Browsing Category

ସ୍ପେଶାଲ୍ ରିପୋର୍ଟ

୭୧ ବର୍ଷୀୟ ଲେଡି ସିରିୟଲ କିଲର ! ୧୪ ଜଣ ପୁରୁଷଙ୍କ ସହ ରଖିଥିଲେ ଶାରିରୀକ ସଂପର୍କ, ନିଜ ୪ ସ୍ୱାମୀଙ୍କୁ ବିଷ ଦେଇ…

ଜାପାନର ଜଣେ ୭୧ ବର୍ଷୀୟ ବୃଦ୍ଧାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ହେଲେ ଏହି ୭୧ ବର୍ଷୀୟ ବୃଦ୍ଧା ବର୍ତ୍ତମାନ ଜେଲରେ ଏବଂ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ବୃଦ୍ଧା ଜଣେ ସିରିୟଲ କିଲର । ସେ ଜଣେ କି ଦୁଇ ଜଣ ନୁହେଁ ବରଂ ୧୪ ଜଣଙ୍କୁ ଅତି ନିର୍ମମ ଭାବେ…
Read More...

ଚର୍ଚ୍ଚାରେ ମହେନ୍ଦ୍ର ସିଂହ ଧୋନିଙ୍କ ହେଲିକପ୍ଟର ସଟ ! ଜାଣନ୍ତୁ କାହାଠାରୁ ଶିଖିଥିଲେ ଧୋନି ଏହି ସଟ

ଟିମ୍ ଇଣ୍ଡିଆର ସଫଳତମ ଖେଳାଳି ମହେନ୍ଦ୍ର ସିଂହ ଧୋନି ନିଜର ଶାନ୍ତ ସ୍ୱଭାବ ଓ ହେଲିକାପ୍ଟର ସଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଧୋନିଙ୍କର ଏହି ହେଲିକପ୍ଟର ସଟ ପଛରେ କାହାର ହାତ ରହିଛି ବୋଲି । କ୍ରିକେଟ୍ ଜଗତରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସବୁଠାରୁ ଭଲ…
Read More...

ଦୁଇ ଭାରତୀୟ କୃଷକଙ୍କ କିକି ଚ୍ୟାଲେଂଜ ହେଲା ଭାଇରାଲ : ଜମିରେ ହଳ କରୁଥିବା ସମୟରେ କିକି ଚ୍ୟାଲେଂଜ କରି ବନିଲେ…

କାନାଡୀୟ ରାପ୍ ଗାୟକ ଡ୍ରେକଙ୍କ ସୁପର୍ ହିଟ୍ ଆଲବମ୍ ‘ଇନ୍ ମାଇଁ ଫିଲିଙ୍ଗସ୍’ର ‘କିକି’ ଚାଲେଞ୍ଜ୍ ବୋଲି କୁହାଯାଉଥିବା ଗୀତର ତାଳେ ତାଳେ ନାଚିବାକୁ ବିଶ୍ୱବ୍ୟାପୀ ଲୋକେ ଉଦ୍ୟମ ଚଳାଇଥିବା ବେଳେ ଏଇ ଗୀତରେ ନୃତ୍ୟ କରି ଦୁଇଜଣ ତେଲେଙ୍ଗାନା କୃଷକ ଇଣ୍ଟରନେଟରେ ବିଜୟୀ ହୋଇଛନ୍ତି। ୨୪ ବର୍ଷୀୟ…
Read More...

ସଂପର୍କ ଯୋଡିବାର ମାଧ୍ୟମ ପାଲଟିଛି ଭିଡିଓ କଲିଂ ! ନିବିଡ ବନ୍ଧନରେ ବାନ୍ଧି ହୋଇଛନ୍ତି ଦିବ୍ୟାଙ୍ଗ ।

ସେମାନେ କଥା କହି ପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ। କେବଳ ମନର ଭାବକୁ ବୁଝି ଉତ୍ତର ରଖନ୍ତି। ପୁରୀ ବଳଗଣ୍ଡି ଛକସ୍ଥିତ ବାନା ସାହୁ ଜଳଖିଆ ଦୋକାନ ସମ୍ମୁଖରେ ଥିବା ଏକ ଚା ଦୋକାନରେ ପ୍ରତିଦିନ ଏକାଠି ହେଉଥିବା ୮ରୁ ୧୦ ଜଣ ଦିବ୍ୟାଙ୍ଗ ମୂକ-ବଧିର ଯୁବକଙ୍କ ବନ୍ଧୁତ୍ୱ କିନ୍ତୁ ନିବିଡ।…
Read More...

