Browsing Category

ଦେଶ ବିଦେଶ

ଚୀନ୍‌କୁ ଭାରତର ଜବାବ : ଭୁଟାନ ଅଂଚଳ ଦଖଲ ଯୋଜନା ଭୁଲିଯାଅ

କନକ ବ୍ୟୁରୋ : ଭୁଟାନର ଅଂଚଳ ଦଖଲ ପାଇଁ ଚୀନ୍‌ର ଯୋଜନାକୁ ଭାରତ ବିରୋଧ କରିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି । ଗତକାଲି ଚୀନ୍‌ ଭାରତକୁ ଧମକ ଦେଇ ୧୯୬୨ ଯୁଦ୍ଧ ପରାଜୟରୁ ଭାରତ ଶିକ୍ଷା ଗ୍ରହଣ କରି ତୁରନ୍ତ ସେନା ପ୍ରତ୍ୟାହାର କରୁ ବୋଲି କହିଥିବାରୁ…
Read More...

ରାହାଣେ ଓ ଧୋନିଙ୍କ ପରେ ବୋଲିଂ ଚମକ: ଭାରତ ୯୩ ରନରେ ଜିତିଲା

କନକ ବ୍ୟୁରୋ: ଆଜିଙ୍କ୍ୟ ରାହାଣେ ଓ ମହେନ୍ଦ୍ର ସିଂ ଧୋନିଙ୍କ ଚମକ୍ରାର ପ୍ରଦର୍ଶନ ବଳରେ ଭାରତ ଶୁକ୍ରବାର ତୃତୀୟ ଦିନିକିଆକୁ ୯୩ ରନରେ ଜିତିନେଇଛି । ଭାରତ ୨୫୧ ରନ କରିଥିଲେ ବି ୱେଷ୍ଟଇଣ୍ଡିଜର ଖେଳାଳୀମାନେ ୧୫୮ ରନରେ ଅଲଆଉଟ୍ ହୋଇଯାଇଥିଲେ । ଭାରତ ପକ୍ଷରୁ ବୋଲର କୁଲଦୀପ ଯାଦବ, ଆର ଅଶ୍ୱିନ…
Read More...

ଉଚ୍ଛେଦ ହେଲା ୧୬ ପ୍ରକାର ଟିକସ ! ଜିଏସଟିକୁ ଐତିହାସିକ ସଫଳତା କହିଲେ ରାଷ୍ଟ୍ରପତି

କନକ ବ୍ୟୁରୋ: ଜିଏସଟି ଲାଗୁ ହେବାର ଐତିହାସିକ ମୁହୁର୍ତ୍ତର ସାକ୍ଷୀ ରହିବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଗତକାଲି ରାତି ଠିକ୍ ୧୨ଟାରେ ଜିଏସଟି ସୁଇଚ ଦବାଇ ଆନୁଷ୍ଠାନିକ ଭାବେ ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ ଲାଗୁ କରିଛନ୍ତି…
Read More...

ମଧ୍ୟରାତ୍ରରେ ହେଲା ଦେଶର ସର୍ବବୃହତ ଟିକସ ସଂସ୍କାର ! ସାରା ଦେଶରେ ଲାଗୁହେଲା ଜିଏସଟି

କନକ ବ୍ୟୁରୋ: ଏବେ ଗୋଟିଏ ଦେଶ, ଗୋଟିଏ ବଜାର, ଓ ଗୋଟିଏ ଟିକସ ବ୍ୟବସ୍ଥା ବା ଜିଏସଟି ଲାଗୁ ହୋଇଯାଇଛି । ଏହାକୁ ନେଇ ଗତ ମଧ୍ୟରାତ୍ରିରୁ ଦେଶର ଏକକ ଟିକସ ବ୍ୟବସ୍ଥା ଲାଗୁ ହୋଇଛି । ମଧ୍ୟରାତ୍ରିରେ ବସିଥିବା ସଂସଦର ସ୍ୱତନ୍ତ୍ର ଅଧିବେସନରେ ଏହି ଜିଏସଟି ଲାଗୁ ହୋଇଛି । ପାର୍ଲାମେଂଟ୍ ସେଂଟ୍ରାଲ…
Read More...

ଆଜି ମଧ୍ୟରାତ୍ରୀରେ ସଂସଦର ସ୍ୱତନ୍ତ୍ର ଅଧିବେସନ : ଟିକସ ବ୍ୟବସ୍ଥାରେ ହେବ ଐତିହାସିକ ପରିବର୍ତ୍ତନ

କନକ ବ୍ୟୁରୋ : ଆଉ କେଇ ଘଂଟା ପରେ ସାରା ଦେଶରେ ଲାଗୁହେବ ନୂଆ ଟିକସ ବ୍ୟବସ୍ଥା ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ ବା ଦ୍ରବ୍ୟ ଓ ସେବା କର । ୧୩୦ ଲକ୍ଷ କୋଟିର ବିରାଟ ଭାରତୀୟ ବଜାରରେ ହେବାକୁ ଯାଉଛି ସବୁଠାରୁ ବଡ ଟିକସ ସଂସ୍କାର । ଆଉ ଏଥିପାଇଁ ଆଜି ମଧ୍ୟରାତ୍ରୀରେ ସଂସଦରେ ହେବ ଜିଏସଟିର…
Read More...

