Browsing Category

ଜୀବନଚର୍ଯ୍ୟା

ଚେଷ୍ଟା କରି ମଧ୍ୟ ବନ୍ଧ୍ୟାପଣ କବଳରେ କବଳିତ ହୋଇଥିଲେ ଏହି ମଞ୍ଜିକୁ ବ୍ୟବହାର କରିଦେଖନ୍ତୁ ! ଗର୍ଭଧାରଣାର କ୍ଷମତା…

ବିବାହ ପରେ ମା’ ବାପାର ଡାକ ଶୁଣିବାକୁ ପ୍ରତିଟି ଦମ୍ପତିଙ୍କ ମନରେ ଇଚ୍ଛା ଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ଦମ୍ପତି ଏହି ସୁଖରୁ ବଚିଂତ ହୁଅନ୍ତି ଏବଂ ସମାଜ,ପରିବାରରୁ ବିଭିନ୍ନ ଗଞ୍ଜଣା ଶୁଣନ୍ତି । ଅନେକ ଚେଷ୍ଟା ପରେ ମଧ୍ୟ କୋଳରେ ପିଲାଟିଏ ନ ଆସିବାର ଦୁଃଖ ଜଣେ ମା’ଠାରୁ ଅଧିକ କିଏ ବା…
Read More...

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ବ୍ରୋକଲି, ଶରୀରରୁ ଦୂର କରିଥାଏ ଏସବୁ ସମସ୍ୟା

ବ୍ରୋକଲିର ସ୍ୱାଦ ଭଲ ଲାଗୁନଥାଇପାରେ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ବିଦେଶରେ ଏହାକୁ ଲୋକେ ଅଧିକ ମାତ୍ରାରେ ଖାଇଥାନ୍ତି । କିନ୍ତୁ ଏଥିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ପରେ ଆପଣ ଏହାକୁ ସବୁବେଳେ ଖାଇବା ଆରମ୍ଭ କରିବେ । କିଛି ଲୋକ ଏହାକୁ ତରକାରୀ କରି…
Read More...

ଆଜି ଅର୍ନ୍ତଜାତୀୟ କୁଷ୍ଠ ଦିବସ : ଜାଣନ୍ତୁ କୁଷ୍ଠ ରୋଗ ବ୍ୟାପିବାର କାରଣ ଓ ଏହାର ନିରାକରଣ

କୁଷ୍ଠ ଏକ ଦୀର୍ଘ ସ୍ଥାୟୀ ରୋଗ ଯାହାକୁ ଇଂରାଜୀରେ ଲେପ୍ରୋସି ବା ହାନସେନ୍ ରୋଗ କହନ୍ତି । ମାଇକୋବ୍ୟାକ୍ଟେରିଅମ ଲେପ୍ରି (Mycobacterium leprae) ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ (Mycobacterium lepromatosis) ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆଦ୍ୱାରା ଏହି ରୋଗ ହୁଏ । ଏହି…
Read More...

ଜ୍ୱର ହେବା ସମୟରେ ରୋଗୀର ମୁଣ୍ଡରେ ଓଦା ପଟି ରଖୁଛନ୍ତି କି? ତେବେ ଜାଣିରଖନ୍ତୁ ଏଭଳି କରିବା କେତେ ଦୂର ଠିକ୍

ଋତୁ ଯାହା ହେଉନା କାହିଁକି, ଯେବେବି ଆମକୁ କିମ୍ବା ଆମ ପରିବାରରେ କାହାକୁ ଜ୍ୱର ହୁଏ, ଆମେ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇଥାଉ ସତ ହେଲେ କିଛି ସ୍ଥିତିରେ ମେଡିସିନ ବି କାମ କରିବା ବନ୍ଦ କରିଦେଇଥାଏ । ଆଉ ଏଭଳି ପରିସ୍ଥିତିରେ ଆମେ ରୋଗୀର କପଡାରେ ଓଦା ପଟି ରଖନ୍ତୁ , ଯାହାଦ୍ୱାରା ଶରୀରର…
Read More...

କର୍ମବ୍ୟସ୍ତତା କିମ୍ବା ଅନାଗ୍ରହ କାରଣରୁ ସକାଳ ଜଳଖିଆକୁ ଅଣଦେଖା କରୁଥିବା ଲୋକଙ୍କ ପାଇଁ କିଛି ଖାସ୍ କଥା! ବ୍ୟସ୍ତତା…

ଅଧିକାଂଶ ଲୋକ ସକାଳ ଜଳଖିଆକୁ ବିଶେଷ ଗୁରୁତ୍ୱ ଦେଇନଥାନ୍ତି। ପ୍ରାୟତଃ ସକାଳ ଜଳଖିଆକୁ ବାଦ୍ ଦେଇ ଲୋକେ ସିଧା ମଧ୍ୟାହ୍ନ ଭୋଜନ କରିଥାନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ଉପରେ ଖୁବ୍ ଜୋର୍ ପ୍ରଭାବ ପକାଇଥାଏ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କେବେ କେବେ ରାତ୍ର ଭୋଜନକୁ ବାଦ୍ ଦେଲେ ଚଳିବ…
Read More...

