Browsing Category

ସ୍ପେଶାଲ୍ ରିପୋର୍ଟ

ଆସିଲା ‘ଅଭିମନ୍ୟୁ’ର ଭାଇ : ଗୁମୁରି କାନ୍ଦୁଥିବା ଗୁମୁଡୁମାହାରେ ଖୁସିର ଖବର

ଗୁମୁଡୁମାହାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣା । ଦେଢମାସ ତଳେ ସାରା ରାଜ୍ୟରେ ଏହି ଅଭାବନୀୟ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା । କନ୍ଧମାଳ ଆସିଥିଲା ପୁଣି ଚର୍ଚ୍ଚାକୁ। ରାଜନୀତି ବି ହେଲା । ନିନ୍ଦାରୁ ବଂଚିବାକୁ ତୁହାକୁ ତୁହା ସରକାର ଘୋଷଣା କରିଥିଲେ…
Read More...

୧୫ ଘଂଟା ଧରି ହୃତସ୍ପନ୍ଦନ ବନ୍ଦ ରଖି ଅସ୍ତ୍ରୋପଚାର : ଶିଶୁ ପାଇଲା ନୂଆ ଜୀବନ

କୁହାଯାଏ ଡାକ୍ତରମାନେ ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଆମକୁ ସେମାନେ ଦେଇଥାନ୍ତି ନୂଆ ଜୀବନ। ଦେହ ଅଛିତ ରୋଗ ବି ଅଛି। ଏହା ଆଜନ୍ମ ସତ୍ୟ। ହେଲେ ଏମିତି କିଛି ଚିକିତ୍ସା ଅଛି ସମସ୍ତ ଡାକ୍ତରୀ ବିଦ୍ୟା ବି ଫେଲ ମାରିଯାଏ। ଏଠି କିନ୍ତୁ ସଫଳ ହୋଇଛନ୍ତି ଡାକ୍ତର । ଏମିତି ଏକ ଘଟଣା ଘଟିଛି…
Read More...

ବର୍ଷାରାଣୀ ପାଇଁ ବେଙ୍ଗ ବିଭା : ଦେଖନ୍ତୁ ଏକ ନିଆରା ବିଶ୍ୱାସ

ବିଜ୍ଞାନ ବଳରେ ମଣିଷ ଯେତେ ଅଗ୍ରଗତି କଲେବି ଏମିତି କିଛି କାମ ପାଇଁ ମଣିଷକୁ ପୁଣି ଅନ୍ଧବିଶ୍ୱାସକୁ ବି ମାନିବାକୁ ପଡିଥାଏ। ଆସାମର ଜୋରହାଟ ଜିଲ୍ଲା ରୋଙ୍ଗଡୋଇ ଗାଁରେ ଏମିିତି ଘଟିଛି ଏକ ଘଟଣା। ଜଙ୍ଗଲୀ ବେଙ୍ଗର ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ଷା ପାଇଁ ବେଙ୍ଗ ବାହାଘର ହିନ୍ଦୁ…
Read More...

ଆରଏସ୍ଏସ୍ ର ଫୁଲ୍ ପ୍ୟାଂଟ୍ ଯୁଗ ଆରମ୍ଭ

ଖାକି ହାଫ୍ ପ୍ୟାଂଟକୁ ବାୟ ବାୟ। ଏଣିକି ଖାକି ଫୁଲ ଟ୍ରାଉଜର ସାଙ୍ଗକୁ ଧଳା ରଙ୍ଗର ସାର୍ଟରେ ନଜର ଆସିବେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସଦସ୍ୟ । ମଙ୍ଗଳବାର ଠାରୁ ନାଗପୁରରେ ଥିବା ସଂଘର ହେଡକ୍ୱାଟର୍ସରେ ବିକ୍ରି ହୋଇଛିି ନୂଆ ଡ୍ରେସକୋର୍ଡ । ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ନିମନ୍ତେ…
Read More...

କମେଡି କିଙ୍ଗଙ୍କ କମବ୍ୟାକ୍ ! ଜେଲରୁ ଫେରିବା ପରେ ଦର୍ଶକଙ୍କ ସାମ୍ନାକୁ ଆସିଲେ ପପୁ ପମପମ୍

କେମିତି ଅଛନ୍ତି କମେଡି କିଙ୍ଗ ପପୁ ପମ୍ ପମ୍ । ଅଭିନେତାରୁ ଅଭିଯୁକ୍ତ ପାଲଟି ଯାଇଥିବା ପପୁ ଏବେ ଜେଲରୁ ବାହାରି ଘରେ । ତେବେ ସାରା ଓଡିଶାର ନଜର ପପୁଙ୍କ କମବ୍ୟାକ ଉପରେ । ମାନସିକ ଚାପରେ ଥିବା ପପୁ କଣ ପୁଣି ଥରେ ପଦେ କଥାରେ ହସାଇ ପାରିବେ। ଲୋକେ କଣ ତାଙ୍କୁ ସେହି ପୁରୁଣା ପପୁ ଭଳି ଗ୍ରହଣ…
Read More...

