Browsing Category

Top 2

ଶପଥ ନେବାର ୨ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କଲେ କମଲ ନାଥ । ନିର୍ବାଚନୀ ଇସ୍ତାହାରରେ ଥିଲା ମୁଖ୍ୟ ମୁଦ୍ଦା ।

କନକ ବ୍ୟୁରୋ: କଥା ରଖିଲେ କମଳ ନାଥ । ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେବାର ୨ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କଲେ କମଲ ନାଥ । ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ ତାହାକୁ ପୂରଣ କରି ବାହାବାହା ସାଉଣ୍ଟିଛନ୍ତି…
Read More...

ସରିଲା ହକି ବିଶ୍ୱକପ, ନବୀନ ହେଲେ ଚାମ୍ପିୟନ ।ଚାରିଆଡୁ ଶୁଭିଲା ଜୟ ଜୟକାର

କନକ ବ୍ୟୁରୋ : କଳିଙ୍ଗରେ ଏବେ ନବୀନଙ୍କ ଜୟ ଜୟକାର । ହକି ବିଶ୍ୱକପ ଭଳି ଏତେବଡ ଇଭେଣ୍ଟକୁ ବେଶ ସଫଳତାର ସହ ଆୟୋଜନ କରିବା ପରେ ଏବେ ପୂରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓଡିଶା । ଆଉ ଏହି ସଫଳତା ପଛର ମୁଖ୍ୟ ନାୟକ ସାଜି ଉଭା ହୋଇଛନ୍ତି କଳିଙ୍ଗର କିଙ୍ଗ୍ ନବୀନ…
Read More...

ସଚିନ୍ ଆସିଲେ ମ୍ୟାଚ୍ ଦେଖିଲେ, ସଲମାନ ଆସିଲେ ସେଲଫି ନେଲେ! ଜାଣନ୍ତୁ ଏହି ଦୁଇ ସୁପରଷ୍ଟାରଙ୍କୁ ଓଡିଶା ଆଣିବା ପଛରେ…

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଏକାଠି ହୋଇଛନ୍ତି କ୍ରିକେଟ ଓ ରାଜନୀତି ଜଗତର ଦୁଇ ବେତାଜ ବାଦଶାହା ।  କ୍ରିକେଟ ଜଗତର ସୁପରଷ୍ଟାର ସଚିନ୍ ତେନ୍ଦୁଲକର ଓ ଓଡିଶା ରାଜନୀତିର ସୁପରଷ୍ଟାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ପାଇଛନ୍ତି ଦର୍ଶକ । ହକି ବିଶ୍ୱକପର…
Read More...

ବିଜୟ ଆମର, ପରାଜୟ ତୁମର! ରାଫେଲ ପାଇଁ ବାହାରି ଆସିଲେ, କିନ୍ତୁ ନିର୍ବାଚନ ହାରିବା ବେଳେ ଦେଖା ମିଳିଲାନି ।

କନକ ବ୍ୟୁରୋ : ଜିତିଲେ ଆମେ, ହାରିଲେ ତୁମେ । ଜିତିଲେ ମୋଦି ହାୱା, ହାରିଲେ ସରକାର ବିରୋଧୀ ହାୱା । ଏଭଳି ଏକ କଥା ଏଥିପାଇଁ ଉଠୁଛି କାରଣ ବିଜେପି ଶାସିତ ୩ଟି ରାଜ୍ୟରେ ପଦ୍ମ ଝାଉଁଳି ପଡିବା ପରେ ଏବେ ବିଜେପି ଶିବିରରେ ଅସମ୍ଭବ ନୀରବତା ଖେଳିଯାଇଛି । ବିଜେପି ହାତରୁ ହିନ୍ଦୀ ହାର୍ଟଲାଇନ…
Read More...

ଯାହାର ଟିକେଟ କଟିବ, ସେ ନିର୍ଣ୍ଣାୟକ ସାଜିବ । ୧୯ ସମରରେ ସ୍ୱାଧୀନ ପ୍ରାର୍ଥୀ ସଂକେତ ଦେବେ, କାହାର ହେବ ସରକାର ?

କନକ ବ୍ୟୁରୋ : ମଧ୍ୟପ୍ରଦେଶର ୧୦ଟି ଆସନରେ ଲଢେଇ ଏମିତି ଥିଲା, ଯାହା ଉଭୟ ବିଜେପି ଓ କଂଗ୍ରେସ କ୍ୟାମ୍ପର ରକ୍ତଚାପକୁ ବଢାଇ ଦେଇଥିଲା । ୧୦୦୦ରୁ କମ୍ ବ୍ୟବଧାନରେ ଏଠି ୭ ଜଣ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୩ଟି ଆସନରେ ବିଜେପି ପ୍ରାର୍ଥୀ ବାଜିମାତ କରିଥିଲେ । ଉଭୟ ରାଜନୈତିକ ଦଳ…
Read More...

