Browsing Category

ଦେଶ ବିଦେଶ

ଆଜିଠୁ ଅମରନାଥ ଯାତ୍ରା ଆରମ୍ଭ ! ୪୦ଦିନ ଧରି ଚାଲିବ ଯାତ୍ରା

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ୪୦ ଦିନ ଧରି ଏହି ଯାତ୍ରା ଚାଲିବ । ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଜମ୍ମୁରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଅମରନାଥ ଯାତ୍ରା ପାଇଁ ଅଢେଇ ଲକ୍ଷ ଲୋକ…
Read More...

ଭାରତୀୟ ଯବାନଙ୍କ ଉପରେ ଚୀନ ଆଣିଲା ଅଭିଯୋଗ । ସିକିମ ସୀମାରେ ଭାରତୀୟ ଯବାନ ସୀମା ଲଂଘିଥିବା ଅଭିଯୋଗ

କନକ ବ୍ୟୁରୋ: ଭାରତୀୟ ଯବାନଙ୍କ ଉପରେ ପାଲଟା ଅଭିଯୋଗ ଆଣିଛି ଚୀନ । ସିକିମ ସୀମାରେ ଭାରତୀୟ ଯବାନ ସୀମା ଲଂଘିଥିବା ଅଭିଯୋଗ କରି ଚୀନ୍ ସେନା କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦେଇଛି । ସୀମା ଡେଇଁଥିବା ଭାରତୀୟ ଯବାନଙ୍କୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଚୀନ ଭାରତ ସରକାରଙ୍କୁ ଅପିଲ…
Read More...

ଟ୍ରମ୍ପ ଓ ମୋଦିଙ୍କ ସାକ୍ଷାତକୁ ହଜମ କରିପାରୁନି ଚୀନ ! ‘ଦ-ଗ୍ଲୋବାଲ ଟାଇମ୍ସ’ରେ ଏ ନେଇ କଲା ପ୍ରକାଶ

କନକ ବ୍ୟୁରୋ: ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକୁ ହଜମ କରିପାରୁ ନାହିଁ ଚୀନ । ଚୀନର ‘ଦ-ଗ୍ଲୋବାଲ ଟାଇମ୍ସ’ରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକା ସହାୟତାରେ ଭାରତ, ଚୀନ ବିରୋଧରେ ଠିଆ ହେବା ଉଦ୍ୟମର ପରିଣତି ବିନାଶକାରୀ…
Read More...

ନେଦରଲ୍ୟାଣ୍ଡ ହେଗରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲେ ମୋଦି ! କହିଲେ, ପାସପୋର୍ଟ ରଙ୍ଗ ବଦଳିଲେ ବଦଳେନି ରକ୍ତ…

କନକ ବ୍ୟୁରୋ: ନେଦରଲ୍ୟାଣ୍ଡର ହେଗରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସବୁ ଭାରତୀୟ ଜଣେ ଜଣେ ରାଷ୍ଟ୍ରଦୂତ ବୋଲି ମୋଦି କହିଛନ୍ତି । ବର୍ଷ ବର୍ଷ ପରେ ବି ପ୍ରବାସୀ ଭାରତୀୟଙ୍କ ହୃଦୟରେ ଭାରତ ବଂଚିଛି । ଭାରତର ଋଣ ସୁଝିବା…
Read More...

ରାଷ୍ଟ୍ରପତି ରେସ୍ ! ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ନାମାଙ୍କନ ଭରିବେ ୟୁପିଏ ପ୍ରାର୍ଥୀ ମୀରା କୁମାର

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ଆଜି ନାମାଙ୍କନ ଭରିବେ ୟୁପିଏ ପ୍ରାର୍ଥୀ ମୀରା କୁମାର । ଆଜି ପ୍ରାର୍ଥୀପତ୍ର ଦାଖଲ ବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଏନସିପି ମୁଖ୍ୟ ଶରତ ପାୱାର ଓ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସମେତ ବିରୋଧୀ ଦଳର ଅନ୍ୟ…
Read More...

ଆମେରିକାରେ ଅପମାନିତ ହୋଇଥାନ୍ତେ ମୋଦି, ହେଲେ ବଂଚିଗଲେ ! ଜାଣନ୍ତୁ କିଭଳି?

