Browsing Category

ନ୍ୟୁଜ୍

ନବୀନଙ୍କୁ ଜଗମୋହନ ଚିନ୍ତା : ୪ ଦିନ ମଧ୍ୟରେ ଆରମ୍ଭ ହେବ ମରାମତି

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ରାତିରେ ପ୍ରଧାନମନ୍ତ୍ରୀ ସହ ଟେଲିଫୋନ୍ ଯୋଗେ କଥାବାର୍ତା ହେବା ପରେ ପୁରା ପ୍ଲାଟୁନ୍ ସହ ଆଜି ମୁଖ୍ୟମନ୍ତ୍ରୀ ପହଂଚିଥିଲେ ପୁରୀରେ । ଜଗମୋହନର ସ୍ଥିତିକୁ ଅନୁଧ୍ୟାନ କରିବା ସହ ସେବାୟତଙ୍କ ସହ ଆଲୋଚନା କରିବାପରେ ତୁରନ୍ତ ମରାମତିର ପ୍ରତିଶୃତି ଦେଇଛନ୍ତି ।…
Read More...

ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିରୁ ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର:ଏପିଜେ  ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିରୁ ଆଜି ପୃଥ୍ୱୀ-୨ର ବ୍ୟବହାରିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ୩ ନମ୍ବର ଲଂଚ ପ୍ୟାଡରୁ ଏହି ଉତକ୍ଷେପଣ ହୋଇଛି । ସକାଳ ୯ଟା ୪୦ ସମୟରେ ହୋଇଛି ଏହି ମଧ୍ୟମ ଦୂରଗାମୀ ପରୀକ୍ଷଣ । ୧୯୯୪ରୁ ସ୍ଥଳସେନାରେ ସାମିଲ ହୋଇଛି ପୃଥ୍ୱୀ-୨ ।
Read More...

ରସଗୋଲା ଓଡିଶାର : ମିଳିଲା ପ୍ରମାଣ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରସଗୋଲା ଓଡିଶାର । ପଂଚଶଖା ଯୁଗର କାଳଜୟୀ ସୃଷ୍ଟିରୁ ମିଳିଲା ପ୍ରମାଣ । ଦାଣ୍ଡି ରାମାୟଣରେ ରସଗୋଲା ଶବ୍ଦର ଉଲ୍ଲେଖ ଥିବା ଦାବି କରିଛନ୍ତି ବିିଶେଷଜ୍ଞ । ରସଗୋଲାର ପ୍ରମାଣ ଖୋଜିବାରେ ସରକାର ହାତ ଟେକି ଦେଇଥିବା ବେଳେ ବିଶେଷଜ୍ଞଙ୍କ ଏହି ତଥ୍ୟ ସଂଗ୍ରହ,…
Read More...

ସୋସିଆଲ ମିଡିଆରେ ଶୋଷିତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜଣେ ବଡ ଠକଙ୍କୁ ମୁକାବିଲା କରିବା ପାଇଁ ସୋସିଆଲ୍ ମିଡିଆରେ ଏକାଠି ହେଲେ ଠକାମୀର ଶିକାର ହୋଇଥିବା ଲୋକ । ସମସ୍ତେ ନିଜ ନିଜର ଅନୁଭବ ସେୟାର କରିଥିଲେ । ଏହାପରେ ଏକାଠି ହୋଇ ଆରମ୍ଭ କରିଥିଲେ ଯୁଦ୍ଧ । ଆଉ ତାପରେ ଧରାପଡିଲେ ସ୍ପ୍ରିଂ ସିଟି ସ୍କାମର ମାଷ୍ଟର…
Read More...

ଜଗମୋହନ ମରାମତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ନବୀନ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନର ଶୀଘ୍ର ମରାମତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗମୋହନ ମରାମତି ପ୍ରସଙ୍ଗକୁ ଗମ୍ଭୀର ଭାବେ ନେବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଜଗମୋହନର ଶୀଘ୍ର ମରାମତି…
Read More...

