Browsing Category

ନ୍ୟୁଜ୍

ମାଓପ୍ରବଣ ଅଂଚଳରେ ମ୍ୟାଟ୍ରିକ ପରୀକ୍ଷା ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

କନକ ବ୍ୟୁରୋ : ମାଓପ୍ରବଣ ଅଂଚଳରେ ମ୍ୟାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ମାଲକାନାଗିରି, କନ୍ଧମାଳ, ନୟାଗଡ ଏବଂ କୋରାପୁଟ ଜିଲ୍ଲାରେ ନୋଡାଲ ସେଂଟର ଥାନାରେ ହେବ । ଆବଶ୍ୟକ ପଡିଲେ ଏହି ସେଂଟର ଗୁଡିକରେ ସିସିଟିଭିର ବନ୍ଦୋବସ୍ତ ମଧ୍ୟ କରାଯିବ । ଚଳିତ ବର୍ଷ ମୋଟ ୨୯୫ ଟି ନୋଡାଲ…
Read More...

ଜୟପୁର : ପାଣି ପାଇଁ ଆନ୍ଦୋଳନ କଲେ ଶତାଧିକ ଚାଷୀ

କନକ ବ୍ୟୁରୋ : ଜୟପୁରରେ ଚାଷୀ ପୋଲିସ ଧସ୍ତାଧସ୍ତି । ପାଣି ପାଇଁ ଶତାଧିକ ଚାଷୀ କରିଛନ୍ତି ଆନ୍ଦୋଳନ । ଜଳ ବିଦ୍ୟୁତ ନିଗମ କାର୍ଯ୍ୟାଳୟ ଘେରାଉ ବେଳେ ଚାଷୀ ପୁଲିସ ମୁହାଁମୁହିଁ ହୋଇଛନ୍ତି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଚାଷ ଜମିକୁ ପାଣି ନଛାଡିବାରୁ ଅଫିସ ଘେରାଉ କରିଥିଲେ…
Read More...

ଦୀର୍ଘ ୧୧ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଜାଠ୍ ଆନ୍ଦୋଳନ:ସଂରକ୍ଷଣ ଦାବିରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଜାଠ୍

କନକ ବ୍ୟୁରୋ : ଦୀର୍ଘ ୧୧ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଜାଠ୍ ଆନ୍ଦୋଳନ । ସଂରକ୍ଷଣ ଦାବିରେ ଆଜିଠୁ ପୁଣି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଜାଠ୍ । ବିଭିନ୍ନ ସଂଗଠନ ପକ୍ଷରୁ ଶାନ୍ତିପୂଣ୍ଣ ଆନ୍ଦୋଳନ କରିବାକୁ କୁହାଯାଇଛି । ତେବେ ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା…
Read More...

ଅଷ୍ଟ୍ରେଲିଆନ୍ ଓପନ ଟେନିସ: ଭଉଣୀ ଭେନସଙ୍କୁ ହରାଇ ୨୩ତମ ଟାଇଟଲ୍ ଜିତିଲେ ସେରେନା ୱିଲିଅମ୍ସ

କନକ ବ୍ୟୁରୋ : ବଡ ଭଉଣୀ ଭେନସଙ୍କୁ ହରାଇଲେ ସେରେନା ୱିଲିଅମ୍ସ । କ୍ୟାରିଅରର ୨୩ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାସଲ କରିଛନ୍ତି ସେ । ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ଭେନସ୍ ୱିଲିଅମ୍ସଙ୍କୁ ସିଧାସଳଖ ସେଟରେ ହରାଇ ଚାମ୍ପିଅନ୍ ହୋଇଛନ୍ତି ସେରେନା । ଏଥିସହ ଜର୍ମାନୀର ଷ୍ଟେଫି ଗ୍ରାଫଙ୍କ…
Read More...

ଆଜି ନାଗପୁରରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟିଟ୍ୱେଂଟି : ଦିନିକିଆ ଓ ଟେଷ୍ଟ ପରାଜୟ ବଦଲା ଲକ୍ଷ୍ୟରେ ଇଂଲଣ୍ଡ

କନକ ବ୍ୟୁରୋ : ଆଜି ନାଗପୁରରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟିଟ୍ୱେଂଟି । ଏହି ମ୍ୟାଚ୍ ଜିତି ସିରିଜ୍ ବଂଚାଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ମ୍ୟାଚ୍ ହାରିଲେ, ହାରିବ ସିରିଜ୍ । ଏଥିପାଇଁ ଚାପରେ ରହିଛି ମ୍ୟାନ୍ ଇନ୍ ବ୍ଲୁ । ଆଜି ଟିମ୍ ଇଣ୍ଡିଆ ପାଇଁ ହେବ ଅଗ୍ନି ପରୀକ୍ଷା । କର…
Read More...

