Browsing Category

ନ୍ୟୁଜ୍

ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। କୋରାପୁଟରେ ଟଙ୍କା ପାଇଁ ୭ କିଲୋମିଟର ଗୁରୁଣ୍ଡିଲେ ମହିଳା।

କନକ ବ୍ୟୁରୋ: ଭତ୍ତାର ଦୁଃଖ କାହାଣୀ । ରାଜ୍ୟର ବିଭିନ୍ନ କୋଣରୁ ଆସୁଛି ଭତ୍ତା ପାଇଁ କିପରି ଦହଗଂଜ ହେଉଛନ୍ତି ଗରିବ ଜନତା । କୋରାପୁଟ ଜିଲ୍ଲାରୁ ଆସିଛି ଭତା ଯନ୍ତ୍ରଣାର ଚିତ୍ର । ୫ଶହ ଭତା ଟଙ୍କା ପାଇଁ ୭ କିଲୋମିଟର ଯାତ୍ରା । ଭତା ଟଙ୍କା ଆଣିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ…
Read More...

ପଥର କଳାରେ ସୁନ୍ଦର ସୁନ୍ଦର କଳାକୃତି । ରାଧକୃଷ୍ଣ, ଗଣେଶ, ବୁଦ୍ଧ, ହନୁମାନ ଭଳି ବିଭିନ୍ନ ପ୍ରକାରର ଦେବାଦେବୀଙ୍କ…

କନକ ବ୍ୟୁରୋ : କୁହାଯାଏ ଗୋଟିଏ ଚିତ୍ର ଶହେଟି ଶଦ୍ଦର କଥାକୁଏ । କଳାକାରଙ୍କ ନିଖୁଣ କଳାରେ ପଥର ମୂର୍ତି ବି ଜୀବନ୍ତ ଦିଶିଥାଏ । ବିଶାଳକାୟ ପଥର ଖଣ୍ଡକୁ ସୁନ୍ଦର ସୁନ୍ଦର ମୂର୍ତ୍ତିର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ପଥର ଦେହରେ ନିହଣର ଠକ୍ ଠକ୍ ଶଦ୍ଦ ଆଉ…
Read More...

କଳାହାଣ୍ଡିରେ ସେଓ ଚାଷର ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଚାଷୀ କାଳେଶ୍ୱର କାଣ୍ଡ, ହିମାଚଳରୁ ନୂଆ ପ୍ରଜାତିର ଚାରା…

କନକ ବ୍ୟୁରୋ : କଳାହାଣ୍ଡି ମାଟିରେ ସବୁଜ ସେଓ ଚାଷର ନୂତନ ସମ୍ଭାବନା । ଧର୍ମଗଡ଼ ଅଂଚଳର ଚାଷୀ କାଳେଶ୍ୱର କାଣ୍ଡ ୟୁଟ୍ୟୁବରୁ ଚାଷ କରିବା ପ୍ରଣାଳି ବିଷୟରେ ଜ୍ଞାନ ଆହରଣ କରି ଏହି ଚାଷ କରିଛନ୍ତି । ସେ ତାଙ୍କ ବାଡ଼ିରେ ଏଚଆରଏମଏନ୍ ନାଇଂଟ ନାଇନ୍ ପ୍ରଜାତିର ସେଓ ଚାଷ କରିଛନ୍ତି । ଅନଲାଇନ୍ରେ…
Read More...

ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ଗ୍ରାଜୁଏଟ୍ ଫାର୍ମର ।  ୪ ଏକର ଜମିରେ ବାଇଗଣ, ଭେଣ୍ଡି, ଟମାଟୋ ଓ ସୂର୍ଯ୍ୟମୁଖୀ ଚାଷ କରି…

କନକ ବ୍ୟୁରୋ : ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ଗ୍ରାଜୁଏଟ୍ ଫାର୍ମର । ଯୁବଚାଷୀ ପ୍ରଦୀପ ପ୍ରାୟ ୪ଏକର ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି । ବିଶେଷକରି ୩ଏକର ଜମିରେ ସେ କେବଳ ବାଇଗଣ ଚାଷ କରିଛନ୍ତି । ଏଥିରୁ ପ୍ରତିଦିନ ପ୍ରାୟ ୧୫ କ୍ୱିଂଟାଲ ବାଇଗଣ ଅମଳ ହେଉଛି । ଏହାସହ ଭେଣ୍ଡି,…
Read More...

ରାୟଗଡ଼ାର ଖୁସି ଜେସୱାନି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାରର କେକ୍ । ଏହା ସହ ସ୍ଥାନୀୟ ମହିଳାଙ୍କୁ ଦେଉଛନ୍ତି…

କନକ ବ୍ୟୁରୋ : ସୁଆଦିଆ କେକ୍.. ଖାଇବାକୁ କାହାକୁ ବା ଭଲ ନଲାଗେ । ତେଣୁ ବାହାଘର ହେଉ କିମ୍ବା ଆନିଭର୍ସରୀ, ଜନ୍ମଦିନ ହେଉ କିମ୍ବା ଏନଗେଜମେଂଟ ସବୁ ଫଙ୍କସନ୍ରେ ସମସ୍ତଙ୍କର ପ୍ରଥମ ଆବଶ୍ୟକତା ପାଲଟିଛି କେକ୍ । ତେଣୁ ଲୋକଙ୍କ ଚାହିଦା ଓ ବ୍ୟବସାୟକୁ ନଜରରେ ରଖି ଏବେ ଏହି ବ୍ୟବସାୟକୁ ଅନେକ…
Read More...

