Browsing Category

ଜୀବନଚର୍ଯ୍ୟା

ଗାଇ ନା ମଇଁଷି କାହା କ୍ଷୀରରେ ରହିଥାଏ ଅଧିକ ପ୍ରୋଟିନ୍ ? କେଉଁ କ୍ଷୀର ମଣିଷକୁ ପିଇବା ନିହାତି ଆବଶ୍ୟକ ତାହା…

କ୍ଷୀରକୁ ଏକ ସମ୍ପୁର୍ଣ୍ଣ ଆହାର ମନାଯାଏ ଯାହାକୁ ପିଇବା ଆମ ଶରୀର ପାଇଁ ଖୁବ୍ ଲାଭକାରୀ । ଏଥିପାଇଁ ଏହା ବିଷୟରେ ଜାଣିବା ବି ଆମପାଇଁ ଖୁବ୍ ଜରୁରୀ । କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହାଦ୍ୱାରା କୌଣସି ରୋଗ ଆମକୁ ଛୁଇଁ ବି ପାରିବ ନାହିଁ । ତେବେ ଗାଇ ଏବାଂ…
Read More...

ଏସିଡିଟିର କାରଣ ହୋଇପାରେ ଏହି ସବୁ ଖାଦ୍ୟ, ଜାଣନ୍ତୁ କ’ଣ କ’ଣ

ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା ଅନେକ ଥର ଛାତିରେ ଜଳାପୋଡା ଅନୁଭବ ହୋଇଥାଏ । ଖଟା ସ୍ୱାଦର ହାକୁଟି ଆସିଥାଏ । କିଛି ଖାଦ୍ୟ ଖାଇବା ପରେ ଏସିଡିଟି ସୃଷ୍ଟି କରିଥାଏ । ଏହା ଅମ୍ଳ ଖାଦ୍ୟ ପଦାର୍ଥ ଯୋଗୁଁ ହୋଇଥାଏ । ଯାହା ଆମ ଶରୀର ସହଜରେ ହଜମ ହୋଇପାରେନି । କିଛି ଏମିତି ଖାଦ୍ୟ ପଦାର୍ଥ ଅଛି…
Read More...

ଆଜି ହେଉଛି ଚକଲେଟ୍ ଦିବସ ! “ଚକଲେଟ୍-ଡେ’ରେ ପ୍ରେମିକାଙ୍କୁ ତାଙ୍କର ମୁଡ୍ ହିସାବରେ ଦିଅନ୍ତୁ ଚକଲେଟ୍ ।

ପ୍ରେମ ସବୁବେଳେ ଚିରନ୍ତନ ଏବଂ ଶାଶ୍ୱତ । ପ୍ରେମର ଅନୁଭବ ମଧ୍ୟ ନିଆରା । ପ୍ରେମ କରି ଶିଖିଲେ ତାହା ଚକଲେଟ୍ ପରି ମିଠା । କୈଶୋର ପ୍ରେମ ଚକଲେଟ୍ ଦିଆନିଆରୁ ହିଁ ଆରମ୍ଭ ହୋଇଥାଏ । ଏହା'ହିଁ କହିଦିଏ ପ୍ରେମ କେତେ ମିଠା । ଯେଉଁ ବ୍ୟକ୍ତି ପ୍ରେମରେ ପଡିଥାଏ, ସେ ଜୀବନର ସବୁ ମୁହୂର୍ତ ଗୁଡିକୁ…
Read More...

ଥାଇରଏଡ୍ ଭଳି ସମସ୍ୟାରେ ଗ୍ରସ୍ଥ ଲୋକଙ୍କୁ କ’ଣ ଖାଇବା ଉଚିତ୍ ଏବଂ ଅନୁଚିତ୍ ଜାଣିରଖନ୍ତୁ ! ଏହି ସମସ୍ୟାକୁ ସମୂଳେ ନାଶ…

ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ,ମୁଣ୍ଡ ବୁଲାଇବା,ଓଜନ ବଢିବା ଏବଂ ମାଂସପେଶୀ ଦୂର୍ବଳ ଲାଗିବା ଭଳି ସମସ୍ୟାର ସମ୍ମୁ୍ଖିନ ହେଉଥିଲେ ତେବେ ଆପଣ ଥାଇରଏଡ୍ ଭଳି ସମସ୍ୟାର ସମ୍ମୁଖୀନ ହୋଇଗଲେ ବୋଲି ଜାଣିନିଅନ୍ତୁ । ଏଭଳି ସମୟରେ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି…
Read More...

ସବୁ ଋତୁରେ ହାତ ,ପାଦ ଏବଂ ଶରୀରର ଅନ୍ୟ ଅଙ୍ଗରୁ ସାଧାରଣ ଅପେକ୍ଷା ଅଧିକ ଝାଳ ବାହାରୁଥିଲେ ସାବଧାନ ! ଆପଣଙ୍କୁ ହୋଇପାରେ…

ଶରୀରରୁ ଝାଳ ବାହାରିବା ଏକ ସାଧାରଣ କଥା । ଝାଳ ବାହାରିବା ଦରକାର ମଧ୍ୟ,ଏହା ଶରୀରର ସନ୍ତୁଳନତାକୁ ବଜାୟ ରଖେ । କିନ୍ତୁ କିଛି ଲୋକଙ୍କୁ ସାଧାରଣ ଠାରୁ ଅଧିକ ମାତ୍ରାରେ ଝାଳ ବୋହିଥାଏ । ଯାହାକୁ ଆପଣ ଖାମଖିଆଲ ଭାବେ ନେଇ ପାରିବେନି । କିଛି ଲୋକଙ୍କ ଶରୀର ଅପେକ୍ଷା ହାତ ଏବଂ ପାଦରେ ଅଧିକ ଝାଳ…
Read More...

