…
Read More...

ମିଳିଲେ ନିଖୋଜ ଯବାନ୍ । ୫ ଦିନ ସର୍ଚ୍ଚ ଅପରେସନ୍ ପରେ ଉଦ୍ଧାର କଲା ପୁଲିସ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନାର ଯବାନଙ୍କୁ ୫ ଦିନ ଧରି ଖୋଜାଖୋଜି ପରେ ଉଦ୍ଧାର କରିଛି ପୁଲିସ । ଏନେଇ ପୁଲିସ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ‘ଲାଇଟ୍‌ ଇଫେଣ୍ଟ୍ରି ରେଜିମେଣ୍ଟ୍‌’ର ରାଇଫଲ୍‌ମ୍ୟାନ୍‌ ଜାୱେଦ୍‌ ଅହମଦ୍। ସ୍ୱାସ୍ଥ୍ୟଗତ…
Read More...

ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ ଆରମ୍ଭ । ପୁଲିସ ଉପସ୍ଥିତିରେ ପହଞ୍ଚିଲେ ୪୧ଜଣିଆ ଟିମ୍, ସୁପ୍ରିମକୋର୍ଟରେ ଆଜି…

କନକ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟରୁ ଅନୁମତି ମିଳିବା ପରେ ବାରାଣସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ଭେ । ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ୍ ପକ୍ଷଙ୍କ ପିଟିସନ ଉପରେ…
Read More...

ନୁହ ଏସପିଙ୍କ ବଦଳି, ହରିୟାଣାର ୫ ଜିଲ୍ଲାରେ ୯୩ ମାମଲା ଦାଏର, ୧୭୬ ଗିରଫ, ରାଡାରରେ ହିଂସା ସୃଷ୍ଟିକାରୀ ୨୩୦୦ ଭିଡିଓ

କନକ ବ୍ୟୁରୋ: ହରିୟାଣାରେ ହୋଇଥିବା ହିଂସାର ଅଭିଯୁକ୍ତଙ୍କ ଉପରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଏବେଯାଏଁ ୫ ଜିଲ୍ଲାରେ ପାଖାପାଖି ୯୩ଟି ମାମଲା ଦାଏର ହୋଇଛି । ୧୭୬ଜଣଙ୍କୁ ଗିରଫ କରାଯାଇଛି । ଏଥିରୁ କେବଳ ନୁହରେ ୪୬ ମାମଲା ଦାଏର ହୋଇଛି । ସବୁଠାରୁ ବଡ ଖବର ହେଉଛି…
Read More...

ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍ : ୪ ରନରେ ବିଜୟୀ ହେଲା ଘରୋଇ ଦଳ

କନକ ବ୍ୟୁରୋ : ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍ । ୪ ରନରେ ବିଜୟୀ ହେଲା ଘରୋଇ ଦଳ । ୧୪୯ ରନର ଜବାବରେ ୧୪୫ ରନ୍ରେ ସୀମିତ ରହିଗଲା ଟିମ୍ ଇଣ୍ଡିଆ। ପଦାର୍ପଣକାରୀ ତିଳକ ବର୍ମାଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିପାରିନଥିଲେ । ଏଥି ସହିତ ୫ ମ୍ୟାଚ୍‌ ଶୃଙ୍ଖଳାରେ ଘରୋଇ…
Read More...

ମଝି ନଦୀରେ ଫୁଟବଲ ଖେଳାଳୀଙ୍କୁ ଖାଇଗଲା କୁମ୍ଭୀର: ପହଁରୁଥିବା ବେଳେ କଲା ଆକ୍ରମଣ, ମୃତ୍ୟୁବରଣ କଲେ ଜିସସ୍ ଆଲବର୍ଟ

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ସେକଥା କେହି ଜାଣନ୍ତି ନାହିଁ । ଠିକ ସେଭଳି କିଛି ଦେଖିବାକୁ ମିଳିଛି ଆମେରିକାର କୋଷ୍ଟାର ରିକାର । ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳୀ ନଦୀରେ ପହଁରୁଥିବାବେଳେ ମୃତ୍ୟୁ ମୁଖରେ ପଡିଥିଲେ । ହଠାତ କୁମ୍ଭୀର ଆକ୍ରମଣ କରିବା ପରେ ଖେଳାଳୀ ଜିସସ…
Read More...

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ: ବିଲ ପାରିତ ପୂର୍ବରୁ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ…

କନକ ବ୍ୟୁରୋ: ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ । ଆଜି ବିଲ ଉପରେ ଚର୍ଚ୍ଚା କରାଯିବାର କିଛି ଘଂଟା ମଧ୍ୟରେ ବିଲ ପାରିତ ହୋଇଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲକୁ ଲୋକସଭାରେ ଆଗତ କରିଥିଲେ । ଦିଲ୍ଲୀ ଅଧ୍ୟାଦେଶ ସମ୍ବନ୍ଧିତ…
Read More...

ଜ୍ଞାନବାପୀ ମାମଲାରେ ଜାରି ରହିବ ଏଏସଆଇ ସର୍ଭେ: ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁସଲିମ ପକ୍ଷ

କନକ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟ ଗୁରୁବାର ବାରଣାସୀର ଜ୍ଞାନବାପୀ ମସଜିଦ ଉପରେ ମୁସଲିମ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । ଜ୍ଞାନବାପୀ ମସଜିସଦର ଏଏସଆଇ ସର୍ଭେକୁ କୋର୍ଟ ସବୁଜ ସଂକେତ ଦେଇଛନ୍ତି । ଜୁଲାଇ ୨୧ରେ ବାରଣାସୀ ଜିଲ୍ଲା ଜଜ କୋର୍ଟ ଏଏସଆଇ ସର୍ଭେ କରିବାକୁ…
Read More...