Browsing Category

ଦିଲ୍ଲୀ ଲଢେଇ

ହିନ୍ଦୁସ୍ତାନ ଜେଲରେ ବନ୍ଦୀ ଥିବା ମାସୁଦ୍ ଆଜହରକୁ ପାକିସ୍ତାନ ପଠାଇଲା କିଏ ? ବିଜେପିକୁ ଟାର୍ଗେଟ୍ କରି କିଛି ଏମିତି…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆତଙ୍କୀ…
Read More...

ଦାମଙ୍କ ଦିଲ୍ଲୀ ଯାତ୍ରା । ବିଜେପି ନେତାଙ୍କ ସହ ହୋଇପାରେ ଗୋପନ ବୈଠକ, ଦଳରେ ମିଶିବା ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ବିଜେପିରେ ବୈଜୟନ୍ତ ପଣ୍ଡା ଯୋଗ ଦେବା ପରେ ଏବେ ଦାମ ରାଉତଙ୍କୁ ନେଇ ଚର୍ଚ୍ଚା । ବିଜେପିରେ ଯୋଗଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଦାମ କିନ୍ତୁ ଖଣ୍ଡନ କରିନାହାନ୍ତି । ଇସାରା ଇସାରାରେ ଦାମ କହିଛନ୍ତି, କଂଗ୍ରେସ କିମ୍ବା ବିଜେପିରେ ସେ ଯୋଗ ଦେଇପାରନ୍ତି । ସେଥିପାଇଁ…
Read More...

ବାରଣାସୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢିବେ ମୋଦି ! ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏକ ପ୍ରକାର ଚୂଡାନ୍ତ

କନକ ବ୍ୟୁରୋ : ପୁରି ଥରେ ବାରାଣାସୀ ଲୋକସଭା ନିର୍ବାଚନ ଲଢପାରନ୍ତି ନରେନ୍ଦ୍ର ମୋଦି । ୨୦୧୯ ଲୋକସଭା ନିର୍ବାଚନ ବାରଣାସୀରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦଳର ସଂସଦୀୟ ବୋର୍ଡ ବୈଠକରେ ଏନେଇ ଏକପ୍ରକାର ଚୂଡାନ୍ତ ହୋଇଛି । ତେବେ ଦ୍ୱିତୀୟ ଆସନ ନେଇ ପରବର୍ତ୍ତୀ…
Read More...

୧୧ରେ ଏଆଇସିସି ସ୍କ୍ରିନିଂକମିଟି ବୈଠକ : ଓଡ଼ିଶା ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ସମ୍ପର୍କରେ ହେବ ତର୍ଜମା

ଗତକାଲି କଂଗ୍ରେସ ଦ୍ୱାରା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଓଡ଼ିଶା ସମେତ ଅନ୍ୟ ସବୁ ରାଜ୍ୟମାନଙ୍କରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଶୀଘ୍ର ଘୋଷଣା କରାଯିବା ନେଇ ଏଆଇସିସି କାର୍ଯ୍ୟାଳୟରୁ ସଙ୍କେତ ମିଳିଛି । ଚଳିତ ମାସ ୧୧ ତାରିଖରେ…
Read More...

ସପା ଜାରିକଲା ପ୍ରଥମ ପ୍ରାର୍ଥୀ ତାଲିକା ! ମୈନପୁରୀ ମଇଦାନରୁ ଲଢ଼ିବେ ମୁଲାୟମ ସିଂ ଯାଦବ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ତାରିଖ ଏଯାଏଁ ଘୋଷଣା ହୋଇନି । କିନ୍ତୁ ତାରିଖ ଘୋଷଣା ପୂର୍ବରୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ପର୍ବକୁ ଅନ୍ତିମ ରୂପ ଦେବାପାଇଁ ଲାଗିପଡ଼ିଛନ୍ତି । ଅନେକ ଦଳ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଦେଇଛନ୍ତି । ଗତକାଲି…
Read More...

ଆଜି ପାର୍ଟି ମୁଖ୍ୟାଳୟରେ ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ  ! ଆଡଭାନୀ ଓ ଯୋଶୀଙ୍କ ଟିକେଟ ସମ୍ପର୍କରେ ହୋଇପାରେ…

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡର ବୈଠକ ଆଜି ବସିବା ପାଇଁ ଯାଉଛି । ଏହି ବୈଠକରେ ନିର୍ବାଚନ ସମ୍ପର୍କରେ ବିଶେଷ ଆଲୋଚନା ହେବ ବୋଲି ଜଣପଡିଛି । ଦଳର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି ବସିବାକୁ ଥିବା ବୈଠକରେ…
Read More...

କଂଗ୍ରେସ ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା! ଜାଣନ୍ତୁ କେଉଁ ଆସନରୁ ଲଢିବେ କିଏ?

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୧୫ଟି ଲୋକସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଗୁଜରାଟର ୪ଟି ଓ…
Read More...

କଂଗ୍ରେସରେ ଯୋଗ ଦେଇପାରିନ୍ତି ହାର୍ଦ୍ଦିକ ପଟେଲ୍ ! ଜାଣନ୍ତୁ କେଉଁ ସିଟରୁ ନିର୍ବାଚନ ଲଢ଼ିବେ ପଟିଦାର ନେତା ?

କନକ ବ୍ୟୁରୋ : ଗୁଜରାଟ ରାଜନୀତିରେ ପ୍ରବେଶ କରିବେ ପଟିଦାର ନେତା ହାର୍ଦ୍ଦିକ ପଟେଲ୍ । ମୋଦି ସରକାରଙ୍କ ଗୃହରାଜ୍ୟରେ ବିଜେପିକୁ ମାତ ଦେବାପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଗୁଜରାଟର ପଟିଦାର ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲ୍ ଖୁବ ଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି…
Read More...

ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ମିଶନ ! ମୋଦି କହିଲେ, ‘ମୋତେ ହଟାଇବା ପାଇଁ ଏକାଠି ହେଉଛନ୍ତି ବିରୋଧୀ,ଆଉ ମୁଁ…

କନକ ବ୍ୟୁରୋ : ମୋଦିଙ୍କ ମିଶନ ସାଉଥ । କର୍ଣ୍ଣାଟକ କଲବର୍ଗି ଓ ତାମିଲନାଡୁ କାଂଚିପୁରମରେ ପ୍ରଧାନମନ୍ତ୍ରୀ ଅନେକ ବିକାଶମୂଳକ ଯୋଜନାର ଘୋଷଣା କରିଛନ୍ତି । କର୍ଣ୍ଣାଟକ କୁଲବର୍ଗିରେ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି…
Read More...

ପୁଣି ନିଜର ମହାନତାର ପରିଚୟ ଦେଲେ ପ୍ରଧାନମନ୍ତ୍ରୀ ମୋଦି ! ଏବେ ସଫେଇ କର୍ମଚାରୀଙ୍କୁ ଦାନ କଲେ ନିଜର ୨୧ ଲକ୍ଷର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜର ମହାନତାର ପରିଚୟ ଦେଇଛନ୍ତି । ନିଜର ଜମାପୁଞ୍ଜିକୁ ଦାନ କରି ପୁଣି ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୧ ଲକ୍ଷ ଜମାପୁଞ୍ଜିକୁ କୁମ୍ଭ ସଫେଇ କର୍ମଚାରୀ କର୍ପସର…
Read More...