Browsing Category

ନ୍ୟୁଜ୍

ପୁଣି ଅଶାନ୍ତ ବାଣୀବିହାର ବିଶ୍ୱବିଦ୍ୟାଳୟ : ମୌଳିକ ସମସ୍ୟା ସମାଧାନ ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଅଶାନ୍ତ ବାଣୀବିହାର ବିଶ୍ୱବିଦ୍ୟାଳୟ । ମୌଳିକ ସମସ୍ୟା ସମାଧାନ ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ । ଭିସିଙ୍କ ଅଫିସ ଘେରିଲେ ଶତାଧିକ ଛାତ୍ରୀ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଶୈଳବାଳା ହଷ୍ଟେଲର ଛାତ୍ରୀ ପାଣି ଓ ବିଜୁଳି ଯୋଗାଇ ଦେବା ଦାବିରେ…
Read More...

ବନ୍ୟା ଜଳରେ ବୁଡିଗଲା ରାସ୍ତା : ଉଦଳା ଓ ବାରିପଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା : ଉପର ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଦିଓ ଓ ସଂଜ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ନଦୀ ଉପରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଉଦଳା ଓ ବାରିପଦା ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଲୋକମାନେ ଅଧା ରାସ୍ତାରେ ଅଟକି…
Read More...

ବ୍ରହ୍ମପୁର ଜେଲରେ ଶିବଶଙ୍କର ଦାସଙ୍କୁ ଆକ୍ରମଣ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ଜେଲରେ ଶିବଶଙ୍କର ଦାସଙ୍କୁ ଆକ୍ରମଣ । ଶିବଶଙ୍କରଙ୍କୁ ବିରୋଧୀ ଗୋଷ୍ଠୀଙ୍କ ଆକ୍ରମଣ । ଏ ନେଇ ଜେଲ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ଜଣାଇଲେ ଶିବଶଙ୍କର, ବ୍ରହ୍ମପୁରର ପୂର୍ବତନ ମେୟର ହେଉଛନ୍ତି ଶିବଶଙ୍କର ।
Read More...

ରାଜଧାନୀ ଉପକଣ୍ଠରେ ମାତିଛି ଜଙ୍ଗଲି ବାଘ : ୪ରାତି ଅନିଦ୍ରା ଗାଁ ଲୋକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗାଁ ଲୋକଙ୍କୁ ୪ ଦିନ ହେଲା ଘାରିଛି ବାଘ ଭୟ । ରାଜଧାନୀ ଉପକଂଠ ବାଲିପାଟଣାରେ ରାତି ଶୋଇ ପାରୁନାହାଁନ୍ତି ଲୋକେ । ଭୟ ଓ ଆଶଙ୍କାରେ ସଂଧ୍ୟା ହେଲେ ପଡି ଯାଉଛି ତାଟି କବାଟ । ଘରୁ ବାହାରିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ବାଲିପାଟଣା ସୋମଣା ଶାସନ ଅଂଚଳରେ…
Read More...

ବିଜେଡିର ପଂଚାୟତ ନିର୍ବାଚନ ପ୍ରସ୍ତୁତି : ସାଂଗଠନିକ କାର୍ଯ୍ୟ ପାଇଁ ସୁପ୍ରିମୋ ଗଢିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ପଂଚାୟତ ପ୍ଲାନ୍ । ସାଂଗଠନିକ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ଗଢିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ବରିଷ୍ଠ ନେତା ଦାମ ରାଉତ, ବେଦପ୍ରକାଶ ଅଗ୍ରୱାଲ, ପ୍ରସନ୍ନ ପାଟଶାଣୀ ଓ ସରୋଜିନୀ ହେମ୍ବ୍ରମଙ୍କୁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ…
Read More...

