Browsing Category

ରାଜନୀତି

ଭବାନୀପାଟଣାରେ ଭୋଟ୍ ମାଗିଲେ ଯୋଗୀ ! ଉଠାଇଲେ ଟଙ୍କିକିଆ ଚାଉଳ ଓ ପକ୍କା ଘର ପ୍ରସଙ୍ଗ, ବିଜେପିକୁ ସୁଯୋଗ ଦେବାକୁ…

କନକ ବ୍ୟୁରୋ : କଳାହାଣ୍ଡିର ୟୁପି ବିଜେପିର ଷ୍ଟାର ପ୍ରଚାରକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବୁଥ ସ୍ତରୀୟ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏଠାରେ ପ୍ରଥମେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଦାଞ୍ଜଳି ଜଣାଇଛନ୍ତି । ଯବାନଙ୍କ…
Read More...

ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ନବୀନ । କହିଲେ, କେନ୍ଦ୍ର ଯୋଜନାରେ ନାହିଁ ଭୂମିହୀନ, ଭାଗ ଚାଷୀ ଏବଂ କୃଷି ଶ୍ରମିକର…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ । ଗତ କିଛି ଦିନ ହେବ ବିଭିନ୍ନ ଜିଲ୍ଲା ବୁଲି କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ପୁରୀ କଣାସରେ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି…
Read More...

ମାର୍ଚ୍ଚ ୨ ରେ ଓଡିଶା ଆସିବେ ନାହିଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା ୫ରେ ରାହୁଲଙ୍କ ଗସ୍ତ ଚୂଡାନ୍ତ…

କନକ ବ୍ୟୁରୋ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ତାରିଖ ବାରମ୍ବାର ବଦଳୁଛି। ଚଳିତ ମାସ ୨୭ ତାରିଖରେ ସେ ଆସିବେ ବୋଲି ପିସିସି ପକ୍ଷରୁ କୁହାଯାଇଥିଲା। ପରେ ସେ ମାର୍ଚ ୨ ତାରିଖରେ ଆସିବେ ଏବଂ ବରଗଡ଼ କିମ୍ବା ଜୟପୁର ମଧ୍ୟରୁ ଗୋଟିଏ ସମାବେଶରେ ଉଦବୋଧନ ଦେବେ ବୋଲି ଦଳ…
Read More...

ବନ୍ଦ ଡ଼ାକରା, ବଡ଼ ରାଜନୀତି ! ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ନେଇ ଛକାପଞ୍ଝା ।

କନକ ବ୍ୟୁରୋ: ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡ଼ାକରା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଦେଶରେ ପ୍ରସଂଶା ସାଉଣ୍ଟୁଛି । ଯାହାକି ରାଜ୍ୟର ସବୁ ବର୍ଗର ଚାଷୀ ଭାଇଙ୍କ ପାଇଁ ଲାଭଦାୟକ ଯୋଜନା ଭାବେ…
Read More...

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ସାଉଦି ରାଜକୁମାର ! ପାକ୍ ପ୍ରାୟୋଜିତ ଆତଙ୍କବାଦ ଉପରେ ହୋଇପାରେ ଆଲୋଚନା

କନକ ବ୍ୟୁରୋ : ଆଜି ଦୁଇ ଦିନଆ ଭାରତ ଗସ୍ତରେ ଆସୁଛନ୍ତି ସାଉଦି ଆରବ ରାଜକୁମାର ମୋହମ୍ମଦ ବିନ୍ ସଲମାନ । ଭାରତରେ ଯେତେବେଳେ ଗୋଟିଏ ବଡ଼ ଧରରଣର ଆକ୍ରମଣ ହୋଇଛି, ସେହି ସମୟରେ ସାଉଦି ଆରବ ରାଜକୁମାରଙ୍କ ଗସ୍ତ ଖୁବ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାରଣ ଭାରତ ଆସିବା ପୂର୍ବରୁ ପାକିସ୍ତାନ…
Read More...

