Browsing Category

ନ୍ୟୁଜ୍

ଗୁଜରାଟ ସାଧାରଣ ନିର୍ବାଚନ ପାଇଁ ବାଜିବ ବିଗୁଲ! ଆଜି ହୋଇପାରେ ତାରିଖ ଘୋଷଣା

କନକ ବ୍ୟରୋ: ଭାରତୀୟ ନିର୍ବାଚନ ଆୟୋଗ ଆଉ କିଛି ସମୟ ପରେ ପ୍ରେସମିଟ କରିବାର କାର୍ଯ୍ୟକ୍ରମ ରହିଛି । ଆଶାକରାଯାଉଛି ଯେ ଆୟୋଗ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ତେବେ ଆଶା କରାଯାଉଛି ଯେ ଗତଥର ଭଳି ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିଭଳି…
Read More...

ଧାମନଗର ଉପନିର୍ବାଚନ : ଧାଡିରେ ଠିଆ ହେଲେ, ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଭୋଟ ଦେଇଛନ୍ତି । ଭୋଟ କେନ୍ଦ୍ର ବାହାରେ ଧାଡ଼ିରେ ରହି ଭୋଟ ଦେଇଛନ୍ତି ବାବା ହରେକୃଷ୍ଣ । ତେବେ ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଭୋଟ ଦେଇ…
Read More...

ଭୋଟ ଦେଉଛି ଧାମନଗର : ସକାଳ ୯ଟା ସୁଦ୍ଧା ୧୦ ଦଶମିକ ୨୫ ପ୍ରତିଶତ ମତଦାନ

କନକ ବ୍ୟୁରୋ : ଭୋଟ ଦେଉଛି ଧାମନଗର । ସକାଳ ୯ଟା ସୁଦ୍ଧା ୧୦ ଦଶମିକ ୨୫ ପ୍ରତିଶତ ମତଦାନ । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ…
Read More...

ଧାମନଗର ଉପନିର୍ବାଚନ : ସୁଦଶା ବ୍ରତ କରି ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

କନକ ବ୍ୟୁରୋ : ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଘରୁ ସୁଦଶା ବ୍ରତ ପୂଜା ସାରିି ଗୁରୁଜନଙ୍କ ଠାରୁ ଆର୍ଶୀବାଦ ନେଇ ଭୋଟ ଦେବା ପାଇଁ ବାହାରିଥିଲେ ଅବନ୍ତୀ ଦାସ । କିଛି ସମର୍ଥକଙ୍କ ସହ ୭୮ ନମ୍ବର ବୁଥରେ ପହଞ୍ଚି ମତଦାନ କରିଛନ୍ତି ଅବନ୍ତୀ । ଧାମନଗରବାସୀଙ୍କ ମତଦାନକୁ ନେଇ ବେଶ…
Read More...

ବିଷ ବଳୟ ସାଜିଛି ଦିଲ୍ଲୀର ପ୍ରଦୂଷିତ ବାୟୁ : କମ ଗାଡି ବ୍ୟବହାର ଓ ୱାର୍କ ଫ୍ରମ ହୋମ କରିବାକୁ ଦିଲ୍ଲୀ ସରକାରଙ୍କ ଅପିଲ

କନକ ବ୍ୟୁରୋ : ବିଷ ବଳୟ ସାଜିଛି ଦିଲ୍ଲୀର ପ୍ରଦୂଷିତ ବାୟୁ । ଦୀପାବଳୀ ପରେ ଓ ଶୀତ ରୁତୁ ଆରମ୍ଭ ହେବା ପରେ ଏଠାକାର ସ୍ଥିତି ଦିନକୁ ଦିନ ବିଗୁଡୁଛି । ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର…
Read More...

ରାଜସ୍ଥାନ ରାଜ୍ୟ ରାଜନୀତିରେ ପୁଣି ଉଷ୍ମତାର ମାହୋଲ : ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାକୁ ନେଇ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ…

କନକ ବ୍ୟୁରୋ : ରାଜସ୍ଥାନରେ ପୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏଥର ଦଳୀୟ କନ୍ଦଳ ନୁହେଁ ବଂର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ନେଇ କଂଗ୍ରେସର ଏହିୁ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ହୋଇଛି । ନିକଟରେ ରାଜସ୍ଥାନର…
Read More...

ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ : ଧାମନଗର ଉପନିର୍ବାଚନ ପୂର୍ବରୁ ମୃତ୍ୟୁ ସୂଚନା

କନକ ବ୍ୟୁରୋ : ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ । ଧାମନଗର ଉପନିର୍ବାଚନ ପୂର୍ବରୁ ମୃତ୍ୟୁ ସୂଚନା । ୧୩୯ ନମ୍ବର ବୁଥର ପୋଲିଂ ଅଫିସର ନଟବର ମୁଣ୍ଡା । ଭଦ୍ରକ ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି । ଗତକାଲି ନଟବରଙ୍କ ଦେହ ଅସୁସ୍ଥ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ…
Read More...

ଆଡିଲେଡରେ ଟିମ୍ ଇଣ୍ଡିଆର ଦମଦାର ବିଜୟ : ସେମିଫାଇନାଲ ପାଇଁ ପାଦେ ଆଗେଇଲା ଭାରତ

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତର ଦମଦାର ବିଜୟ । ବୁଧବାର ‘କର ବା ମର’ ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇଛି ଟିମ୍ ଇଣ୍ଡିଆ । ବିଜୟ ସହ ସେମିଫାଇନାଲର ନିକଟତର ହୋଇଛି ଭାରତ । ଆଡିଲେଡରେ ଖେଳାଯାଇଥିବା ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୨୦…
Read More...

ଭୋଟ୍ ଆରମ୍ଭରୁ ଇଭିଏମ୍ ଅଚଳ : ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଭୋଟରଙ୍କ ମଧ୍ୟରେ ଅସନ୍ତୋଷ

କନକ ବ୍ୟୁରୋ : ଭୋଟ୍ ଦାନ ଆରମ୍ଭରୁ ଇଭିଏମ୍ ଅଚଳ । ୭୫ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି । ବୁଥରେ ମାତ୍ର ୧୬ ଜଣ ଭୋଟ୍ ଦେବା ପରେ ଇଭିଏମ୍ ଖରାପ ହୋଇଯାଇଥିଲା । ଏହା ପରେ ମତଦାତା ମାନେ ଭୋଟ୍ ଦେବା ପାଇଁ ଅପେକ୍ଷା କରି ରହିଥିଲେ । ଲମ୍ବା ଧାଡିରେ ଅନେକ ସମୟ ଠିଆ ହୋଇଥିବାରୁ ଭୋଟରଙ୍କ…
Read More...

ନିର୍ବାଚନର ଦିନକ ପୂର୍ବରୁ ଭାଇରାଲ ହେଉଛି ମିଛ ସର୍ଭେ ରିପୋର୍ଟ : ସର୍ଭେରେ ବିଜେଡି ଜିତିବା ନେଇ ଆକଳନ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ମିଛ ସର୍ଭେ ରିପୋର୍ଟ । ଯେଉଁଥିରେ ଦର୍ଶାଯାଇଛି, ବିଜେଡି ଧାମନଗରରେ ଜିତୁଛି । ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ ମାନଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି ବୋଲି ଏଥିରେ ଦର୍ଶାଯାଇଛି । ତେବେ କନକ…
Read More...