ହ୍ୱାଇଟ୍ ହାଉସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଚାଲିଥାଏ ମିଳିତ ପ୍ରେସମିଟ୍ । ହେଲେ ଏହି ସମୟରେ ନିଶ୍ଚିତ ଅଡୁଆ ସ୍ଥିତିରୁ ବର୍ତ୍ତିଗଲେ ମୋଦି । ସୂଚନା ଅନୁସାରେ ପ୍ରେସମିଟ୍ ବେଳେ, ମୋଦିଙ୍କ ଷ୍ଟେଟମେଂଟର କିଛି ପେଜ୍ ଦୁଇଥର…
Read More...

ମୋଦି – ଟ୍ରମ୍ପ୍ ମହାମିଳନ ! ଆତଙ୍କବାଦୀଙ୍କୁ ଆଶ୍ରୟ ନଦେବାକୁ ଦୁଇ ନେତାଙ୍କ ନାଲିଆଖି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ବଡ ସଫଳତା । ଜଣେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଓ ଅନ୍ୟଜଣେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି । ହ୍ୱାଇଟ ହାଉସରେ ପ୍ରାୟ ସାଢେ ୪ ଘଂଟାର ଆଲୋଚନା ପରେ ମିଳିତ ବିବୃତି ଜାରି କରିବା ସମୟରେ ଦୁଇ…
Read More...

ଜିଏସଟି ପ୍ରଭାବ ! ମହଙ୍ଗା ହେବ ଅନଲାଇନ୍ ସପିଂ . . ୧ ଜୁଲାଇରୁ ହେବ ଏହି ସବୁ ପରିବର୍ତ୍ତନ

ଜୁଲାଇ ୧ରୁ ଲାଗୁ ହେବ ଐତିହାସିକ ଜିଏସଟି । ତେଣୁ ଇ-କମର୍ସ ରିଟେଲର୍ ଶୀଘ୍ର ନିଜ ପୁରୁଣା ଷ୍ଟକ୍ ଶେଷ କରିବାକୁ ଲାଗିପଡିଛନ୍ତି । ତେଣୁ ବିଭିନ୍ନ ସପିଂ ସାଇଟରେ ଚାଲିଛି ମନଲୋଭା ଅଫର୍ । ବିଭିନ୍ନ ସାମଗ୍ରୀ ଉପରେ ମିଳୁଛି ୨୦ରୁ ୯୦ପ୍ରତିଶତ ପର୍ଯ୍ୟନ୍ତ ରିହାତି । ତେବେ ଜିଏସଟି ଆସିବା ପରେ…
Read More...

ଉତ୍ତରପ୍ରଦେଶ ଯୋଗୀ ସରକାରକୁ ପୂରିଲା ୧୦୦ ଦିନ ! ରିପୋର୍ଟ କାର୍ଡ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କୁ ପୂରିଛି ୧୦୦ ଦିନ । ଯୋଗୀ ସରକାର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । ତାଙ୍କ ୧୦୦ ଦିନ କାର୍ଯ୍ୟକାଳର ହିସାବ ଦେଇଛନ୍ତି ଯୋଗୀ । ଲକ୍ଷ୍ନୌ ଲୋକଭବନରେ ସମ୍ବାଦିକ ସମ୍ମିଳନୀ କରି ଏହି ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ଯୋଗୀ ଆଦିତ୍ୟନାଥ…
Read More...

ବଦଳିଯିବ ୧୫୦ ବର୍ଷ ପୁରୁଣା ପରମ୍ପରା ! ୨୦୧୮ରେ ଜାନୁଆରିରୁ ଆର୍ଥିକ ବର୍ଷ ଆରମ୍ଭ, ନଭେମ୍ବରରେ ବଜେଟ୍‌ ଉପସ୍ଥାପନ

ଆସନ୍ତା ବର୍ଷଠାରୁ ଦେଶର ଆର୍ଥିକ ବର୍ଷ ଏପ୍ରିଲ୍‌ ନୁହେଁ ଜାନୁଆରି ମାସରୁ ଆରମ୍ଭ ହେବ । ଆର୍ଥିକ ବର୍ଷକୁ ବଦଳାଇବା ପାଇଁ ସରକାର କାମ ଆରମ୍ଭ କରିଦେଇଛନ୍ତି । ୨୦୧୮ରୁ ନୂଆ ଆର୍ଥିକ ବର୍ଷ ଜାନୁଆରି-ଡିସେମ୍ବର ହେବ । କ୍ୟାଲେଣ୍ଡର ବର୍ଷ ସହିତ ଆର୍ଥିକ ବର୍ଷ ସମାନ ହୋଇଯିବ । ଏବେ ପ୍ରଚଳିତ ଥିବା…
Read More...