Browsing Category

ସ୍ପେଶାଲ୍ ରିପୋର୍ଟ

ଦଶମ ପରୀକ୍ଷାରେ ଫେଲ୍ ହେବା ଆଶଙ୍କାରେ ଜୀବନ ହାରିଲା ଛାତ୍ର, ପରୀକ୍ଷା ଫଳ ଆସିବା ପରେ ଜଣାପଡିଲା ସେ ପାସ୍

ସିନିୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷାର ଫଳାଫଳ ଆସିବା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଛାତ୍ରକୁ ପରୀକ୍ଷାରେ ଫେଲ ହେବା ଡର ଥିଲା । କିନ୍ତୁ ସେ ସବୁ ବିଷୟରେ ପାସ ହୋଇଛନ୍ତି । ପ୍ରଣବ ଗର୍ଗ ନାମକ ଛାତ୍ର ଗଣିତ ଓ ଇଂରାଜୀ ପରୀକ୍ଷାର ଫଳାଫଳକୁ ନେଇ ଚିନ୍ତିତ ଥିଲେ ।…
Read More...

ଶୌଚାଳୟ ଭାବି ବିମାନର ଜରୁରୀକାଳୀନ ଦ୍ୱାରକୁ ଖୋଲିଦେଲେ ମହିଳା, ତା’ପରେ…

ପାକିସ୍ତାନ ଇଣ୍ଟରରନ୍ୟାସନାଲ ଏୟାରଲାଇନ୍(ପିଆଇଏ) ବିମାନର ଜଣେ ମହିଳା ଯାତ୍ରୀ ଭୁଲବଶତଃ ବିମାନରେ ଥିବା ଜରୁରୀକାଳୀନ ଦ୍ୱାରକୁ ଶୌଚାଳୟ ଦ୍ୱାର ଭାବି ଖୋଲି ପକାଇବା ପରେ ବିମାନ ଉଡ଼ଣାରେ ବିଳମ୍ବ ହୋଇଛି। ବିମାନ ଉଡ଼ାଣ ବିଳମ୍ବ ହେବାରୁ ଅନ୍ୟ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ…
Read More...

ଉଦାହରଣ ପାଲଟିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଚିକିତ୍ସା ପାଇଁ ସାହାଯ୍ୟ ମାଗୁଥିଲେ କର୍କଟ ରୋଗୀ, ପୀଡ଼ିତଙ୍କୁ ଦେଖି ୨୦…

କନକ ବ୍ୟୁରୋ: ନିଜର ପ୍ରଥମ ସରକାରରେ ହୃଦୟ ଜିଣିଲେ ଆନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ବିମାନବନ୍ଦରରେ ପ୍ଲାକାର୍ଡ ଧରି ସାହାଯ୍ୟ ମାଗୁଥିବା ଜଣେ କର୍କଟ ପୀଡ଼ିତଙ୍କୁ ୨୦ଲକ୍ଷ ଟଙ୍କା ସହାୟତା ଦେଇ ନବ ନିର୍ବାଚିତ ସରକାର ଆନ୍ଧ୍ରବାସୀଙ୍କ ସହ ରହିଛନ୍ତି ବୋଲି ପ୍ରମାଣିତ କରିଛନ୍ତି…
Read More...

ପିଏମ୍ କିଷାନ ଯୋଜନା: କାହାକୁ ମିଳିବ, କାହାକୁ ନୁହେଁ? ଜାଣନ୍ତୁ କେଉଁଠି ଓ କିଭଳି କରିବେ ରେଜିଷ୍ଟ୍ରେସନ

ସାରା ଦେଶରେ ଆରମ୍ଭ ହୋଇସାରିଛି ପିଏମ କିଷାନ ସମ୍ମାନ ନିଧି ଯୋଜନା । ତେବେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ଏହି କୃଷି ଯୋଜନାରେ କେଉଁ କେଉଁ ଚାଷୀଙ୍କୁ ଫାଇଦା ମିଳିବ ଏବଂ କିଭଳି ଭାବରେ ଏହି ଟଙ୍କା ଚାଷୀଙ୍କୁ ଦିଆଯିବ .. ଚାଷୀଙ୍କୁ ଏହି ଟଙ୍କା କିସ୍ତି ଆକାରରେ ଦିଆଯିବ । ଯାହାର ପ୍ରଥମ…
Read More...

‘ବିଫଳତା ହିଁ ସଫଳତାର ଚାବି କାଠି’! ଯାହାକୁ ଯଥାର୍ଥ କରି ଦେଖାଇଛନ୍ତି ତାମିଲନାଡୁର ଏହି ଯୁବକ, ୧୯ ବର୍ଷ ପରେ ହେଲେ…

କଥାରେ ଅଛି ‘ବିଫଳତା ହିଁ ସଫଳତାର ଚାବି କାଠି’। ତାହା ଏକଦମ ଠିକ୍‌ କଥା ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ସରକାରୀ ଚାକିରି ଖଣ୍ଡେ ପାଇବାକୁ ଆମେ ଭାରତୀୟମାନେ ଏକ ବଡ଼ ସଫଳତା ବୋଲି ଭାବିଥାଉ। ୧୯୯୭ ମସିହାରେ ଏହି ସଫଳତାରୁ ବଞ୍ଚିତ ହୋଇଥିଲେ ତାମିଲନାଡୁର କେ ଏଲାମ୍ବହାବଥ୍‌। ସେ ସରକାରୀ…
Read More...