ମାସେ ପୁରିନି ବନ୍ଦ ହୋଇଗଲା ୱାଇଫାଇ : ପାଠ ବଦଳରେ ପିଲା ଦେଖିଲେ ପର୍ଣ୍ଣ

ବ୍ରହ୍ମପୁର ବ୍ୟୁରୋ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ସାଂଘାତିକ ତ ନୁହେଁ ଲଜ୍ଜାଜନକ କଥା । ରିସର୍ଚ୍ଚ ପାଇଁ ୟୁଜିସି ଯୋଗାଇଥିବା ୱାଇଫାଇ ସେବା ସପ୍ତାହକ ଭିତରେ ବନ୍ଦ କରି ଦେଇଛି । ନାକ୍ ଟିମ୍ ପରିଦର୍ଶନ କରି ଆସିବ ବୋଲି ତରବରିଆ ଭାବେ ଯୁଜିସି ଦେଇଥିବା ୨୫…
Read More...

କାନ୍ଥ ଭିତରେ କଳାଧନ

ବଲାଙ୍ଗୀର : କୋଟିପତି ଫରେଷ୍ଟର । ଏମିତି ଏକ ସରକାରୀ ବାବୁଙ୍କ କୁବେର ସମ୍ପତି ଉପରେ ରେଡ୍ କରିଛି ଭିଜିଲାନ୍ସ । ଜବତ କରିଛି ଦେଢକୋଟିରୁ ଅଧିକ ଟଙ୍କାର ଆୟବହିର୍ଭୁତ ସମ୍ପତି । ତେବେ ଫରେଷ୍ଟର ବାବୁ ଜଣକ ତାଙ୍କ ଟଙ୍କା, ସୁନା କେଉଁଠାରେ ଲୁଚାଇ ରଖିଥିଲେ ଜାଣିଲେ ଆଶ୍ଚଯ୍ୟ ଲାଗିବ । କାନ୍ଥ…
Read More...

ଜୋର ଧରିଲା ଜଗମୋହନ ରାଜନୀତି : ବିଜେପି କହିଲା ଚିଠିରେ ସୀମିତ ରହିଛନ୍ତି ନବୀନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ମୋଦି ସରକାର ଉପରେ ଅଙ୍ଗୁଳି ଉଠାଇଲେ ରାଜ୍ୟ ସରକାର । ଆଉ ପ୍ରସଙ୍ଗ ହେଉଛି ଜଗମୋହନ ମରାମତିର । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ କହିବା ଅନୁସାରେ, ଜଗମୋହନକୁ ସୁରକ୍ଷା ନ ମିଳିଲେ, ଉତ୍ତରଦାୟୀ କରିବ ଆଗମୀ ପୀଢି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଚିଠି…
Read More...

ରାଜ୍ୟ ସରକାରଙ୍କ ଗ୍ରୀନ୍ ପାସେଜ ଯୋଜନା : ମାଗଣାରେ ଉଚ୍ଚଶିକ୍ଷା ପାଇପାରିବେ ଅନାଥ ଛାତ୍ରଛାତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅନାଥ ଛାତ୍ରଛାତ୍ରୀମାନେ ମାଗଣାରେ ଉଚ୍ଚ ଶିକ୍ଷା ପାଇପାରିବେ । ଏଣିକି ରାଜ୍ୟ ସରକାରଙ୍କ ଗ୍ରୀନ୍ ପାସେଜର ଯୋଜନାରେ ଅନାଥ ଛାତ୍ରଛାତ୍ରୀଙ୍କ ସମସ୍ତ ଫି ଛାଡ କରାଯିବ । ଆଜି ଏହି ଯୋଜନାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ଅନଲାଇନ୍ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ୍ : ଝାଡଖଣ୍ଡରୁ ୩ ସଦସ୍ୟ ଗିରଫ

ଝାଡଖଣ୍ଡ : ପ୍ରଥମେ ଅଜଣା ନମ୍ବରରୁ ଫୋନ୍ ଆସିବ ଓ ତା ପରେ ବ୍ୟାଙ୍କ୍ ଆକାଉଂଟର ତଥ୍ୟ ମାଗି ଲୁଟି ନେବେ ସବୁ ଟଙ୍କା । ଏପରି ଧନ୍ଦା ଚଳାଉଥିବା ଗ୍ରୁପର ୩ ଜଣ ସଦସ୍ୟଙ୍କୁ ଧରିଛି କମିଶନରେଟ ପୁଲିସ୍ । କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ଏମାନଙ୍କୁ ଝାଡଖଣ୍ଡରୁ ଗିରଫ କରିଛି । ଗିରଫ…
Read More...