ପୁଣି ଫେରିଲା ପୁରୁଣା ସାଥୀ ! ମନ୍ତ୍ର ଫୁଙ୍କିଲେ ଶାହା, ମେଣ୍ଟ ପାଇଁ ମାନିଗଲା ଶିବସେନା । 

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ବିରୋଧୀଙ୍କୁ ମାତ୍ ଦେବା ପାଇଁ ବିଜେପିକୁ ମିଳିଲା ପୁରୁଣା ସାଥୀ । ସାଧାରଣ ନିର୍ବାଚନ ବୈତରଣୀ ପାର ହେବାପାଇଁ ବିଜେପିର ସାଥ୍ ଦେବ ଶିବସେନା । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ବିଜେପି ଓ ଶିବଶେନା ଶୀର୍ଷ…
Read More...

ଓଡ଼ିଶା କଂଗ୍ରେସ ଆପଣାଇଲା ଛତିଶଗଡ଼ ମଡେଲ ! ବିଭିନ୍ନ ବର୍ଗର ଲୋକଙ୍କ ମତାମତକୁ ନେଇ ଇସ୍ତାହାର ପ୍ରସ୍ତୁତ କରିବ ଦଳ ।

କନକ ବ୍ୟୁରୋ : ପଡୋଶୀ ଛତିଶଗଡ ମଡେଲକୁ ଆପଣାଇବ ରାଜ୍ୟ କଂଗ୍ରେସ । ଛତିଶଗଡରେ କଂଗ୍ରେସର ଅପ୍ରତ୍ୟାଶିତ ସଫଳତା ଦେଖିବା ପରେ ସେମାନଙ୍କ ମଡେଲକୁ ଓଡିଶାରେ ଲାଗୁ କରିବା ନେଇ ଚାଲିଛି ଜୋରଦାର କସରତ । ଛତିଶଗଡରୁ ନେତା ଆସିଛନ୍ତି ରାଜ୍ୟ କଂଗ୍ରେସ ନେତାଙ୍କୁ ଟ୍ରେନିଂ ଦେବା ପାଇଁ । ଛତିଶଗଡରୁ ଏକ…
Read More...

ମୋଦିଙ୍କ ‘କିଷାନ’କୁ ନବୀନ ସମାଲୋଚନା ! କହିଲେ, କେନ୍ଦ୍ର ଯୋଜନାରେ ନାହିଁ ଛୋଟ ଚାଷୀ, ଭାଗ ଚାଷୀ ଓ ଭୂମିହୀନର ଭାଗ,…

କନକ ବ୍ୟୁରୋ : କାଳିଆ ଯୋଜନାକୁ ପ୍ରଶଂସା, କେନ୍ଦ୍ର ସରକାରଙ୍କ କିଷାନ ଯୋଜନାକୁ ସମାଲୋଚନା । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଆଜି ପୁଣି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, କାଳିଆ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ…
Read More...

ରାଜନୀତିର ଭିନ୍ନ ରଙ୍ଗ ! ସହିଦ ଯବାନଙ୍କୁ ନେଇ ବୟାନବାଜି, ବିଜେପି-ବିଜେଡି ମୁହାଁମୁହିଁ ।

କନକ ବ୍ୟୁରୋ: ପୁଲୱାମା ସହିଦ ଯବାନଙ୍କୁ ନେଇ ରାଜନୀତି । ବିଜେଡି ନାଁରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ ଆଣିବା ପରେ ବିଜେଡିର କଡ଼ା ଜବାବ । ବିଜେପି ନେତ୍ରୀ ଲେଖାଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଆରୋପ ଲଗାଇ କହିଛନ୍ତି ଯେ, ପୁଲୱାମା…
Read More...

ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାହୁଲ ଗାନ୍ଧୀ । ଯେଉଁମାନେ ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କଲେ, ଆଜି ମୋଦିଙ୍କୁ ପ୍ରଶ୍ନ…

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରୁ ପ୍ରଥମ କରି ଦଳୀୟ ପତାକା ଲଗାଯାଇ ଏହାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଦଳର ସମସ୍ତେ କର୍ମୀ,…
Read More...