Browsing Category

ନ୍ୟୁଜ୍

କଂଗ୍ରେସର ପଲିଟିକାଲ ପିଚ୍ କନ୍ଧମାଳ : ସ୍ଥିତି ଅନୁଧ୍ୟାନ ପାଇଁ ୫ କେନ୍ଦ୍ରୀୟ ସଦସ୍ୟଙ୍କ ଗୁମୁଡୁମାହା ଗସ୍ତ

କନ୍ଧମାଳ : କନ୍ଧମାଳ ଗୁଳିକାଣ୍ଡ ନେଇ ଜୋର ଧରିଛି ରାଜନୀତି । ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ ପାଇଁ ୫ କେନ୍ଦ୍ରୀୟ ସଦସ୍ୟ ଗୁମୁଡୁମାହା ଗସ୍ତ କରିଛନ୍ତି । ଏହି ଟିମରେ ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଓ କିଶୋର ଚନ୍ଦ୍ର ଦେବ ଅଛନ୍ତି । ଏହାସହ କଂଗ୍ରେସର ଏହି ଟିମରେ…
Read More...

ନୀଳାଦ୍ରି ବିଜେ ବିଶୃଙ୍ଖଳାକାରୀଙ୍କ ସରିଲା ଡେଡଲାଇନ : ୱାରେଂଟ ଓ ସଂପତି ବାଜ୍ୟାପ୍ତି ପାଇଁ କୋର୍ଟରେ ଆବେଦନ କରିବ…

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀ ସେବାୟତଙ୍କ ପାଇଁ ମାଡିଆସୁଛି ସଂକଟ । ଆତ୍ମସମର୍ପଣ ପାଇଁ ପୋଲିସ ଦେଇଥିବା ଦୁଇ ଦିନିଆ ମହଲତ ଶେଷ ହୋଇଛି । ତେଣୁ ଆଗାମୀ ପଦକ୍ଷେପ ନେବ ପୁରୀ ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ୱାରେଂଟ ଜାରି କରିବାକୁ ଆଜି…
Read More...

ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ ଅଭିଯୋଗ ପ୍ରତିବାଦ : ବିଜେଡି ପକ୍ଷରୁ ଆଜି ୧୨ ଘଂଟିଆ…

ତାଳଚେର : ଆଜି ୧୨ ଘଂଟିଆ ତାଳଚେର ବନ୍ଦ । ବିଜେଡି ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ ଅଭିଯୋଗ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗତାକାଲି ବ୍ରଜ ପ୍ରଧାନଙ୍କ ନାଁରେ…
Read More...

ରେଭେନ୍ସାରେ ଆନ୍ଦୋଳନକାରୀ-ପୁଲିସ ଧସ୍ତାଧସ୍ତି ଘଟଣା : ତଦନ୍ତ ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା କର୍ତୃପକ୍ଷ

କଟକ ବ୍ୟୁରୋ , କନକ ନ୍ୟୁଜ୍ :  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ପୁଲିସ ଦୁର୍ବ୍ୟବହାର କରିବା ଘଟଣାକୁ ଦେଇ କଟକ ଡିସିପିଙ୍କୁ ରେଭେନ୍ସା କତୃପକ୍ଷଙ୍କ ପତ୍ର ଲେଖିଛନ୍ତି । ଘଟଣାର ତଦନ୍ତ କରିବାକୁ ଦାବି କରାଯାଇଛି । ଗତକାଲି ବିଳମ୍ବିତ…
Read More...

ବାୟୁସେନା ବିମାନ ଏଏନ-୩୨ର ଏଯାଏଁ ମିଳୁନି ପତ୍ତା : ନିଖୋଜ ୨୯ ଜଣ ଯାତ୍ରୀଙ୍କ ଭିତରେ ଓଡିଆ ଯୁବକ ଚରଣ ମହାରଣା

କନକ ବ୍ୟୁରୋ : ନିଖୋଜ ଏୟାରଫୋର୍ସ ବିମାନ ଏଏନ ୩୨ର ଏଯାଏଁ ମିଳିନି ପତା । ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡ ମିଳିତ ଭାବେ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ । ଏହି ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୯ ଜଣ ଯାତ୍ରୀ ଥିଲେ । ନିଖୋଜ ମାନଙ୍କ ଭିତରେ ଜଣେ ଓଡିଆ ଯୁବକ ଅଛନ୍ତି । ତାଙ୍କ ନାଁ…
Read More...