ସାମ୍ନାକୁ ଆସିଲା ୪ ବାଇକ୍ ଲୁଟେରାଙ୍କ ୪୦ ଲୁଟର କାହାଣୀ। ଦିନରେ ସାଜୁଥିଲେ ଗାଡ଼ି ମେକାନିକ, ସଂଧ୍ୟାରେ ଲୁଟି ନେଉଥିଲେ…

କନକ ବ୍ୟୁରୋ: ପ୍ରଥମେ ରାଜଧାନୀର ରାସ୍ତାକଡେ ପାର୍କିଂ ପାଖରେ ବୁଲା ବୁଲି କରି ରେକି କରୁଥିଲେ । ସୁବିଧା ଦେଖି ଆଖି ପିଛୁଳାକେ ବାଇକ, ସ୍କୁଟି ଉଡାଇ ନେଉଥିଲେ । ଭୁବେନଶ୍ୱରର ଜନଗହଳି ପୂର୍ଣ୍ଣ ଅଂଚଳରୁ ବାଇକ ଲୁଟ କରି ଲୋକଙ୍କ ନିଦ ହଜାଇ ଦେଇଥିବା ଅନ୍ତରାଜ୍ୟ ବାଇକ ଲୁଟେରା ଦଳକୁ ବାନ୍ଧିଛି…
Read More...

ଗୋଟିଏ ସ୍ଥାନରେ ମିଳୁଛି ୫୧ ପ୍ରକାରର ପରଟା । ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ପରଟା, ଭାତ ରୁତି ଓ ତରକାରୀ ପ୍ରସ୍ତୁତ କରି…

କନକ ବ୍ୟୁରୋ : ମହିଳାଙ୍କୁ ପରିଚୟ ଦେଇଛି ପରଟା ସେଣ୍ଟର । ଗୋଟିଏ ସ୍ଥାନରେ ମିଳୁଛି ୫୧ ପ୍ରକାରର ପରଟା । ତା’ ପୁଣି କମ୍ ତେଲ ମସଲା ଓ ବିନା ପିଆଜ ରସୁଣରେ । ଭୁବନେଶ୍ୱର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ନିଜସ୍ୱ ଉଦ୍ୟମରେ ଏକ ଫାଷ୍ଟଫୁଡ଼ ଦୋକାନ କରି ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କ…
Read More...

ତୁଟିବ କି ମହାନଦୀ ବିବାଦ? ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

କନକ ବ୍ୟୁରୋ: ମହାନଦୀ ଜଳବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛି । ଦୁର୍ଗ ଜିଲ୍ଲାର କୁମ୍ଭାରୀ ଆନିକଟରେ ଟ୍ରିବ୍ୟୁନାଲ ଟିମ୍ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟରେ କୋରବା, ଜାଞ୍ଜଗିର ଚାମ୍ପା ଓ ବିଲାସପୁରର ବିଭିନ୍ନ ପ୍ରକଳ୍ପ…
Read More...

ପୋଷା କୁକୁରଙ୍କ ପାଇଁ ଆସିବ କଡା ନିୟମ। କାମୁଡ଼ିଲେ ସର୍ବାଧିକ ୧୦ହଜାର ଜରିମାନା!

କନକ ବ୍ୟୁରୋ: ଭୁବନେଶ୍ୱରରେ ବୁଲାକୁକୁରଙ୍କ ଆତଙ୍କ ବଢୁଛି, କିନ୍ତୁ ପୋଷାକୁକୁରଙ୍କ ପାଇଁ କଡା ନିୟମ ଆଣିବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ । ଏବେ ପେଷାକୁକୁରଙ୍କୁ ରଖିବା ପାଇଁ ବିଏମସି ଆଣିବାକୁ ଯାଉଛି ନୂଆ ନିୟମ । ନୂଆ ନିୟମ ଅନୁସାରେ, ପୋଷାକୁକୁର କାମୁଡିଲେ କୁକୁର ମାଲିକଙ୍କୁ ୧୦…
Read More...

ଗ୍ୟାସପୁରାର ବିଷାକ୍ତ ଗ୍ୟାସ ନେଲା ଜୀବନ। ଚାଲିଗଲା ୧୧ ଜୀବନ, ୧୦ରୁ ଅଧିକ ଅସୁସ୍ଥ।

କନକ ବ୍ୟୁରୋ: ସକାଳୁ ସକାଳୁ ପଞ୍ଜାବରେ ବଡ ଅଘଟଣ ଘଟିଥିଲା । କେହି କିଛି ବୁଝିବା ପୂର୍ବରୁ ବିଷାକ୍ତ ଗ୍ୟାସ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ପଞ୍ଜାବ ଲୁଧିଆନାର ଗ୍ୟାସପୁରା ଅଞ୍ଚଳରେ ଏକ ପୁରୁଣା କାରଖାନା ବନ୍ଦ ହୋଇ ପଡିଥିଲା । ଯେଉଁଠି ଏକ ବଡ ଗାତ ରହିଥିଲା । ଯେଉଁଥିରେ ବିଭିନ୍ନ…
Read More...