ମେଲଘରାରେ କନକ ନ୍ୟୁଜ୍ : ଦେଖନ୍ତୁ ଦାନ ମାଝୀଙ୍କ ଗାଁରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

ସାରା ବିଶ୍ୱ ଦେଖିଲା ଦାନ ମାଝିଙ୍କ ଶବବୁହା ଚିତ୍ର । ହେଲେ ସ୍ତ୍ରୀର ଅକାଳ ମୃତ୍ୟୁ ପରେ କେମିତି ଅଛନ୍ତି ଦାନ ମାଝି । ମାଆର ମୃତ୍ୟୁ ପରେ କେମିତି ଅଛନ୍ତି ଝିଅମାନେ । କେମିତି ଚାଲିଥିଲା ତାଙ୍କ ଘରସଂସାର। ଗରିବିର ଗାଁରେ ପହଁଚିବାକୁ କନକ ମୃତ୍ୟୁ ପହଁଚିଲା କଳାହାଣ୍ଡି ଜିଲ୍ଲାରେ । ଆଉ ଯେଉଁ…
Read More...

ବିଚ୍ଛିନାଂଚଳର ଗର୍ଭଯନ୍ତ୍ରଣା : ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ନବଜାତକ ସହ ନଈକୂଳରେ ଅପେକ୍ଷା କଲା ମା’

ମାଲକାନଗିରି : ଦାନ ମାଝିଙ୍କ ଶବବୁହା ଚିତ୍ର ମନରୁ ନଲିଭୁଣୁ, ପୁଣି ଆସିଛି ଆଉ ଏକ ଲଜ୍ଜାର ଚିତ୍ର । ଏଥର ପାଳି ମାଲକାନଗିରିର । ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଜଣେ ମହିଳା ମାଆ ହେବାକୁ କେମିତି ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି, ତାର ଗୋଟି ଗୋଟି ଚିତ୍ର ଆମ କ୍ୟାମେରାରେ କଏଦ ହୋଇଛି ।…
Read More...

ବସ୍ତିରେ ପହଂଚୁଛି ବର୍ଦ୍ଦି : ମୁମ୍ବାଇର ପୁଲିସ ଦିଦି

ଦେହରେ ଖାକି ବର୍ଦ୍ଦି । ମନରେ ପୁରା ଜୋଶ୍ । ବୁଲୁଛନ୍ତି ଏ ବସ୍ତିରୁ ସେ ବସ୍ତି । ଭେଟୁଛନ୍ତି ସବୁବର୍ଗର ଝିଅଙ୍କୁ। ଆଉ ସେମାନଙ୍କ ମନରେ ଭରିଦେଉଛନ୍ତି ସାହସ। ଆଉ ଏମାନଙ୍କୁ ସାରା ମୁମ୍ବାଇ ଡାକୁଛି ପୁଲିସ ଦିଦି। ପାଖାପାଖି ହଜାରେ ମହିଳା ପୁଲିସଙ୍କୁ ନେଇ ମୁମ୍ବାଇ ପୁଲିସ ଗଠନ କରିଛି ଏହି…
Read More...

ସ୍ପର୍ଶଆର୍ଟର ବେତାଜ୍ ରାଣୀ : ଅନ୍ଧପୁଟୁଳି ବାନ୍ଧି ତିଆରି କରୁଛନ୍ତି ଗଣେଶ

ଆଖିରେ ନ ଦେଖି ବି ଚେତନାରେ ଦେଖିଛନ୍ତି ସେହି ଠାକୁରଙ୍କୁ । ହୃଦୟର ଅନୁଭବରେ ସେ ଗଢିଛନ୍ତି ପାଖାପାଖି ୪ ଲକ୍ଷ ଗଣେଶଙ୍କର ପ୍ରତିମା । ନିଜ କଳ୍ପନାରେ ସେ କମାଇଛନ୍ତି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା । ମୁମ୍ବାଇର ରାମା । କିଭଳି ନ ଦେଖି ବି ନିଜ ସ୍ପର୍ଶ ଦ୍ୱାରା ଗଢିଛନ୍ତି ଲକ୍ଷ ଲକ୍ଷ…
Read More...

ମା ନୁହେଁ ସ୍ୱାର୍ଥପର : ରାଜଧାନୀରେ ହଂସରାଳୀ କାହାଣୀ

କନକ ବ୍ୟୁରୋ : ମଣିଷ ଘରେ ପକ୍ଷୀ। ମାଆ ଆଖି ଆତଙ୍କର ଲୁହ , ପିଲାଙ୍କ ମୁହଁରେ ଭୟର ଚିହ୍ନ। କେହି କାହାକୁ ଛାଡ଼ିବାକୁ ନାରାଜ୍। ଜାକିଜୁକି ହୋଇ ମାଆ ପାଖରେ ରହୁଛନ୍ତି। ମାଆ ଯୁଆଡ଼େ ଯାଉଛି, କିଚିରିମିଚିିରି ଶବ୍ଦ କରି ତା ପଛେ ପଛେ ଗୋଡ଼ାଉଛନ୍ତି। ଯିବେନି ବା କେମିତି। କାରଣ ସେମାନେ ଜାଣିଛନ୍ତି…
Read More...