Browsing Category

ଦେଶ ବିଦେଶ

ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ୍ ନେଇ ସଂସଦ ସରଗରମ ! କଂଗ୍ରେସର ଅଭିଯୋଗ, ଏହା ଶତାଦ୍ଦୀର ସବୁଠାରୁ ବଡ଼ ଘୋଟଲା

ଦୁଇ ପ୍ରକାର ୫୦୦ ଟଙ୍କିଆ ନୋଟ୍ ନେଇ ଆଜି ସଂସଦ ସରଗରମ । ରାଜ୍ୟସଭାରେ ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ ନେଇ ହଙ୍ଗାମା କରିଛି କଂଗ୍ରେସ । ୫୦୦ ଟଙ୍କିଆ ଦୁଇ ପ୍ରକାର ନୋଟର ଆକାର ଓ ଡିଜାଇନ ଅଲଗା ଅଲଗା ଥିବା ମଧ୍ୟ ଦର୍ଶାଇଛି । କଂଗ୍ରେସ ଅଭିଯୋଗ କରିଛି ଏହା ଶତାଦ୍ଦୀର ସବୁଠାରୁ ବଡ଼ ଘୋଟଲା ।…
Read More...

ମୋଦିଙ୍କ ପାଖରେ ରହିଛି ଚୀନକୁ ରୋକିବାର କ୍ଷମତା ! ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ମାନନ୍ତି ଜି ଜିନପିଙ୍ଗ

ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ଡୋକଲାମ ବିବାଦ ଉପରେ କଡ଼ା ନଜର ରଖିଛି ଆମେରିକା । ଆମେରିକୀୟ ଚୀନ ବିଶେଷଜ୍ଞ ବୋନୀ ଗ୍ଲେସର କହିଛନ୍ତି, ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପରି ଜଣେ ନେତା ମାନନ୍ତି, ଯିଏ ଭାରତର ହିତ ପାଇଁ ସବୁବେଳେ ତତ୍ପର ।…
Read More...

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନିଖୋଜ ! ସୂଚନା ଦେଲେ ମିଳିବ ପୁରସ୍କାର

ଥମିବାର ନାଁ ଧରୁନି ବିବାଦ । ଦିନକୁ ଦିନ କଂଗ୍ରେସ ଉପାଧ୍ୟକ୍ଷ ତଥା ଅମେଠୀର ସାଂସଦ ରାହୁଲ୍ ଗାନ୍ଧୀଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । କିଛି ଦିନ ତଳେ ତାଙ୍କ ଗାଡି ଉପରକୁ ଢେଲା ପଥମ ମାଡ ଘଟଣା ପରେ ଏବେ ଅମେଠୀରେ ବି ରାହୁଲ ଗାନ୍ଧୀଙ୍କୁ ହେବାକୁ ପଡିଛି ସାଧାରଣ ଜନତାଙ୍କ ଆକ୍ରୋଶର…
Read More...

ସପ୍ତାହକୁ ଦୁଇ ଦିନ ବନ୍ଦ ରହିପାରେ ବ୍ୟାଙ୍କ !

ବ୍ୟାଙ୍କ କର୍ମଚାରୀଙ୍କ ଉପରେ ପଡୁଥିବା କାମର ଭାରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏକ ଏଭଳି ପ୍ରସ୍ତାବ ଉପରେ ବିଚାର ଚାଲିଛି , ଯାହାଦ୍ୱାରା ବ୍ୟାଙ୍କ କର୍ମୀଙ୍କୁ ମିଳିପାରେ ଆଶ୍ୱସ୍ତି । ପ୍ରସ୍ତାବ ଅନୁସାରେ, ଖୁବ୍ ଶୀଘ୍ର ହିଁ ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବାର ସମୟ ଉପରେ କିଛି ପରିବର୍ତ୍ତନ…
Read More...

ଗୁଜରାଟରେ ରାଜ୍ୟସଭା ନାଟକ ! ମୋଦି-ସୋନିଆଙ୍କ ଛାୟା ଯୁଦ୍ଧ,କଂଗ୍ରେସର କ୍ରସ ଭୋଟିଂ ଆଶଙ୍କା

କନକ ବ୍ୟୁରୋ: କଂଗ୍ରେସର ଚାଣକ୍ୟ ଅହମ୍ମଦ ପଟେଲଙ୍କ ପାଇଁ ଅଗ୍ନିପରୀକ୍ଷା । ଗୁଜରାଟର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଛି । ୩ଟି ଆସନ ପାଇଁ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଭୋଟିଂ ଜାରି ରହିଛି । ବିଜେପିରୁ ମଇଦାନରେ ଅଛନ୍ତି ରାଷ୍ଟ୍ରିୟ ସଭାପତି ଅମିତ୍ ଶାହା,…
Read More...

