Browsing Category

ନ୍ୟୁଜ୍

ଆଗେ ଅଭିନେତା ପଛରେ ନେତା!

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ ପ୍ରଥମେ ନେତା ନା ଅଭିନେତା । ଲୋକପ୍ରତିନିଧିଙ୍କ ପ୍ରଥମ କାମ କଣ । ସାଧାରଣ ଲୋକଙ୍କ ସମସ୍ୟା ନା ମନୋରଂଜନ । ଏ ପ୍ରଶ୍ନ ଅଭିନେତାରୁ ନେତା ପାଲଟିଥିବା ଅକାଶ ଦାସନାୟକଙ୍କ ପାଇଁ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ସାଧାରଣ ଲୋକଙ୍କ…
Read More...

ଜମି ବିକ ଟଙ୍କା ଫେରାଅ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ସାଇ ପ୍ରଗତି ଚିଟଫଣ୍ଡ ଠକେଇ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ । ସଂସ୍ଥାର ସଂପତି ନିଲାମ ମାଧ୍ୟମରେ ବିକ୍ରି କରି ଜମାକାରୀଙ୍କୁ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଲେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । ଏନେଇ କମ୍ପାନୀର ଅଥରୋଟି ପଦକ୍ଷେପ ନେବାକୁ…
Read More...

ଭୋଟ୍ ଫର ମାରିକ୍

ଝାଡଖଣ୍ଡ : ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକଙ୍କ ଆଜି ରାଜନୈତିକ ଭାଗ୍ୟ ପରୀକ୍ଷା । ପ୍ରଶାସନିକ ସେବାରୁ ଅବ୍ୟାହତି ନେବା ପରେ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ସଂଜୀବ ମାରିକ । ଝାଡଖଣ୍ଡ ଗୋଡା ଆସନରୁ ଉପନିର୍ବାଚନ ଲଢୁଛନ୍ତି ମାରିକ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା- ଜେଏମଏମ…
Read More...

ଜଗମୋହନର ସ୍ଥିତି କୁ ନେଇ ଗଜପତିଙ୍କ ଅଭିମାନ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ । କହିଲେ ମରାମତି କାମ ଖୁବଶୀଘ୍ର ତ୍ୱରାନିତ କରାଯାଉ । ଏହି କାମ ତରବରିଆ ଭାବେ ନକରି ଭଲଭାବରେ ଓ ବୈଜ୍ଞାନିକଙ୍କ ମତ ନେଇ ଦୀର୍ଘସ୍ଥାୟୀ କାମ କରାଯାଉ । ଦିଲ୍ଲୀରେ ରହି…
Read More...

ବିଜେଡି ଟାର୍ଗେଟରେ ମୋଦି ସରକାର : ଚାଉଳ ପରେ ମରୁଡି ସହାୟତାକୁ ନେଇ ଆନ୍ଦୋଳନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ମରୁଡି ସହାୟତା ପ୍ରଦାନରେ କେନ୍ଦ୍ର ସରକାର ଅହେତୁକ ବିଳମ୍ବ କରିଥିବା ଅଭିଯୋଗ କରି ରାଜଭବନ ନିକଟ ସ୍ପେଶାଲ ସର୍କିଟ ହାଉସ୍ ସାମ୍ନାରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି । ବିଭିନ୍ନ…
Read More...

ବଢିଲା ହାଇଟେକ୍ ସିଏମଡି ତିରୁପତୀ ପାଣିଗ୍ରାହୀଙ୍କ ଅଡୁଆ : ଯୋଡିହେଲା ଅଭିଯୋଗର ନୂଆ ଫର୍ଦ୍ଦ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ବଢିଲା ହାଇଟେକ୍ ସିଏମଡି ତିରୁପତୀ ପାଣିଗ୍ରାହୀଙ୍କ ଅଡୁଆ । ସୁପ୍ରିମକୋର୍ଟଙ୍କ ସର୍ତ ମୁତାବକ ସମସ୍ତ ଟଙ୍କା ପଇଠ କରି ଜାମିନ ବଳବତର ରଖିଥିବା ତିରୁପତି ପାଣିଗ୍ରାହୀଙ୍କ ନାଁରେ ଯୋଡି ହୋଇଛି ଅଭିଯୋଗର ନୂଆ ଫର୍ଦ୍ଦ । ଲୋକଙ୍କ ଠାରୁ ଟଙ୍କା ନେଇ ଜମି ଓ ଘର…
Read More...

ରାଜନୀତିରେ ଜଗନ୍ନାଥ

ଦିଲ୍ଲୀ ବ୍ୟୁରୋ,କନକ ନ୍ୟୁଜ୍ : ଜଗମୋହନ ମରାମତି ପ୍ରସଙ୍ଗରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ବସିଥିବା ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ଏଏସଆଇ ଡିଜି ଓ ସଂସ୍କୃତି ମନ୍ତ୍ରାଳୟର ଅଧିକାରୀ ଯୋଗ…
Read More...

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ : ଅଚଳାବସ୍ଥାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବି ବିଧାନସଭା ଅଧିବେଶନ ଠପ୍ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିବା ଏସଟିଏସିବିଧାୟକଙ୍କ ହଟ୍ଟଗୋଳ  ଯୋଗୁଁ ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କାଯାଇଛି । ସେପଟେ ଏନେଇ…
Read More...

ଜାମିନ୍ ଖାରଜ ହେବାପରେ ଜେଲ ଗଲେ ୧୫ କୃଷକ ନେତା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜାମିନ୍ ଖାରଜ ହେବାପରେ ଜେଲ ଗଲେ ୧୫ କୃଷକ ନେତା । ନବନିର୍ମାଣ କୃଷକ ସଂଗଠନର ୧୫ ଜଣ ନେତାଙ୍କୁ ରାତି ଅଧିଆ ଘରୁ ଉଠାଇନେଇଥିଲା ପୁଲିସ । ତେବେ ଆଜି ସକାଳୁ ତରବରିଆଭାବେ କୋର୍ଟ ଚାଲାଣ କରି ଏମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । କଟକ, ଢେଙ୍କାନାଳ,…
Read More...

ଚିକିତ୍ସା ଅଭାବରୁ ୧୦ ମାସ ଶିଶୁର ମୃତ୍ୟୁ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସା ଅଭାବରୁ ୧୦ ମାସର ଶିଶୁର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ଚିକିତ୍ସାଳୟରେ ଉତେଜନା ପ୍ରକାଶ ପାଇଛି । ଲଇକେରା ଥାନା ଅର୍ନ୍ତଗତ ମାଲଡେରା ଗ୍ରାମର ଫକୀର ପରୁଆଙ୍କର ଶିଶୁ କନ୍ୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
Read More...