Browsing Category

ନ୍ୟୁଜ୍

ନବୀନଙ୍କ ପାଇଁ ନୂଆ ସଂକଟ, ଦଳରେ ଦେଖାଦେଇଛି ଜେନେରେସନ୍ ଯୁଦ୍ଧ

ରାଜ୍ୟ ରାଜନୀତି ଏବେ ସରଗରମ୍ ସବୁଠାରୁ ଚର୍ଚିତ ଖବର ପାଇଁ ।  ନବୀନଙ୍କ ପାଇଁ ନୂଆ ସଂକଟ , ବିଜେଡି ରାଜନୀତିରେ ଯାହା କେବେ ଘଟିନଥିଲା, ଏବେ ତାହା ଖୋଲାଖୋଲି ଦେଖିବାକୁ ମିଳୁଛି । ବରିଷ୍ଠ ବନାମ କନିଷ୍ଠ ଯୁଦ୍ଧ । ବିଜେଡିର ଜେନେରେସନ୍ ୱାର୍ । ବିଜେଡି ଭଳି ଶୃଙ୍ଖଳିତ ଦଳ ଭିତରେ ଚାଲିଛି କଣ…
Read More...

ବଢୁଛି ସଂଜୟଙ୍କ ଅଡୁଆ,ମୁହଁ ଖୋଲିଲେ ୨ ସାଂସଦ

ବଢୁଛି ସଂଜୟଙ୍କ ଅଡୁଆ । ପାଜେରୋ ପ୍ରସଙ୍ଗରେ ପୁଣି ନୈତିକତାର ପ୍ରଶ୍ନ ଉଠାଇଲେ ବିଜେଡି ସାସଂଦ । ସାସଂଦ ବୈଷ୍ଣବ ପରିଡା କହିଲେ ବ୍ୟବସାୟ କରିବାକୁ ଯୁବ ନେତା ମାନେ ରାଜନୀତିକୁ ଆସୁଛନ୍ତି । ତେବେ ଇସ୍ତଫା ପ୍ରସଙ୍ଗରେ ସଂଜୟ ନିଜେ ବିଚାର କରିବାର ଆବଶ୍ୟକତା ରହିଛି । ସେପଟେ ସାଂସଦ ଲଡୁକିଶୋର…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉତେଜନା : ବାର୍ଷିକ ଉତ୍ସବ ଆୟୋଜନ ସ୍ଥାନକୁ ଛାତ୍ର ସଂସଦ ଓ ବିଶ୍ୱବିଦ୍ୟାଳୟ କତୃପକ୍ଷ…

କଟକ : ରଭେନ୍ସାରେ ଉଜେତନା । ବାର୍ଷିକ ଉତ୍ସବ ଆୟୋଜନର ସ୍ଥାନକୁ ନେଇ ଛାତ୍ର ସଂସଦ ଓ ବିଶ୍ୱବିଦ୍ୟାଳୟର କତୃପକ୍ଷ ମୁହାଁମୁହିଁ ହୋଇଛନ୍ତି ।  କ୍ୟାମ୍ପସ ପରିସରରେ ଥିବା ଲନ୍ରେ ଛାତ୍ର ସଂସଦ ପକ୍ଷରୁ ଆଜି ବାର୍ଷିକ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟ କତୃପକ୍ଷ…
Read More...

ମାରିକଙ୍କ ରାଜନୀତି ପ୍ରବେଶକୁ ନେଇ ପ୍ରତିକ୍ରିୟା ରଖିଲେ ଅନାଦି

ପୁଣି ଚର୍ଚ୍ଚାକୁ ଆସିଲା ମାରିକ-ଅନାଦି ବିବାଦ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ ଯୋଗ ଦେଉଥିବାନେଇ ସୂଚନା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନାଦି ସାହୁ ସେ କହିଛନ୍ତି ମାରିକ ଝାଡଖଣ୍ଡ ଚାଲିଗଲେ ଓଡିଶା ମାରିକ ମୁକ୍ତ ହେବ । ଏପରିକି ଡି-ବ୍ରଦର୍ସ…
Read More...