ଓଲିଉଡ୍ ପରେ ପଲିଟିକ୍ସରେ କାଷ୍ଟିଂ କାଉଚ ଅଭିଯୋଗ

ତାଳଚେର : ଓଲିଉଡ୍ ପରେ ପଲିଟିକ୍ସରେ କାଷ୍ଟିଂ କାଉଚ ଅଭିଯୋଗ । ଏଥର ପ୍ରଯୋଜକ ନୁହେଁ ବରଂ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବାପାଙ୍କୁ ସରକାରୀ ଚାକିରି ଦେବାର ପ୍ରଲୋଭନ ଦେଖାଇ ବିଧାୟକ ଯୁବତୀଙ୍କୁ ଶଯ୍ୟାସଙ୍ଗିନୀ ହେବାକୁ ପ୍ରସ୍ତାବ ଦେଇଥିବା ଅଭିଯୋଗ…
Read More...

ଡେଙ୍ଗୁ ଡରରେ ଗାଁ ଖାଲି : ଓଡିଶା-ଆନ୍ଧ୍ର ସୀମାନ୍ତରେ ଡେଙ୍ଗୁ ଡର

ବ୍ରହ୍ମପୁର : ଡରାଉଛି ଡେଙ୍ଗୁ । ଆତଙ୍କିତ ଲୋକେ। ଘରେ ଘରେ ପଡିଛି ତାଲା । ଆଉ ଗାଁ ଛାଡିଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁର ପ୍ରାୟ ଶତାଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର, ବିଶାଖାପଟଣାରେ ଚିକିତ୍ସିତ ହେଉଛନ୍ତି । ସରକାରୀ ଭାବେ ଗାଁରେ ଜଣଙ୍କର ମୃତ୍ୟୁ ଡେଙ୍ଗୁ ଯୋଗୁଁ ହୋଇଥିବା…
Read More...

ଏଣିିକି ରାତି ୮ଟା ପରେ ମିଳିବନି ମଦ : ରାଜପଥ କଡର ଦୋକାନରେ ପଡିବ ସଟର

କନକ ବ୍ୟୁରୋ  :  ରାତି ୮ଟା ପରେ ମିଳିବନି ମଦ । ରାଜ୍ୟର ସମସ୍ତ ରାଜପଥ କଡରେ ଥିବା ସମସ୍ତ ପ୍ରକାର ମଦ ଦୋକାନକୁ ରାତି ୮ଟା ସୁଦ୍ଧା ବନ୍ଦ କରିବାପାଇଁ ସରକାର ଆଣିଲେ ନୂଆ ନିୟମ । ମଦ୍ୟପ ଗାଡି ଚାଳକଙ୍କୁ ଲଗାମ ଲଗାଇବା ପାଇଁ ସରକାର ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ଅବକାରୀ…
Read More...

କନ୍ଧମାଳର ଗୁଳିକାଣ୍ଡରେ ଖାକିର ଖୋକା ଥିଓରୀ : ଜବତ ହେଲା ସୁରକ୍ଷାକର୍ମୀଙ୍କ ଏ.କେ ଫୋର୍ଟିସେଭେନ୍ ରାଇଫଲ୍

କନ୍ଧମାଳ : ସିଜ୍ ହେଲା ସୁରକ୍ଷାକର୍ମୀଙ୍କ ବନ୍ଧୁକ । ୧୫ ଜବାନଙ୍କ ଠାରୁ ଜବତ ହେଲା ୧୫ଟି ଏ.କେ ଫୋର୍ଟିସେଭେନ୍ । ଗୁଳି ଜବତ ହୋଇଛି ଏସଓଜି ଜବାନଙ୍କ ଠାରୁ । ଷ୍ଟେଟ୍ ଫୋରେନ୍ସିକ ଲ୍ୟାବକୁ ପଠାଇବା ପୂର୍ବରୁ ଏସଆଇଟିର ସଦସ୍ୟ ଏହି ବନ୍ଧୁକ ଓ ଗୁଳିକୁ କୋର୍ଟରେ ଦାଖଲ କରିଛନ୍ତି । ଏହାସହ…
Read More...

ସତ ବାହାଘର ମିଛ ଦମ୍ପତି : ସ୍ୱାମୀ ଆଣିଲେ ଠକେଇର ଅଭିଯୋଗ

କନକ ବ୍ୟୁରୋ : ସତ ବାହାଘର ମିଛ ଦମ୍ପତି । ସାମ୍ନାକୁ ଆସିଛି ପ୍ରେମ, ପ୍ରତାରଣା ଓ ନିର୍ଯାତନାର ଏମିତି ଏକ କାହାଣୀ ଯାହା ମଣିଷ ଚରିତ୍ରର ଏକ ସାଂଘାତିକ ଦିଗ ସାମ୍ନାକୁ ଆଣୁଛି । ପ୍ରେମ ପରେ ବିବାହ ହେଲା, ହେଲେ ବାହାଘର ପରେ ଜଣାପଡିଲା ସ୍ତ୍ରୀ ପୂର୍ବରୁ ବିବାହିତା । ବୈବାହିକ ଜୀବନରେ…
Read More...