Browsing Category

ନ୍ୟୁଜ୍

ରକ୍ତ ସଂପର୍କରେ ପଡିଲା ରକ୍ତ ଛିଟା : ସଂପତି ଭାଗକୁ ନେଇ ବଲାଙ୍ଗିରରେ ଭାଇ ଓ ବାପାକୁ ଟାଙ୍ଗିଆରେ ହାଣିଲା ସାନ ପୁଅ

ବଲାଙ୍ଗିରର : ବଲାଙ୍ଗିରର କିଲର ସନ । ପୁଅ ମାରିଦେଲା ବାପାଙ୍କୁ । ରକ୍ତର ଭାଇକୁ ବି ଛାଡିଲାନି ରକ୍ତମୁଖା ଭାଇ । ସୁନାର କ୍ଷେତରେ ରକ୍ତର ବନ୍ୟା । ସାନପୁଅର ଟାଙ୍ଗିଆ ମାଡରେ ଚିତ୍ ପଡିଥିଲେ ବାପା ଓ ମଝିଆ ଭାଇ ବି ରକ୍ତ ଜୁଡୁବୁଡୁ । ପରିବାର ଓ ସଂପର୍କୀୟଙ୍କ କାନ୍ଦବୋବାଳି । ଏ କିଲର ସନ୍…
Read More...

ଚର୍ଚ୍ଚାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ : ଛାତରୁ ପଲସ୍ତରା ଖସିଥିବା ବେଳେ ଅଳ୍ପକେ ବର୍ତିଛି ନବଜାତ ଶିଶୁ ଓ ମା

ବ୍ରହ୍ମପୁର : ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । କେତେ ବେଳେ ଶିଶୁ ବଦଳ ତ କେତେବେଳେ ଚିକିତ୍ସାରେ ଅବହେଳା ହେଉଥିବା ଭଳି ଘଟଣାରେ ବିବାଦ ଭିତରକୁ ଆସୁଥିବା ଏହି ବଡ ଡାକ୍ତରଖାନାରେ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି । ପ୍ରସୁତି ବିଭାଗର ୱାର୍ଡର ଛାତରୁ ପଲସ୍ତରା ଖସିଥିବା…
Read More...

ମହାନଦୀରେ ବ୍ୟାରେଜ ନିର୍ମାଣ ବିବାଦ ପ୍ରସଙ୍ଗ : ୨ ବରିଷ୍ଠ ଯନ୍ତ୍ରୀଙ୍କ ଛତିଶଗଡ ଗସ୍ତ ସ୍ଥଗିତ

ସମ୍ବଲପୁର : ମହାନଦୀରେ ବ୍ୟାରେଜ ନିର୍ମାଣ ବିବାଦ ପ୍ରସଙ୍ଗ । ୨ ବରିଷ୍ଠ ଯନ୍ତ୍ରୀଙ୍କ ଛତିଶଗଡ ଗସ୍ତ ସ୍ଥଗିତ , କାରଣ ଅସ୍ପଷ୍ଟ । ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ଛତିଶଗଡ ଗସ୍ତ ଯୋଜନା ଥିଲା । ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷଙ୍କ ସୂଚନା ।
Read More...

ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ଆଉ ଜଣେ ସେବାୟତ ହେଲେ ଗିରଫ

ପୁରୀ : ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ଆଉ ଜଣେ ସେବାୟତ ହେଲେ ଗିରଫ । ସେବାୟତ ସଂଜୟ ଖୁଂଟିଆଙ୍କୁ ଗିରଫ କଲା ସିଂହଦ୍ୱାର ପୁଲିସ । ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ୩ ସେବାୟତ ଗିରଫ ହୋଇଥିଲେ ।
Read More...

ଡେରିରେ ପଶିଲା ଚେତା : ବିକାଶର ଅପହଂଚରେ ଥିବା ନଗଡାକୁ ଆରମ୍ଭ ହୋଇଛି ରାସ୍ତା କାମ

ନଗଡା : ଡେରିରେ ପଶିଲା ଚେତା । ବିକାଶର ଅପହଂଚରେ ଥିବା ଯାଜପୁର ନଗଡାକୁ ଆରମ୍ଭ ହୋଇଛି ରାସ୍ତା କାମ । ଅଶୋକଝରଠାରୁ ନଗଡା ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇଛି । ନଗଡାବାସୀଙ୍କୁ ରିଲିଫ ବଂଟନ କରାଯାଇଥିବା ଜଣାପଡିଛି । ସେପଟେ ଶିଶୁ ମଡକ ଘଟଣା ପ୍ରସଂଗରେ ସମୀକ୍ଷା ପାଇଁ କେନ୍ଦ୍ରାଂଚଳ…
Read More...