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର: ଜୁଲାଇ ପହିଲାରୁ ଗ୍ରାହକଙ୍କୁ ଏହି ନୂଆ ସୁବିଧା ଯୋଗାଇଦେବ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିକଟରେ ରେପୋ ରେଟ ସଂପର୍କରେ ଏକ ବଡ଼ ଘୋଷଣା କରିବା ପରେ ଏବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ )ଗ୍ରାହକଙ୍କୁ ଖୁସି ଖବର ଦେଇଛି। ଏସବିଆଇ ୨୦୧୯ ମସିହାରେ ହିଁ ସେଭିଙ୍ଗସ ଡ଼ିପୋଜିଟ ଓ ସୁଧ ହାରକୁ ରେପୋ ରେଟ ସହ ଯୋଡ଼ିବାକୁ ଯାଉଛି । ତେଣୁ ଆରବିଆଇ…
Read More...

ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଶାରୀରିକ ଅକ୍ଷମତା : ବିନା ହାତରେ ଜନ୍ମ ହୋଇଥିବା ଦେବିକା ଗୋଡରେ ପରୀକ୍ଷା ଦେଇ ଦଶମ…

ଇଚ୍ଛାଶକ୍ତି ଆଗରେ ସବୁ ହାର ମାନେ ବୋଲି ସାବ୍ୟସ୍ତ କରିଦେଇଛନ୍ତି କେରଳର ଝିଅ ଦେବିକା । ସବୁବେଳେ ସଫଳତା ପାଇଁ ପୂର୍ଣ୍ଣାଙ୍ଗ ମଣିଷ ଭାବେ ଜନ୍ମ ଗ୍ରହଣ କରିବା ଜରୁରୀ ନୁହେଁ। ସଫଳତା ଅଙ୍ଗ ନୁହେଁ ବରଂ ମନୋବଳରେ ଥାଏ ବୋଲି ପ୍ରମାଣ କରିଦେଖାଇଛନ୍ତି । ମାଲ୍ଲାପୁରମ ଅଞ୍ଚଳର ଦେବିକା ବିନା…
Read More...

ଚାରିଆଡେ ତତଲା ବାଲି, ଉପରୁ ନିଆଁ ବର୍ଷିଲା ପରି ଖରା । ୪୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ବି କର୍ତ୍ତବ୍ୟ…

କନକ ବ୍ୟୁରୋ : ଗୋଟିଏ ପଟେ ମୁଣ୍ଡ ଫଟା ଖରା । ଅନ୍ୟ ପଟେ ଦେଶର ସୀମା ସୁରକ୍ଷାର ଗୁରୁଦାୟିତ୍ୱ । ପ୍ରାୟ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରାକୁ ବି ଖାତିର ନାହିଁ । ଦେଶର ସୁରକ୍ଷାରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଯବାନମାନେ ହେଉଛନ୍ତି ବିଏସଏଫର । ପ୍ରଚଣ୍ଡ ଖରାରେ ଅନ୍ତର୍ଜାତୀୟ ସୀମାରେଖା…
Read More...

କୃଷକଙ୍କ ହିତରେ କେନ୍ଦ୍ର ସରକାର : ବଢ଼ିବ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପରିସର, ଡାକଘର ଉପଲବ୍ଧ ହେବ ସୁବିଧା

କନକ ବ୍ୟୁରୋ : ଦ୍ୱିତୀୟ ଥର ସରକାର ଗଢ଼ିବା ପରେ ପରେ ଜନତାଙ୍କ ହିତରେ କାମ ଆରମ୍ଭ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସବୁ ବିଭାଗ ଗୁଡ଼ିକୁ ଉପରେ ରହିଛି କଡ଼ା ନଜର । କୃଷକଙ୍କ ହିତରେ କାମ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ମୋଦି ସରକାର । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଫସଲ…
Read More...

ଜିଲ୍ଲାପାଳ ହେବ ତ ଏମିତି ! ଭୀଷଣ ଗରମରେ କଲବଲ ହେଉଥିଲେ ଶିଶୁ, ନିଜ ଅଫିସରୁ ଏସି କାଢି ଲଗାଇ ଦେଲେ ମେଡିକାଲରେ 

ଜିଲ୍ଲାପାଳ ହେବ ତ ଏମିତି । ଲୋକଙ୍କ ଦୁଃଖକୁ ସହି ନ ପାରି ନିଜ କାର୍ଯ୍ୟାଳୟରେ ଲାଗିଥିବା ଏସିକୁ ବାହାର କରିଦେଇ ମେଡିକାଲରେ ଲଗାଇଦେଲେ ଜିଲ୍ଲାପାଳ । ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାର ଜିଲ୍ଲାପାଳ ସ୍ୱରୋଚିଷ ସୋମବଂଶୀଙ୍କର ଏଭଳି କାମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାରୁ ସୁଅ ଛୁଟୁଛି । ଆଦିବାସୀ…
Read More...