Browsing Category

ସ୍ପେଶାଲ୍ ରିପୋର୍ଟ

ଜୟାଙ୍କ ସ୍ମୃତିରେ ଭାବବିହ୍ୱଳ କନେଷ୍ଟବଳ ! ଆମ୍ମା ମନ୍ଦିର ଗଢିବାକୁ ଛାଡିଲେ ଚାକିରି

ଜୟଲଳିତାଙ୍କ ମୃତ୍ୟୁ ପରେ ଯେମିତି ଗୋଟିଏ ଯୁଗର ଅବସାନ ଘଟିଛି । ନା କେବଳ ତାମିଲନାଡୁବାସୀଙ୍କ ମନରେ ବରଂ ସମଗ୍ର ଭାରତୀୟ ରାଜନୀତିରେ ରହିଯାଇଛି ଏକ ଅପୂରଣୀୟ ସ୍ଥାନ । ପ୍ରିୟ ଆମ୍ମାଙ୍କ ମୃତ୍ୟୁରେ ମର୍ମାହତ ହୋଇ ଶତାଧିକ ଲୋକ ପ୍ରାଣ ହରାଇଥିବା ଖବର ଦୃଶ୍ୟପଟ୍ଟରୁ ଲିଭି ନଥିବା ବେଳେ ଏବେ ଆଉ…
Read More...

ପାଠ ନପଢି ବି ସେ ଲେଖିଛନ୍ତି ୫ଟି ବହି : ଜଣେ ମୋଚିଙ୍କ ଅଦ୍ଭୁତ କୃତୀକୁ ନେଇ ଚର୍ଚ୍ଚା

କୁହାଯାଏ ଜୀବନରେ ପାଠପଢି କୈାଣସି ପଦପଦବୀ ହାସଲ କରିବା ମଣିଷ କୃତ କାମ ହୋଇଥାଏ । ହେଲେ କୈାଣସି କଳା ଓ ସୃଜନଶୀଳତାରେ ପାରଦର୍ଶିତା ହାସଲ କରିବା ହୋଇଥାଏ ଈଶ୍ୱରଦତ୍ତ । ଏମିତି ଏକ ଲୋକର ଈଶ୍ୱରଦତ୍ତ ସୃଜନଶୀଳତାକୁ ନେଇ ଚାରିଆଡେ ଚର୍ଚ୍ଚା । ସେ ହେଲେ ମୁନବର ଶକିଲ । ପାକିସ୍ତାନର…
Read More...

କ୍ୟାସଲେସ ଟ୍ରାଞ୍ଜାକସନ ଲାଗି କେନ୍ଦ୍ରର ଆଉ ଏକ ଧମାକା ଅଫର : ପ୍ରତି ସପ୍ତାହରେ ହେବ ଲକି ଡ୍ର

କନକ ବ୍ୟୁରୋ : ବିମୁଦ୍ରାକରଣ ଘୋଷଣା ପରେ ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଇଲୋକଟ୍ରୋନିକ ମାଧ୍ୟମରେ ଆର୍ଥିକ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ନୀତି ଆୟୋଗ, ଯୋଜନା ପ୍ରସ୍ତୁତ କରିବାକୁ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ…
Read More...

ଅଚଳ ନୋଟର ଚଢାଉ : ଗୁପ୍ତ ଗାଧୁଆ ଘରୁ ଜବତ ୫.୭ କୋଟିର ନୂଆ ନୋଟ୍

ବିମୁଦ୍ରାକରଣର ପ୍ରଭାବରେ ସାଇତି ରଖିଥିବା କଳାଟଙ୍କାକୁ ରଖିବା ନେଇ ଲୋକଙ୍କର ବୁଦ୍ଧିବଣା । କିଏ ନୋଟ ବିଡାକୁ ନାଳରେ ଫୋପାଡି ଦେଉଛିତ କିଏ ଜାଳି ଦେଉଛି । ଏମିତି ସ୍ଥିତି ଦେଖିବାକୁ ମିଳୁଛି । ବିମୁଦ୍ରାକରଣକୁ ଇତିମଧ୍ୟରେ ମାସେ ପୂରିଥିବା ବେଳେ ବିଭିନ୍ନ ସ୍ଥାନରେ ଆୟକର ଚଢାଉ ଜୋରଦାର୍…
Read More...

ଏମିତି ବି ଆସେ ମୃତ୍ୟୁ ! ଅମ୍ମାଙ୍କ ଦେହାନ୍ତରେ ମ୍ରିୟମାଣ ହୋଇ ୨୮୦ ଜଣଙ୍କ ମୃତ୍ୟୁ

ଜୟଲଳିତାଙ୍କ ମୃତ୍ୟୁ ଖବରରେ ତାମିଲନାଡୁରେ ୨୮୦ ଲୋକଙ୍କ ମୃତ୍ୟୁ । ଏଭଳି ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛି ଜୟାଙ୍କ ପାର୍ଟି ଏଆଇଏଡିଏମକେ । ପ୍ରିୟ ନେତ୍ରୀ ଜୟଲଳିତା ଆଉ ନାହାନ୍ତି, ଏଭଳି ଖବର ପ୍ରଚାର ହେବାପରେ ତାଙ୍କୁ ଅନ୍ଧ ଭଳି ଭଲ ପାଉଥିବା ଲୋକଙ୍କୁ ଶକ୍ତ ଧକ୍କା ଲାଗିଛି । ରାଜ୍ୟର…
Read More...