ପଂଚାୟତ ଯୁଦ୍ଧ ପୂର୍ବରୁ ବିଜେତା : ନିର୍ବାଚନ ନଲଢି ଜିତିଲେ ୨୦ ପ୍ରତିଶତ ପ୍ରାର୍ଥୀ

କନକ ବ୍ୟୁରୋ : ପଂଚାୟତ ଯୁଦ୍ଧ ପୂର୍ବରୁ ବିଜେତା । ନିର୍ବାଚନ ନଲଢି ଜିତିଲେ ୨୦ ପ୍ରତିଶତ ପ୍ରାର୍ଥୀ । କାରଣ ସେମାନଙ୍କ ବିପକ୍ଷରେ ମୈଦାନରେ ପ୍ରାର୍ଥୀ ନାହାଁନ୍ତି । ଫଳରେ ନିର୍ବାଚନ ଆଗରୁ ୩୬ ହଜାର ୭୭୯ ଜଣ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ…
Read More...

ଉତ୍ତର ରଖିଲେ ଉତ୍ତମ ମହାନ୍ତି ! କହିଲେ, ନିଜ ପସନ୍ଦର ଦଳ ବାଛିବା ବ୍ୟକ୍ତିଗତ ଚଏସ୍

କନକ ବ୍ୟୁରୋ : ଗତକାଲି ବିଜେଡିରେ ସାମିଲ ହେବା ପରେ ଆଜି ଆଜି କନକ ନ୍ୟୁଜରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବର୍ଷୀୟାନ୍ ଅଭିନେତା ଉତମ ମହାନ୍ତି । କହିଛନ୍ତି ନେତା ହେବା ପାଇଁ ଆସିନି, ସିପାହୀ ଭାବେ କାର୍ଯ୍ୟ କରିବି । କଲେଜ କ୍ୟାରିୟରରୁ ରାଜନୀତି ପ୍ରତି ଦୁର୍ବଳତା ରହିଛି । ମୟୁରଭଞ୍ଜ…
Read More...

ଭୋଟ ପୂର୍ବରୁ ନବୀନଙ୍କ ମହାନଦୀ ଷ୍ଟ୍ରୋକ୍ ! କେନ୍ଦ୍ର ବୁଝାମଣା କମିଟିକୁ ପ୍ରତ୍ୟାଖାନ କଲା ରାଜ୍ୟ

କନକ ବ୍ୟୁରୋ : ମହାନଦୀ ବିବାଦ ନେଇ କେନ୍ଦ୍ରର ଷଡଯନ୍ତ୍ରର ଗନ୍ଧ ବାରିଛି ଶାସକ ବିଜେଡି । କହିଛି, ମହାନଦୀ ବିବାଦର ସମାଧାନ ପାଇଁ କମିଟି ଗଠନ ହେବା ଫଳରେ ଟ୍ରିବ୍ୟୁନାଲ ଗଠନ ବିଳମ୍ବ ହେବ ଓ ଏହି ସମୟରେ ମହାନଦୀ ଉପରେ ଚାଲିଥିବା ନିର୍ମାଣ କାମ ସରିଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
Read More...

ପୁଣି ଫେରିଲା ଜାଠ୍ ଆନ୍ଦୋଳନ ! ଆସନ୍ତାକାଲିଠୁ ରାଜ୍ୟର ୧୯ଟି ଜିଲ୍ଲାରେ ଜାରି ରହିବ ଆନ୍ଦୋଳନ

କନକ ବ୍ୟୁରୋ: ଦୀର୍ଘ ୧୧ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଜାଠ୍ ଆନ୍ଦୋଳନ । ଜାନୁୟାରୀ ୨୯ ଅର୍ଥାତ୍ ଆସନ୍ତାକାଲିଠୁ ଜାଠ୍ ଆରକ୍ଷଣ ଦାବିରେ ଆନ୍ଦୋଳନ ଆରମ୍ଭ ହେଉଛି । ସେପଟେ, ଏହାକୁ ନଜରରେ ରଖି ପ୍ରଶାସନ ଓ ପୁଲିସଙ୍କୁ ଆଲର୍ଟ ରଖାଯାଇଛି । ରାଜ୍ୟର ସମ୍ବେଦନଶୀଳ ସ୍ଥାନମାନଙ୍କରେ…
Read More...

ୟୁପିରେ ରୋମିଓଙ୍କୁ ସାବାଡ କରିବ ଆଂଟି ରୋମିଓ ଦଳ ! ସତ୍ତା ହାସଲ କରିବାକୁ ବିଜେପି ଫୋକସରେ ମହିଳା

କନକ ବ୍ୟୁରୋ : ୟୁପି ରାଜନୀତିରେ ମହିଳାଙ୍କର ବଢିଲା ଗୁରୁତ୍ୱ । ସମାଜବାଦୀ ପାର୍ଟି ଓ କଂଗ୍ରେସ ମହିଳା ଟ୍ରମ୍ପକାର୍ଡଙ୍କୁ ମଇଦାନକୁ ଆଣିବା ପରେ ବିଜେପି ଆପଣେଇଛି ଭିନ୍ନ ରଣନୀତି । ଦଳ ପକ୍ଷରୁ ଜାରି ହୋଇଥିବା ଇସ୍ତାହାରରେ ମହିଳାଙ୍କ ପାଇଁ ବୁହାଯାଇଛି ପ୍ରତିଶ୍ରୁତିର ବନ୍ୟା । କଲେଜ ଓ…
Read More...