ଉଜ୍ୱଳା ଯୋଜନା ଓଡିଶାରେ ବିଫଳ ହେବା ନେଇ ସୂର୍ଯ୍ୟଙ୍କ ଅଭିଯୋଗ ପରେ ଧର୍ମେନ୍ଦ୍ରଙ୍କ ଜବାବ୍ : ଟ୍ୱିଟ କରି କହିଲେ,…

କନକ ବ୍ୟୁରୋ : ଉଜ୍ୱଳା ଯୋଜନା ଓଡିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଭିଯୋଗ ଉପରେ ଟ୍ୱିଟ୍ କରି ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖବର କାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ ତଥ୍ୟ ଉପରେ ପର୍ଯ୍ୟବେସିତ…
Read More...

ଟ୍ରେନ ତଳେ ଗଳି ଲାଇନ ପାର ବେଳେ ଚାଲିଲା ରେଳ ! ସାଙ୍ଗକୁ ଭିଡି ଆଣିଲେ ୯ବର୍ଷର ଶ୍ରୀମତି ବଦ୍ରା,ପାଦ କଟିଗଲା ହେଲେ…

କନକ ବ୍ୟୁରୋ : ନାବାଳିକାର ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ ଚକ ତଳୁ ବଂଚିଗଲା ସାଙ୍ଗ । ଏହି ଘଟଣା ଘଟିଛି ତାଲଚେରରେ । ସ୍କୁଲରୁ ଫେରିବା ବେଳେ ଛିଡା ହୋଇଥିବା ମାଲବାହୀ ଟ୍ରେନ ତଳେ ଗଳି ରେଳ ଲାଇନ ପାର ହେଉଥିଲେ ଦୁଇ ଛାତ୍ରୀ । ହେଲେ ହଠାତ ଟ୍ରେନ ଚାଲିବା ଆରମ୍ଭ କରିଥିଲା । ଜଣେ…
Read More...

ମଧ୍ୟପ୍ରଦେଶରେ ମଉଳିଲା ପଦ୍ମ ! କଂଗ୍ରେସକୁ ସମର୍ଥନ ଜଣାଇଲେ ବିଏସପି ସୁପ୍ରିମୋ ମୟାବତୀ, ସରକାର ଗଢ଼ିବ କଂଗ୍ରେସ

କନକ ବ୍ୟୁରୋ: ଶେଷରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବା ନେଇ ବାଟ ଫିଟିଲା । କାରଣ ମଧ୍ୟ ପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବ ବିଏସପି । ଏନେଇ ବିଏସପି ସୁପ୍ରିମୋ ମାୟାବତୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବାକୁ କଂଗ୍ରେସକୁ ଆଉ…
Read More...

କଂଗ୍ରେସକୁ ସଂଜୀବନୀ ଦେଲା ୫ଟି ରାଜ୍ୟର ଜନାଦେଶ ! ବିଜେପିକୁ ଲାଗିଲା ବଡ଼ ଝଟକା

କନକ ବ୍ୟୁରୋ : ୫ଟି ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସ ଦଳକୁ ସଂଜୀବନୀ ସଦୃଶ ହୋଇଛି । ନେତୃତ୍ୱକୁ ନେଇ ପ୍ରଶ୍ନ ଏବଂ ମୋଦିଙ୍କ ବିରୋଧରେ ଲଢେଇ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରୁନଥିବା କଂଗ୍ରେସକୁ ହଠାତ୍ ଏହି ଫଳାଫଳ ଶକ୍ତି ଦେଇଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ହାତରୁ…
Read More...

ମୋଦିଙ୍କ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନ, ଶକ୍ତ ଝଟକା ଦେଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଦେଶରେ ଧୀରେ ଧୀରେ ବିଜେପି ପତିଆରା ହରାଇବା ପାଇଁ ବସିଛି । ମୋଦିଙ୍କ ଲୋକପ୍ରିୟତା ସତ୍ୱେ ବିଧାନସଭା ନିର୍ବାଚନରେ ବିଜେପି ସତ୍ତାରୂଢ଼ ରାଜ୍ୟ ଗୁଡ଼ିକ ଯାଇଛି କଂଗ୍ରେସ ହାତକୁ । ବିଗତ ସାଢ଼େ ୪ ବର୍ଷ ଧରି ଶାସନରେ ଥିବା ବିଜେପି, କଂଗ୍ରେସ ମୁକ୍ତ ଭାରତ ପାଇଁ ନାରା ଦେଇଆସୁଥିଲା ।…
Read More...