୦%ଜିଏସଟି : କ୍ଷୀର,ଦହି, ଅଣ୍ଡା ସମେତ ଅନେକ ଦ୍ରବ୍ୟ ଉପରେ ଲାଗିବ ନାହିଁ କର

ଅପେକ୍ଷାର ହେବ ଅନ୍ତ । ଯେଉଁ ଦିନର ଅପେକ୍ଷା ପୂରା ଦେଶ କରିଥିଲା, ଶେଷରେ ତାହା ଆସି ଯାଇଛି । ଦେଶର ଇତିହାସର ସବୁଠାରୁ ବଡ଼ କର ବ୍ୟବସ୍ଥା(ଜିଏସଟି)ଆଜି ରାତି ୧୨ଟା ସମୟରେ ଲାଗୁ ହେବ । ଏଥିପାଇଁ ସଂସଦ ଭବନରେ ଏନଡ଼ିଏ ସରକାର ତରଫରୁ ମେଗା ଶୋ’ର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ଆଜି ଇଣ୍ଡିଆ-ଇଣ୍ଡିଜ ତୃତୀୟ ଦିନିକିଆ ! ଆଂଟିଗୁଆରେ ସଂଧ୍ୟା ସାଢେ ୬ରେ ମ୍ୟାଚ୍

କନକ ବ୍ୟୁରୋ : ଆଜି ଇଣ୍ଡିଆ-ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ । ବର୍ଷା ଯୋଗୁଁ ପ୍ରଥମ ଦିନିକିଆ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ବାଜିମାତ୍ କରିଛି । ୧-୦ ସିରିଜରେ ଆଗୁଆ ଟିମ ଇଣ୍ଡିଆ, ଆଉ ଏକ ବିଜୟ ଅପେକ୍ଷାରେ ରହିଛି । ୱେଷ୍ଟଇଣ୍ଡିସ ସିରିଜକୁ ଫେରିବା…
Read More...

ଭାରତ-ଚୀନ ସୀମାରେ ଉତ୍ତେଜନା ! ଉଭୟ ସେନା ପକ୍ଷରୁ ୩ ହଜାର ଟ୍ରୁପ୍ ମୃତୟନ

କନକ ବ୍ୟୁରୋ : ଭାରତ-ଚୀନ ସୀମାରେ ଉତ୍ତେଜନା । ସିକିମକୁ ଲାଗିଥିବା ସୀମାରେ ଦୁଇଦିନ ହେଲା ଦାଦାଗିରି ଚଳାଇଛି ଚୀନ । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିିତ ସୃଷ୍ଟି ହୋଇଛି । ଉତେଜନାପୂର୍ଣ୍ଣ ସ୍ଥିତିକୁ ନଜରରେ ରଖି ସୀମାରେ ଉଭୟ ଭାରତ ଓ ଚୀନ ସେନା ପକ୍ଷରୁ ୩ ହଜାର ଟ୍ରୁପ୍…
Read More...

ଜିଏସଟି : ୭୦ ବର୍ଷ ପରେ ସଂସଦରେ ପୁଣି ଚାକଚକ୍ୟର ମାହୋଲ, ବିଗ୍ ବି ଓ ଲତା ମଙ୍ଗେସକର ହେବେ ସାମିଲ

ସଂସଦର କେନ୍ଦ୍ରୀୟ କକ୍ଷରେ ଆଜି ମଧ୍ୟ ରାତ୍ରିରେ ଚାକଚକ୍ୟର ମାହୋଲ ହେବ । ଏଥିରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗ ଜଗତର ନାମୀ ଦାମୀ ହସ୍ତୀ ରତନ ଟାଟା ଓ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଉପସ୍ଥିତ ରହିବେ । ଏହା ବ୍ୟତୀତ ଅନେକ ନାମିଦାମୀ ଲୋକ ଏହି ଅବସରରେ ସଂସଦର…
Read More...

ଲାଗୁ ହେବ ଜିଏସଟି ! କାହାର କ’ଣ ଲାଭ ହେବ, ଜାଣନ୍ତୁ

ଜୁଲାଇ ପହିଲାରୁ ଦେଶରେ ଜିଏସଟି (ସାମଗ୍ରୀ ଏବଂ ସେବା ଟିକସ) କାର୍ଯ୍ୟକାରୀ ହେବ । ପରୋକ୍ଷ ଟିକସ କ୍ଷେତ୍ରରେ ଏହା ଏକ ବଡ଼ ସଂସ୍କାର । ଏହି ଟିକସ ସଂସ୍କାରକୁ ନେଇ ଖାଉଟି, ବ୍ୟବସାୟୀ ଏବଂ ରାଜସ୍ୱ ସଂଗ୍ରହକାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଶା ଓ ଆଶଙ୍କା ଦେଖାଦେଇଛି । ଯଦିଓ ଜିଏସଟିର…
Read More...