ଯେତେବେଳେ ସାରା ଦୁନିଆ ତାଙ୍କୁ ଦୃଷ୍ଟିହୀନତା ଯୋଗୁଁ ସୁଯୋଗ ଦେଉନଥିଲା, ସେତେବେଳୁ ସେ ରଚି ଆସୁଥିଲେ ନିଜ ସଫଳତାର…

ସ୍କୁଲରେ ସେ ଶେଷ ବେଞ୍ଚରେ ବସୁଥିଲେ, ଏଥିପାଇଁ ନୁହେଁ ଯେ ସେ ବହୁତ ଡେଙ୍ଗା ଥିଲେ। ଖେଳ ସମୟରେ ତାଙ୍କୁ ପଡ଼ିଆରୁ ବାହାର କରି ଦିଆଯାଉଥିଲା, ଏଥିପାଇଁ ନୁହେଁ ଯେ ସେ ଦୌଡ଼ି ପାରୁନଥିଲେ । କର୍ତ୍ତୃପକ୍ଷ ତାଙ୍କୁ କଳାରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ, ଏଥିପାଇଁ ନୁହେଁ ଯେ ସେ ବିଜ୍ଞାନ…
Read More...

ଏଣକି ଛାତ୍ରଛାତ୍ରୀଙ୍କୁ କଲେଜରେ ହିଁ ମିଳିଯିବ ଡ୍ରାଇଭିଙ୍ଗ ଲାଇସେନ୍ସ : ସରକାର ଆରମ୍ଭ କଲେ ଏହି ଯୋଜନା

ଦିଲ୍ଲୀ କଲେଜର ଛାତ୍ରଛାତ୍ରୀମାନଙ୍କୁ ‘ଲର୍ଣ୍ଣର ଡ୍ରାଇଭିଂ ଲାଇସେନସ୍’ ପାଇଁ ପରିବହନ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ। କଲେଜ ପିଲାମାନଙ୍କୁ ସେମାନଙ୍କର କଲେଜ କର୍ତ୍ତୃପକ୍ଷ ଅଥବା ପଲିଟେକନିକ୍ କଲେଜ ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ଦେବେ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାସ ଗେହଲଟ୍…
Read More...

ପ୍ରେମ ପାଇଁ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା ! ପ୍ରେମିକ ସହ ହେଲେ ଫେରାର୍,ଗିରଫ କଲା ପୋଲିସ୍ ।

ସ୍ତ୍ରୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଥିବାବେଳେ ସ୍ୱାମୀ ଦେଖିଦେଲେ। ତେଣୁ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ଏହି ଗୋପନ ପ୍ରଣୟ ସମ୍ପର୍କରେ ପତ୍ନୀ ହଲ୍ଲା କରି ଗ୍ରାମବାସୀଙ୍କୁ ଜଣାଇବା ପାଇଁ ଉଦ୍ୟମ କରିବା ବେଳେ ପତ୍ନୀ ସ୍ୱାମୀଙ୍କ ଗୁପ୍ତାଙ୍ଗ ଛିଡ଼ଶଇ ଦେଇ ଫେରାର ହୋଇ…
Read More...

ଆଜି ବନ୍ଧୁତ୍ୱ ଦିବସ ! ବନ୍ଧୁ ପାଇଁ ଦିନଟିଏ  । 

ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସ ଅର୍ଥାତ୍ ବନ୍ଧୁଙ୍କ ପାଇଁ ଦିନି ଟିଏ । ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି । ଦେଶର ବିଭିନ୍ନ ସ୍ଥାନରେ ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସଟି ବହୁ ଆଡମ୍ବରେ ପାଳନ କରାଯାଉଛି । ବିଶେଷ…
Read More...

ୟୁପିଆଇ, ଭୀମ୍ ଓ ରୂପେ କାର୍ଡରେ ପେମେଣ୍ଟ କଲେ ମିଳିବ କ୍ୟାସବ୍ୟାକ୍ ! ଜିଏସଟିରେ ୨୦% ରିହାତି ଦେବେ ସରକାର ।

ଜିଏସଟି(ଦ୍ରବ୍ୟ ଓ ସେବା କର) ପରିଷଦର ବୈଠକରେ ଶନିବାର ହୋଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସରକାର ଡିଜିଟାଲ ପେମେଣ୍ଟ ଉପରେ ଜିଏସଟିରେ ୨୦ ପ୍ରତିଶତ ରିହାତି ଦେବା ପାଇଁ ଘୋଷଣା କରିଛନ୍ତି । ଜିଏସଟି ପରିଷଦର ବୈଠକ ପରେ…
Read More...

ହାତରେ ନୁହେଁ, ଆଖିରେ ! ୧୨ ବର୍ଷର ଏହି ଶିଶୁ ଆଖିରେ ଲେଖିଲା ପୁରା ପୁସ୍ତକ, ହାର ମାନିଲା ଶାରୀରିକ ଅକ୍ଷମତା ।

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଶିଶୁ ନିଜର ଶାରୀରିକ ଅକ୍ଷମତାକୁ ନିଜ ରାସ୍ତାରେ ଆସିବାକୁ ଦେଇ ନାହିଁ । ୧୨ବର୍ଷ ବୟସରେ ଏହି ଶିଶୁ ଏଭଳି ଏକ କାମ କରିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ପ୍ରକାଶିତ ଖବର ମୁତାବକ,…
Read More...