Browsing Category

ନ୍ୟୁଜ୍

ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । ବିଶ୍ୱର ବିଭିନ୍ନ ଦେଶରେ ଥିବା…

କନକ ବ୍ୟୁରୋ : ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । କାର୍ଯ୍ୟକ୍ରମରେ ବିଶ୍ୱର ୧୭୩ଟି ଦେଶରୁ ଅନେକ ଓଡ଼ିଆ ଜୁମ୍ ମିଟିଂ ମାଧ୍ୟମରେ ଯୋଡି ହୋଇଥିଲେ । ବିଶ୍ୱର ବିଭିନ୍ନ ଦେଶରେ ଯେତେ ଓଡ଼ିଆ ଅଛନ୍ତି ସେମାନଙ୍କୁ ଯୋଡିବା ସହ ସେମାନଙ୍କ ବିଭିନ୍ନ…
Read More...

କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ, ଛଟନୀ ଭଳି ଚାଷୀ ସମସ୍ୟାକୁ ନେଇ…

କନକ ବ୍ୟୁରୋ : ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ ଛଟନୀ ଭଳି ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ଜିଲ୍ଲାରେ ମିଲର ମାନେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ସେହିପରି କ୍ୱିଂଟାଲ ପିଛା ୫ରୁ ୮ କେଜି ଧାନ କଟନି, ଛଟନି ସହ ୨୫ କ୍ୱିଂଟାଲରୁ…
Read More...

ଦେଶରୁ ଦୂର ହେଉଛି ଦାରିଦ୍ର୍ୟ, ଓଡିଶାରୁ ୧ କୋଟି ଦାରିଦ୍ର୍ୟରୁ ହୋଇଛନ୍ତି ମୁକ୍ତ । ନୀତି ଆୟୋଗ ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ : ଗତ ୯ ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ରିପୋର୍ଟରୁ ଜଣାପଡ଼ିଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଏହି ସଫଳତା ମିଳିଛି । ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୨୦୦୫-୦୬ରେ ୬୩.୮୪ ପ୍ରତିଶତ ଲୋକ ବହୁମୁଖୀ…
Read More...

ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

କନକ ବ୍ୟୁରୋ : ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ମାଇନିଂ ଅଫିସରଙ୍କୁ କଲେ ଆକ୍ରମଣ । ବେଆଇନ ଖଣି ଖନନ ଉପରେ ଚଢାଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ ସଂଗବଦ୍ଧ ଆକ୍ରମଣ ହୋଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଗତକାଲି ବିଳମ୍ବିତ…
Read More...

ତାରା ପାଲଟିଲେ ଆନ୍ନ । ତେଲୁଗୁ ସୁପରଷ୍ଟାରଙ୍କ ସହ ମିଶି ଧୋତି ପନ୍ଧି ନାଚିଲେ ତାରା ।

କନକ ବ୍ୟୁରୋ : ଆନ୍ନା ପାଲଟିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଧୋତି ପିନ୍ଧି ତେଲଗୁ ସୁପରଷ୍ଟାରଙ୍କ ସହ ନାଚିଲେ ତାରା । ପୋଙ୍ଗଲ ଅବସରରେ ଜୟପୁର ନାରାୟଣୀ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ତେଲୁଗୁ କଳାକାର ଓ ଗାୟକ ସାମିଲ ହୋଇଥିଲେ । ଏହି…
Read More...

ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗିର ଖଇରଗୁରା ଓ କୁମୁରିଆ ଖଳାରେ ପଡିଲା ପଶୁବଳି

କନକ ବ୍ୟୁରୋ : ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆ ଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେଉଛି । ଆଦିବାସୀ ସମ୍ପ୍ରଦାୟ ତଥା ମାନସିକଧାରୀ ଶ୍ରଦ୍ଧାଳୁମାନେ ପଶୁବଳି ଦେଉଛନ୍ତି । ଯାତ୍ରା ପାଇଁ ଆଖପାଖ ଗାଁ ମାନଙ୍କରେ କୁଣିଆ…
Read More...

କଣାସ ବାଦୂରାବର ଗାଁରେ ହାତୀ ଆତଙ୍କ । ଚାଷ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ, ଖାଇଗଲେ ୨ଶହ ବସ୍ତା ଅମଳ ଧାନ

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକରେ ହାତୀ ଉପଦ୍ରବ । ରାତିରେ ଆସି ନଷ୍ଟ କରିଦେଲେ ଚାଷୀଙ୍କ ଫସଲ । କଣାସ ଗଡଖାରଦ ପଞ୍ଚାୟତର ବାଦୁରାବର ଗାଁରେ ୮ରୁ ଅଧିକ ହାତୀ ଆତଙ୍କ ଖେଳାଇଛି । ରାତିରେ ହାତୀପଲ ଜଗନ୍ନାଥ ରୋଡ ପାରି ହେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ହାତୀ ପଲ ଗୁଡିକ…
Read More...

ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର । ଜମି ଅଧିଗ୍ରହଣ ପାଇଁ ଅନୁମତି ଦେଲେ ବ୍ରିଟେନ ସରକାର

କନକ ବ୍ୟୁରୋ : ୟୁକେରେ ଥିବା ଭାରତୀୟ ମାନଙ୍କ ପାଇଁ ଖୁସିର ଖବର । ଲଣ୍ଡନରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପାଇଁ ବ୍ରିଟେନ ସରକାର ଜମି ଅଧିଗ୍ରହଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମିଳିଥବା ଜମିରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ଖୁବଶୀଘ୍ର ଭୂମି ପୂଜନ କରାଯିବା…
Read More...

ବରଗଡ଼ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ । ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ଯାତ୍ରା ନେଇ ହେବ ଦୃଶ୍ୟ ଅଭିନୟ

କନକ ବ୍ୟୁରୋ : ଆଜି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ରଙ୍ଗମହଲର ଉଦଘାଟନ କରିବେ ମହାରାଜ କଂସ । ସେପଟେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ ଓ ଯଶୋଦାଙ୍କ…
Read More...

ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଡିଜିସିଏ ପକ୍ଷରୁ…

କନକ ବ୍ୟୁରୋ : ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି । ଉତମ ଯୋଗାଯୋଗ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ଏସଓପି ଜାରି କରଯାଇଛି । ବିମାନ ଉଡାଣରେ…
Read More...