କନ୍ଧମାଳ ଗୁଳିକାଣ୍ଡ ଘଟଣା : ଏଆଇସିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ପ୍ରେସମିଟ ,କହିଲେ ଗୁଳିକାଣ୍ଡ ବେଳେ ଅନ୍ଧାର ନଥିଲା

କନକ ବ୍ୟୁରୋ : ଗୁମୁଡୁମାହାରେ ଏଆଇସିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ ସାରି ଫେରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୋଲିସ ଜାଣୁଶୁଣି ଏହି ହତ୍ୟାକାଣ୍ଡ ଭିଆଇଥିବା କଂଗ୍ରେସର କେନ୍ଦ୍ରୀୟ ଟିମ୍ ଅଭିଯୋଗ କରିଛି । ଘଟଣାଦିନ ଏକପାଖିଆ ଗୁଳି ଚାଳନା କରାଯାଇଥିଲା ।…
Read More...

ମହାନଦୀରେ ଛତିଶଗଡ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : କାଲି ଛତିଶଗଡ ଯିବେ ହୀରାକୁଦ ଡ୍ୟାମର ୩ ବରିଷ୍ଠ ଅଧିକାରୀ

କନକ ବ୍ୟୁରୋ : ମହାନଦୀରେ ଛତିଗଡ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ । ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ହୀରାକୁଦ ଡ୍ୟାମର ୩ ଜଣ ବରିଷ୍ଠ ଅଧିକାରୀ ଛତିଶଗଡ ଗସ୍ତ କରିବେ । ଡକ୍ଟର ରମଣ ସିଂହ ସରକାରର ଜଳସମ୍ପଦ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ମହାନଦୀ ଓ ଏହାର…
Read More...

ପ୍ରଦୀପ ମାଝୀ ପରିବାରର ସି-ସୋର ଲିଙ୍କ ପ୍ରସଙ୍ଗ : ବାପା ଭଗବାନ ମାଝୀ କହିଲେ, ସି-ସୋର ମକା ଫ୍ୟାକ୍ଟ୍ରି ସହ ହୋଇଥିଲା…

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ପରିବାରର ଚିଟଫଣ୍ଡ ସଂସ୍ଥା ସି-ସୋର ସହ ସଂପୃକ୍ତି ଅଭିଯୋଗ । ଏଭଳି ଅଭିଯୋଗ ଆସିବା ପରେ ସଫେଇ ରଖିଛନ୍ତି ପ୍ରଦୀପଙ୍କ ବାପା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ । କହିଛନ୍ତି ସି-ସୋର…
Read More...

ବିଚାରପତିଙ୍କ ଆଗରେ ହାଜର ହେଲେ ଆଇପିଏସ୍ ଜୟଦୀପ ନାୟକ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଦୁର୍ନୀତି ଅଭିଯୋଗରେ ବନ୍ଧା ହୋଇଥିବା ଆଇପିଏସ୍ ଅଫିସର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ବିଚାରପତିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କୁ ଟ୍ରାଂଜିଟ୍ ରିମାଣ୍ଡରେ ଆଣାଯାଇଛି ।…
Read More...

ଗିରଫ ପରେ ଭୁବନେଶ୍ୱରରେ ପହଂଚିଲେ ଆଇପିଏସ୍ ଜୟଦୀପ ନାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗିରଫ ପରେ ଭୁବନେଶ୍ୱରରେ ପହଂଚିଲେ ମହାଦୁର୍ନୀତିର ମହାନାୟକ । ବରିଷ୍ଠ ଆଇପିଏସ୍ ଅଧିକାରୀ ଜୟଦୀପ ନାୟକଙ୍କୁ ଗାଜିଆବାଦରୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ୮୮ ଲକ୍ଷ ଟଙ୍କାର କମ୍ପ୍ୟୁଟର ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ଜୟଦୀପ । ୪ ଦିନ ରିମାଣ୍ଡରେ…
Read More...