ତମ୍ବା ବାସନ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ : ଅନେକ ଘାତକ ରୋଗକୁ କରେ ଦୂର

ଆପଣ ଶୁଣିଥିବେ ଯେ ମାଟି ପାତ୍ର ଆଦିରେ ଖାଇବା ଏବଂ ଜଳ ପିଇବା ଦ୍ୱାରା ଶରୀରରୁ କେତେକ ରୋଗ ଦୂର ହୋଇଯାଇଥାଏ । ଠିକ ସେହିଭଳି ହେଉଛି ତମ୍ବା ବାସନ । ତମ୍ବା ବାସନରେ ମାଟି ପାତ୍ର ଭଳି ଖୁବ ସାରା ଉପକାରୀ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ । ରାତିରେ ଏକ ତମ୍ବା ପାତ୍ରରେ…
Read More...

ନିତିଦିନିଆ ଜୀବନରେ ଏସବୁ ଅଭ୍ୟାସରେ ଆପଣ ଲିପ୍ତ ନୁହନ୍ତି ତ ? ତେବେ ସାବଧାନ ହେପାଟାଇସିସ୍ ସଂକ୍ରମଣର ଶିକାର…

ଆମ ସମାଜରେ ଆଜି ବି ଅନେକ ଲୋକ ହେପାଟାଇଟିସର ନାଆଁ ଶୁଣିଲେ ଡରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ହେପାଟାଇସିସ୍ ରେ ସଂକ୍ରମିତ ହେଉଛି । ଏଥିମାନଙ୍କ ମଧ୍ୟରୁ ବହୁ ଲୋକ ମୃତ୍ୟୁ ମୁଖରେ ପଡନ୍ତି । ହେପାଟାଇଟିସର ଭୂତାଣୁ ୫ ପ୍ରକାରର । ଏଗୁଡ଼ିକ…
Read More...

୮୦୦ କ୍ୟାଲୋରୀର ଏହି ଡାଏଟ ଆପଣଙ୍କ ଜୀବନରେ ଆଣିବ ଚମତ୍କାର ! ୩ ଗୁଣା ଅଧିକ କରିବ କାମ,ଖୁବଶୀଘ୍ର ହେବେ ସ୍ଲିମ୍ ।

ଆଜିକାଲିର ବ୍ୟସ୍ତବହୁଳତା ଜୀବନ ଭିତରେ ଲୋକଙ୍କୁ ବ୍ୟାୟାମ କରିବାକୁ ଟାଇମ୍ ମିଳୁନାହିଁ । ଅଫିସରେ ଆଠ,ନଅ ଘଣ୍ଟା ବସି ବସି ଲୋକ ମେଦବହୁଳତାର ଶିକାର ପାଲଟୁଛନ୍ତି । କହିବାକୁ ଗଲେ ମେଦବହୁଳତା ଯେଭଳି ବର୍ତ୍ତମାନର ଏକ ବଡ ସମସ୍ୟା ପାଲଟିଛି । ତେବେ କିଛି ଲୋକ ଏଥିପାଇଁ ଡାଇଟିଙ୍ଗ୍ ଏବଂ ଜିମ୍…
Read More...

ପାଣି ପିଇବାର ଶୈଳୀ ସ୍ୱାସ୍ଥ୍ୟ ଉପରେ ପକାଏ ପ୍ରଭାବ : ଜାଣନ୍ତୁ ଛିଡା ହୋଇ ଓ ବସି କି ପାଣି ପିଇଲେ କ’ଣ ହୁଏ ?

ପାଣି ପିଇବା ଶରୀର ପାଇଁ ନିହତି ଆବଶ୍ୟକ। ଶୋଷ ଲାଗିଲେ ଏହାକୁ ମେଣ୍ଟାଇବା ଲାଗି ପାଣିରୁ ଭଲ ଜିନିଷ ଆଉ କିଛି ନ ଥାଏ । ଆମେ ପ୍ରତିଦିନ ପାଣି ପିଉ, କିନ୍ତୁ ଠିକ୍ ଶୈଳୀରେ ପାଣି ନ ପିଇଲେ ଆମ ଶରୀର ଉପରେ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଦିନକୁ ଅତି କମ୍‌ରେ ୮…
Read More...

କାର୍ ଚଲାଇବା ସମୟରେ ହଠାତ୍ ଦୂର୍ଘଟଣାର ସମ୍ମୁଖୀନ ହେଲେ କିଭଳି ବଞ୍ଚାଇବେ ନିଜର ତଥା ପରିବାରର ଜୀବନ ! ଜାଣିରଖନ୍ତୁ…

କାର୍ ଚଲାଇବାକୁ ବହୁତ ଲୋକ ଭଲ ପାଆନ୍ତି କିନ୍ତୁ ଯଦି ଆପଣ କାର୍ ଚଲାଉଛନ୍ତି ଏବଂ ଏହାର ଫିଚର୍ ସମ୍ବନ୍ଧରେ ସେତେଟା ଜାଣିନାହାନ୍ତି ତେବେ ଆପଣଙ୍କ ପାଇଁ ଏହା ଖୁବ୍ କ୍ଷତିକାରକ ହୋଇପାରେ । ରାସ୍ତାରେ କାର୍ ଚଲାଉଥିବା ସମୟରେ ଯଦି ଦୁର୍ଭାବ୍ୟବଶତଃ କୌଣସି ଦୂର୍ଘଟଣା ଘଟିଯାଏ,ତେବେ କାର୍ ଭିତରେ…
Read More...