ଗ୍ରାଉଣ୍ଡ ଜିରୋରେ ପହଁଚିଲା କନକ ନ୍ୟୁଜ୍ : ଛତିଶଗଡ ମହାନଦୀ ବ୍ୟାରେଜ ସ୍ଥଳରେ ପରଖିଲା ସ୍ଥିତି

କନକ ବ୍ୟୁରୋ : ମହାନଦୀରେ ଛତିଶଗଡ଼ର ଯେଉଁ ବ୍ୟାରେଜକୁ ନେଇ ରାଜ୍ୟରେ ରାଜନୀତି ଉଠୁଛି ପଡୁଛି, ସେହି ଅଂଚଳରେ ପ୍ରଥମେ ପହଁଚିଛି କନକ ନ୍ୟୁଜ୍ ବିଜେଡି ୧୫ଟି ଜିଲ୍ଲାରେ ବିକ୍ଷୋଭ ଆରମ୍ଭ କରିଛି, ହେଲେ ଶାସକ ଦଳର କୌଣସି ପ୍ରତିନିଧି ଏପର୍ଯ୍ୟନ୍ତ ସେଠାରେ ପହଁଚି ପ୍ରକୃତ ଘଟଣା ପରଖି ନାହାନ୍ତି ।…
Read More...

ମହାନଦୀ ପାଣିକୁ ନେଇ ଜୋର ଧରିଲା ରାଜନୀତି : ଆଜି ବରଗଡରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ଦଳ

ବରଗଡ : ଉଭୟ ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି । ଓଡିଶାର ପରାମର୍ଶ ନନେଇ ମହାନଦୀ ଉପର ମୁଣ୍ଡରେ ଛତିଶଗଡର ନିର୍ମାଣ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଦଳ । ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ସମ୍ବଲପୁରରୁ ଆରମ୍ଭ ହୋଇଛି ପ୍ରତିବାଦ ଧାରଣା ଓ ବିକ୍ଷୋଭ ।…
Read More...

ହଇଜା ଫାଶରେ ରାୟଗଡା ଜିଲ୍ଲା

ରାୟଗଡା : ପୁଣି ହଇଜା ଫାଶରେ ରାୟଗଡା ଜିଲ୍ଲା । କଲ୍ୟାଣସିଂହପୁର ବ୍ଲକର ୫ ଟି ପଂଚାୟତରେ ମାରାତ୍ମକ ହଇଜା ନେଇଛି ୫ ଜଣଙ୍କ ଜୀବନ । ୩୦ ରୁ ଅଧିକ ଆକ୍ରାନ୍ତ ଏବେ ରାୟଗଡା ମେଡିିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ରାୟଗଡାରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ୨୪…
Read More...

ଅଭିଯୁକ୍ତ ୬ ସେବାୟତଙ୍କ ବିରୋଧରେ ଏନବିଡବ୍ଲୁ ଜାରି କଲେ ପୁରୀ ଏସଡିଜେଏମ କୋର୍ଟ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଳାଦ୍ରିବିଜେ ବିଶୃଙ୍ଖଳାକାରୀଙ୍କ ବଢିଲା ଅଡୁଆ । ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ମୁଖ୍ୟ ଖଳନାୟକ ଦାମୋଦର ମହାସୁଆରଙ୍କ ସମେତ ୬ ସେବାୟତଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି ପୁରୀ ଏସଡିଜେଏମ୍ କୋର୍ଟ । ଅନ୍ୟ ଅଭିଯୁକ୍ତ ସେବାୟତ ହେଲେ…
Read More...

ଫୋକସରେ ବୟୋଜ୍ୟେଷ୍ଠ ! ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ନବୀନ

ଗଞ୍ଜାମ, କନକ ନ୍ୟୁଜ୍ : ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ହଜାରେ ତୀର୍ଥଯାତ୍ରୀଙ୍କୁ ଧରି ରାମେଶ୍ୱରମ ଓ ମଦୁରାଇ ଯାଇଛି ଟ୍ରେନ୍ । ଏଥିପାଇଁ…
Read More...