Browsing Category

ନ୍ୟୁଜ୍

ମହାନଦୀ ପାଣିକୁ ନେଇ ତେଜିଲା କଳି : ପ୍ରଥମ ଥର ଲାଗି ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ କଡ଼ା ଜବାବ ଦେବା ସହ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ୨ ସେବାୟତଙ୍କୁ ଗିରଫ କଲା ସିଂହଦ୍ୱାର ଥାନା ପୁଲିସ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବୃନ୍ଦାବନ ପୂଜାପଣ୍ଡା ଓ ସୂର୍ଯ୍ୟନାରାୟଣ ପୂଜାପଣ୍ଡା ୨ ସେବାୟତଙ୍କୁ ଗିରଫକଲା ସିଂହଦ୍ୱାର ଥାନା ପୁଲିସ । ପୂର୍ବରୁ ୪ ସେବାୟତ ଗିରଫ ହୋଇଥିଲେ ।
Read More...

ନାବାଳିକା କାଷ୍ଟିଂ କାଉଚ୍ ଅଭିଯୋଗ ମାମଲା : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପପୁ ପମପମ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନାବାଳିକାଙ୍କୁ କାଷ୍ଟିଂ କାଉଚ ମାମଲାରେ ହାଇକୋର୍ଟ ଗଲେ ପପୁ। ଅଭିନୟର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁୁ ଯୈାନ ଶୋଷଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭିନେତା ପପୁ ପମପମ । ତେଣୁ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ପପୁ । ପୂର୍ବରୁ ଗତ ୧୧…
Read More...

ବାଘ ଖୋଜାରେ କଟିଲା ରାତି : ବାଲିପାଟଣାବାସୀଙ୍କ ସହ ସାମିଲ ହେଲା କନକ ନ୍ୟୁଜ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନିକଟ ମୁକୁନ୍ଦଦାସପୁର ଓ ଏହାର ଆଖପାଖ ୪-୬ ଖଣ୍ଡ ଗାଁରେ ଗତ ଶନିବାର ଠାରୁ ନିଦ ନାହିଁ ଲୋକଙ୍କ ଆଖିରେ । ବାଘ ଭୟରେ ଆତଙ୍କିତ ପୂରା ଅଂଚଳବାସୀ । ଶନିବାର ବାଘ ଆକ୍ରମଣରେ ମୁକୁନ୍ଦଦାସପୁରରେ ଗୋଟିଏ ଗାଈ ଆହତ ହୋଇଥିବା…
Read More...

ଠକ କର୍ମଚାରୀ ସାବଧାନ : ସରକାରୀ ଚାକିରିରେ ହେବ ପ୍ରାଇଭେଟ୍ କଂପାନୀ ଭଳି ବ୍ୟବସ୍ଥା

କନକ ବ୍ୟୁରୋ : ଠକ କର୍ମଚାରୀ ସାବଧାନ। ଏଣିକି କମ୍ କାମ କଲେ ମିଳିବ କମ୍ ଦରମା । ସରକାରୀ ଚାକିରିରେ ହେବ ପ୍ରାଇଭେଟ୍ କଂପାନୀ ଭଳି ବ୍ୟବସ୍ଥା । ବାର୍ଷିକ ବେତନ ବୃଦ୍ଧି ନିର୍ଭର କରିବ କର୍ମଚାରୀଙ୍କ ପରଫରମାନ୍ସ ଉପରେ । ଘରୋଇ କଂପାନୀ ଭଳି ଏବେ ସରକାରୀ ଚାକିରିରେ ବି ପ୍ରଦର୍ଶନକୁ ଆଧାର କରି…
Read More...

ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର ବିକ୍ଷୋଭ : ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ଝାରସୁଗୁଡା : ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର ବିକ୍ଷୋଭ । ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛି ବିଜେଡି । ଧାରଣାରେ ମନ୍ତ୍ରୀ ସଂଜୟ ଦାସ ବର୍ମା, ସ୍ନେହାଙ୍ଗୀନି ଛୁରିଆ, ଏବଂ ପ୍ରଣବ ପ୍ରକାଶ ଦାସ ସାମିଲ । ମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ବିରୋଧ । କଳାପତାକା ପ୍ରଦର୍ଶନ…
Read More...

ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ଗ୍ରାଉଣ୍ଡ ଜିରୋରେ ସତ ପରଖିଲା କନକ ନ୍ୟୁଜ୍

କନକ ବ୍ୟୁରୋ : ମହାନଦୀରେ ବ୍ୟାରେଜ୍ ନିର୍ମାଣକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମୁହାଁମୁହିଁ ହୋଇଛନ୍ତି । ସଂସଦ ଭିତରେ ବାହାରେ ଏହି ପ୍ରସଙ୍ଗକୁ ଉଠାଇଛି ଓଡ଼ିଶା । ଗତକାଲି ବିରୋଧୀ ଦଳ ଛତିଶଗଡ଼ରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହେଲେ ଶାସକ ଦଳ କିମ୍ବା ସରକାରଙ୍କ ବିଶେଷଜ୍ଞ ଏପର୍ଯ୍ୟନ୍ତ…
Read More...

ଉତର-ପୂର୍ବ ବଙ୍ଗୋପସାଗରରେ ଟ୍ରାପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୭୭.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୪ରୁ ୫ ଦିନ ରାଜ୍ୟରେ ଏହିଭଳି…
Read More...

ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀ : ପ୍ରଦୀପ ଅମାତ କହିଲେ ଜିଏସଟିକୁ ସ୍ୱାଗତ କରୁଛି ଓଡିଶା

ଦିଲ୍ଲୀ ବ୍ୟୁରୋ କନକ ନ୍ୟୁଜ୍ : ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ-ଜିଏସଟି ନେଇ ନୂଆଦିଲ୍ଲୀରେ ଅର୍ଥ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ଏଥିରେ ଯୋଗ ଦେଇ ଜିଏସଟିକୁ ଓଡ଼ିଶା ସ୍ୱାଗତ କରୁଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ତାର ସିଏସଟି…
Read More...

ସଂପନ୍ନ ହେଲା ମୃତ ଆଦିବାସୀଙ୍କ ଶୁଦ୍ଧିକ୍ରିୟା : ନ୍ୟାୟ ଦାବିରେ ୧ରୁ ଆଦିବାସୀ ଦଳିତ ମଂଚର ଗଣଆନ୍ଦୋଳନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଠାରେ ଯବାନଙ୍କ ଗୁଳିମାଡରେ ୫ ମୃତ ଆଦିବାସୀଙ୍କ ଆଜି ଶୁଦ୍ଧିକ୍ରିୟା ସଂପନ୍ନ ହୋଇଛି । ଗତ ୮ ତାରିଖରେ ଏନକାଉଂଟରରେ ୫ ଗ୍ରାମବାସୀଙ୍କ ମୃତ୍ୟୁକୁ ନେଇ ଆଦିବାସୀଙ୍କ ଦାବିକୁ ସରକାର ଶୁଣୁ ନାହାନ୍ତି । ଏସଓଜି ଯବାନଙ୍କ ବିରୋଧରେ ମଧ୍ୟ…
Read More...