ଶାରୀରିକ ସଂପର୍କ ରଖିବାକୁ ମନାକଲେ ସ୍ତ୍ରୀ : ନିରାଶ ହୋଇ ସ୍ୱାମୀ କାଟିଲେ ନିଜ ଗୁପ୍ତାଙ୍ଗ

ଉତ୍ତର ପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା । ୩୭ ବର୍ଷ ବୟସର ଜଣେ ବ୍ୟକ୍ତି ନିଜ ଗୁପ୍ତାଙ୍କୁ କାଟିଦେଇଛନ୍ତି । ଯୌନ ସଂପର୍କ ରଖିବାକୁ ନିଜ ସ୍ତ୍ରୀ ବାରମ୍ବାର ମନାକରିବାରୁ ନିରାଶ ହୋଇ ସେ ଘଟେଇଛନ୍ତି ଏମିତି କାଣ୍ଡ । ଡେଲିମେଲରେ ପ୍ରକାଶିତ ଖବର ଅନୁସାରେ , ଘାସିରାମ ନାମକ ଏହି ବ୍ୟକ୍ତ…
Read More...

ଯୋଗ ମୁଦ୍ରାରେ କୁକୁର ! ଦେଖନ୍ତୁ ମାଲିକ ସହ କୁକୁର କରୁଛି ଯୋଗ

ଏବେ ଚାରିଆଡେ ଯୋଗକୁ ନେଇ ଲୋକଙ୍କ ମନରେ ଉତ୍ସାହ । ବାବା ରାମଦେବ ଯୋଗକୁ ଘରେ ଘରେ ପରିଚିତ କରିଦେଇଛନ୍ତି । ନିଜକୁ ସୁସ୍ଥ ଓ ସ୍ୱାସ୍ଥ୍ୟବାନ କରିବା ପାଇଁ ସମସ୍ତେ ଯୋଗ କରିବାର ଦେଖିବାକୁ ମିଳୁଛି । ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ । କୁକୁର ବି ନିଜକୁ ଫିଟ୍ ରଖିବାକୁ ଯୋଗ କରୁଛି । ଏମିତି ଏକ…
Read More...

ମୋଦିଙ୍କ ହମ୍ ପାଂଚ୍ ! ବିମୁଦ୍ରାକରଣ ନିଷ୍ପତି ପୂର୍ବରୁ ମୋଦି କରିଥିଲେ ଗୁପ୍ତମନ୍ତ୍ରଣା

ଅତି ଗୋପନରେ ପ୍ରସ୍ତୁତ ହୋଇଥିଲା ବିମୁଦ୍ରାକରଣ ଘୋଷଣା ପାଇଁ ଯୋଜନା । ଏଭଳି ଐତିହାସିକ ସଂସ୍କାରମୂଳକ ପଦକ୍ଷେପର କ’ଣ ପଡିବ ପ୍ରଭାବ, ସେନେଇ ଗବେଷଣା କରିଥିଲେ କିଛି ଯୁବ ଗବେଷକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କାମ କରୁଥିବା ଏହି ଅଧିକାରୀମାନେ ତିଆରି କରିଥିଲେ ବ୍ଲୁ-ପ୍ରିଂଟ । ମୋଦିଙ୍କ…
Read More...

ନିମନ୍ତ୍ରଣ ପତ୍ରରେ ଚେତାବନୀ : ମଦ୍ୟପଙ୍କୁ ବାହାଘରକୁ ଆସିବା ମନା

ଏବେ ବାହାଘର ଋତୁ । ଚାରିଆଡେ ଚାଲିଛି ବିବାହର ପର୍ବ । ଅନେକ ନିମନ୍ତ୍ରଣ ପତ୍ର ବଣ୍ଟା ଚାଲିଛି । ହେଲେ ଆପଣ କେବେ ବାହାଘର ନିମନ୍ତ୍ରଣ ପତ୍ରରେ କାର୍ଯ୍ୟସୂଚୀ ସହ କିଛି ଚେତାବନୀର ବାର୍ତା ଛପାଯିବାର ଦେଖିଛନ୍ତି କି ! ହଁ ଏମିତି ଏକ ବାହାଘର ନିମନ୍ତ୍ରଣ ପତ୍ରକୁ ନେଇ ସୋସିଆଲରେ ଏବେ ଖୁବ୍…
Read More...

ଟୟଲେଟ୍ ପାଇପରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ଏହାର ଉଦାହରଣ ଦେଖିବାକୁ ମିଳିଛି ଚାଇନାର ବେଜିଂ ସହରରେ । ଏକ ଟୟଲେଟ୍ ପାଇପରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିିଛି ସ୍ଥାନୀୟ ପୁଲିସ୍ । ଶିଶୁଟିର ସଂପୂର୍ଣ୍ଣ ଶରୀର ଟୟଲେଟର ପାଇପ୍ ଭିତରେ ଥିବା ବେଳେ କେବଳ ତାର କୁନି ପାଦ ଦୁଇଟି ବାହାରକୁ…
Read More...