ଭିଜିଲାନ୍ସ ଜାଲରେ ବଡତରା ପିଏଚସି ଫାର୍ମାସିଷ୍ଟ

କଲ୍ୟାଣିସିଂହପୁର ବଡ଼ତରାର ପିଏଚ୍ସି ଫାର୍ମାସିଷ୍ଟ୍ ଆଶୋକ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଉଛି । ଅଶୋକଙ୍କ ୨ଟି ଘର ସମେତ ୩ଟି ସ୍ଥାନରେ ଚଢାଉ ହୋଇଛି । କଲ୍ୟାଣସିଂହପୁର ଓ ରାୟଗଡା ଘରେ ମଧ୍ୟ ଛାପା ମାରିଛି…
Read More...

ମୁଖ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ ଖୋଲିବ ଆଉ ୪୫ଟି ଫାୟାର ଷ୍ଟେସନ

ରାଜ୍ୟରେ ଆଉ ୪୫ଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ଫଳରେ ଅଗ୍ନିଶମ ସେବା ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହୋଇପାରିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଅଗ୍ନିଶମ ସପ୍ତାହର ଉଦଯାପନୀ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି । ସେହିଭଳି ରାଜ୍ୟର…
Read More...

ମାଓବାଦୀଙ୍କ ବର୍ବରତା, ପୁଲିସ୍ ଇନଫର୍ମର ସନେ୍ଦହରେ ଘରୁ ଡାକି ଆଣି ଛାତ୍ରଙ୍କୁ ହତ୍ୟା

ନୂଆପଡା : ନୂଆପଡାରେ ସ୍ଥିତି ଜାହିର କଲେ ମାଓବାଦୀ । ଜଣଙ୍କୁ ଘରୁ ଡାକି ଆଣି ହତ୍ୟା କଲେ ନକ୍ସଲ । ପୁଲିସ ଇନଫର୍ମର ସନେ୍ଦହରେ ଧୋବଘାଟର ଗଜପତି ମାଝୀଙ୍କୁ ପାଟପଦର ଜଙ୍ଗଲରେ ମାଓବାଦୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ୧୭ ତାରିଖ ଦିନ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ ।…
Read More...

ଖରା ତାତିକୁ ଦେଖି ସରକାର ସତର୍କ,ଆସନ୍ତା ୨୬ ଯାଏଁ ଘୁଚିଂଲା ସ୍କୁଲ ଛୁଟି

ଘୁଚିଂଲା ସ୍କୁଲ ଛୁଟି । ଆସନ୍ତା ୨୬ ଯାଏର୍ଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ପୂର୍ବରୁ ଖରା ତାତିକୁ ଦୃଷ୍ଟିରେ ରଖି ୨୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା…
Read More...

ପୁରୀରେ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ବିବାଦ: ସିପସରୁବାଲିରେ ଇସ୍କନ ଜମିର ମାପଚୁପ କଲେ ରାଜସ୍ୱ ନିରୀକ୍ଷକ

ପୁରୀ: ପୁରୀରେ ଇସ୍କନର ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ । ସିପସରୁବାଲିରେ ଇସ୍କନ ଜମିର ମାପଚୁପ କଲେ ରାଜସ୍ୱ ନିରୀକ୍ଷକ । ହାଇକୋର୍ଟରେ ମାମଲା ବିଚାରଧୀନ ଥିବା ବେଳ ଇସ୍କନ କର୍ତୃପକ୍ଷ ଜମି ଉପରେ ପାଚେରୀ ନିର୍ମାଣ କରିଛନ୍ତି । ଏହାକୁ ନେଇ ବିବାଦ ଦେଖାଦେଇଛି । ଏନେଇ ୩ ଦିନ…
Read More...

ଆଉ ଜଣେ ଜଳଦୂତ ଢେଙ୍କାନାଳର ବିଭୁ ରଥ

ଶଗଡରେ ବୁହାଯାଉଛି ପାଣି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି  ଢେଙ୍କାନାଳ ର ଗଦାଶିଳା ଗାଁରେ । ଜିଲ୍ଲାର ସମସ୍ତ ବ୍ଲକରେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଜଳଦୂତ ସାଜିଛନ୍ତି ଗଦାଶିଳା ଗାଁର ବିଭୁ ରଥ । ପାଣି ଟୋପେ ପାଇଁ ଲୋକଙ୍କୁ ଆଉ ଚାଲିଚାଲି ଯିବାକୁ ପଡିବନି ମାଇଲ ମାଇଲ…
Read More...