ଏଣିକି ପ୍ୟାକେଟ କ୍ଷୀର ପିଇବେ ସୈନିକ ! ମୋଦି ସରକାର ବନ୍ଦ କରିବେ ୩୯ ଗୋଶାଳା

ମୋଦି ସରକାରଙ୍କ ଆଉ ଏକ ନିଷ୍ପତି ଯୋଗୁଁ ଦେଶରେ ପୁଣି ଥରେ ରାଜନୀତି ସରଗରମ ହୋଇପାରେ । ରକ୍ଷା ମନ୍ତ୍ରାଳୟ ଦେଶରେ ୩୯ ଟି ସୈନ୍ୟ ଗୋଶାଳା ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ଯାହାଦ୍ୱାରା ଏହି ନିଷ୍ପତି ଉପରେ ଉଠୁଛି ଅନେକ ପ୍ରଶ୍ନ । କୁହାଯାଉଛି ସରକାର ଯେଉଁ ଫାର୍ମକୁ ବନ୍ଦ କରିବାର…
Read More...

ଗରିବଙ୍କ ପାଇଁ ଏଲପିଜି ସବସିଡି ବନ୍ଦ ହେବନି: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ଗରିବମାନଙ୍କୁ ଏଲପିଜି ସିଲିଣ୍ଡର୍ ଉପରେ ପ୍ରଦାନ କରାଯାଉଥିବା ସବସିଡି ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗରିବ ଲୋକମାନେ ବ୍ୟବହାର କରୁଥିବା ଏଲପିଜି ଏବଂ କିରାସିନି ଉପରୁ ସବସିଡି ପ୍ରତ୍ୟାହାର କରିବାର ଆମର କୌଣସି…
Read More...

ପାକିସ୍ତାନରେ ନିର୍ବାଚନ ଲଢିବେ ଆତଙ୍କବାଦୀ ! ରାଜନୀତିକୁ ଓହ୍ଳାଇଲା ମୋଷ୍ଟ ୱାଂଟେଡ ଆତଙ୍କବାଦୀ ହାଫିଜ୍ ସଇଦ

କନକ ବ୍ୟୁରୋ: ପାକିସ୍ତାନରେ ନିର୍ବାଚନ ଲଢିବେ ଆତଙ୍କବାଦୀ । ରାଜନୀତିକୁ ଓହ୍ଳାଇଲା ଭାରତର ମୋଷ୍ଟ ୱାଂଟେଡ ତାଲିକାରେ ଥିବା ଆତଙ୍କବାଦୀ ହାଫିଜ୍ ସଇଦ । ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ନୂଆ ରାଜନୈତିକ ଦଳ ଗଠନ କରିଛି । ‘ଜମାତ-ଉତ-ଦାୱା’ର ମୁଖ୍ୟ ହାଫିଜ୍ ଏହି…
Read More...

ଆଜି ଗୁଜରାଟରେ ୩ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ! କଂଗ୍ରେସ ପାଇଁ ଅଗ୍ନି ପରୀକ୍ଷା, ବିଜେପି ପାଇଁ ସମ୍ମାନର ପ୍ରଶ୍ନ

କନକ ବ୍ୟୁରୋ: କଂଗ୍ରେସର ଚାଣକ୍ୟ ଅହମ୍ମଦ ପଟେଲଙ୍କ ପାଇଁ ଅଗ୍ନିପରୀକ୍ଷା । ଆଜି ଗୁଜରାଟର ୩ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏହି ନିର୍ବାଚନରେ ୩ଟି ଆସନ ପାଇଁ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି । ବିଜେପିରୁ ରାଷ୍ଟ୍ରିୟ ସଭାପତି ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…
Read More...

ମହାନଦୀ ଜଳବିବାଦର ସମାଧାନ ନେଇ କେନ୍ଦ୍ର ଉପରେ ଚାପ ପାଇଁ ଉଦ୍ୟମ ! ଆଜିଠାରୁ ଦିଲ୍ଲୀ ଜନ୍ତରମନ୍ତରଠାରେ ୫ ଦିନ ଧରି…

କନକ ବ୍ୟୁରୋ: ଆଜିଠାରୁ ଜନ୍ତରମନ୍ତରଠାରେ ୫ଦିନିଆ ମହାନଦୀ ବଂଚାଅ ଆନ୍ଦୋଳନରେ ଧାରଣା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ଉପରେ ଚାପ ପକାଇବାକୁ ରାଜ୍ୟ ସରକାର ଏହି ଆନ୍ଦୋଳନାତ୍ମକ ପଦକ୍ଷେପ ଆରମ୍ଭ କରିବେ । ଓଡ଼ିଶାରୁ ଦୁଇ ଶହ ଜଣିଆ…
Read More...