ଅଧାରୁ ଅଟକିଲା ଜୟପୁର ପୌରପରିଷଦ ବୈଠକ : ଫାଇଲ ଚିରାଫିଙ୍ଗାରେ ସରିଲା ସମୟ

22

ଜୟପୁର ବ୍ୟୁରୋ, କନକ ନ୍ୟୁଜ୍ : ପୌର ପରିଷଦ ବୈଠକରେ ହଟ୍ଟଗୋଳ । ପୌରାଧିକାରୀଙ୍କ ଉପରେ ରାଗ ସୁଝାଇଲେ କାଉନସିଲର । ଜୟପୁର ପୌରପାଳିକା ବୈଠକରେ ଆଜି ଆରମ୍ଭରୁ ଦେଖିବାକୁ ମିଳିଥିଲା ହୋହଲ୍ଲା । ଗତ ୧୦ ମାସ ମଧ୍ୟରେ ଜୟପୁର ପୌରପାଳିକାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ପ୍ରତ୍ୟେକ ୱାର୍ଡରେ କୁଢ କୁଢ ମଇଳା ଜମା ହୋଇ ରହିଛି । ଏନେଇ କାଉନସିଲର ମାନଙ୍କୁ ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡୁଛି । ପ୍ରତିଥର ବୈଠକରେ ନୂଆ ନୂଆ ଏଜେଣ୍ଡା ତିଆରି ହେଉଛି । କିନ୍ତୁ ଫଳ ଶୂନ । ଏନେଇ ଆଜି ପୌର ପରିଷଦ ବୈଠକରେ କାଉନସିଲର ମାନେ ହଙ୍ଗାମା କରିଥିଲେ ।  ଅଧିକ ତଥ୍ୟ ଦେଖିବା ଏହି ଭିଡିଓରେ :