ମୁହଁରେ ଉଠୁଥିବା କେଶକୁ ନେଇ ଚିନ୍ତିତ କି ? ତେବେ ବ୍ୟବହାର କରନ୍ତୁ କିଛି ଉପଚାର

ସାଧାରଣତଃ ଆଜିକାଲି ଝିଅମାନେ ସେମାନଙ୍କ ଅପର୍ ଲିପ୍ ବା ଓଠର ଉପରିଭାଗରେ ହେଉଥିବା କେଶକୁ ନେଇ ଚିନ୍ତାରେ ରହୁଛନ୍ତି । କାହିଁକି ନା ଏଥିପାଇଁ ସେମାନଙ୍କୁ ଅନେକ ସମୟରେ ଅନ୍ୟର ମଜାର କାରଣ ବନିବାକୁ ପଡ଼ୁଛି । ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ…
Read More...

ଅନ୍ୟ ଅଙ୍ଗ ତୁଳନାରେ ବେକ କଳା ଦେଖାଯାଉଥିଲେ ଆପଣାନ୍ତୁ ଏହି ଟିପ୍ସ ! ଦୂରେଇଯିବ ଚିହ୍ନ ।

ଆପଣଙ୍କ ମୁହଁର ରଙ୍ଗ ଧଳା ଥିବ ଓ ଆପଣ ସୁନ୍ଦର ଦେଖାଯାଉଥିବେ, ହେଲେ ଯଦି ବେକର ରଙ୍ଗ କଳା ହୋଇଯାଉଛି ତା’ହେଲେ ଆପଣ ଯେତେ ସୁନ୍ଦର ଥିଲେ ମଧ୍ୟ କେତେ ଖରାପ ଦେଖାଯିବେ କେବେ ଚିନ୍ତା କରିଛନ୍ତି? ବେକ କଳା ପଡ଼ିବାର ସାଧାରଣ କାରଣ ହେଉଛି ପରିଷ୍କାର ନ ରହିବା। ଏହା ସହ ଆହୁରି ଅନେକ କାରଣ ହୋଇଥାଏ…
Read More...

ସାବଧାନ ହୋଇଯାଆନ୍ତୁ ପୁରୁଷଙ୍କ କ୍ଷେତ୍ରରେ ଦ୍ରୁତଗତିରେ ବଢୁଛି ଏହି ରୋଗ ! ଅବହେଳା କଲେ ହୋଇପାରେ କର୍କଟ ରୋଗ ।

କର୍କଟ ଏପରି ଏକ ରୋଗ ଯାହାକି ଧୀରେଧୀରେ ମହାମାରୀର ରୂପ ନେଉଛି। ନିକଟରେ ଏକ ରିପୋର୍ଟରେ ୧୦୦ ରୁ ଊର୍ଧ୍ୱ ପ୍ରକାରର କର୍କଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବସବାସ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ମସ୍ତିଷ୍କ, ଗଳା, ଗାଲ, ପ୍ରୋଷ୍ଟେଟ ଆଦି କର୍କଟ ମାମଲା ସାମ୍ନାକୁ ଆସିଛି। ସେହିପରି…
Read More...

କୋଷ୍ଠ କାଠିନ୍ୟ,ପେଟର ଚର୍ବି ଏବଂ ଆଣ୍ଠୁ ଯନ୍ତ୍ରଣାରୁ ଉପସମ ପାଇବାକୁ ଚାହୁଁଥିଲେ , ଆପଣାନ୍ତୁ ଏହି ସରଳ ଉପାୟ । 

ଆଜିକାଲିର ବ୍ୟସ୍ତ ଜୀବନ ଶୈଳୀରେ ଅନେକ ଲୋକ ନିଜର ପେଟ ବଢିବା,ପେଟର ଚର୍ବି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି । ଆଉ କେତେକ ଲୋକଙ୍କର କୋଷ୍ଠ କାଠିନ୍ୟତାର ସମସ୍ୟା ବି ରହୁଛି । ତା’ଛଡା ପିଠି ଓ ଆଣ୍ଠୁ ଯନ୍ତ୍ରଣା ମଧ୍ୟ ଅନେକ ଲୋକଙ୍କୁ କଷ୍ଟ ଦେଇଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ବି ଏଭଳି କିଛି…
Read More...

ହଳଦିଆ ଦାନ୍ତ ପାଇଁ ଚିନ୍ତିତ ଥିଲେ ଆପଣାନ୍ତୁ ଏହି ଉପାୟ ! ଦାନ୍ତ ହେବ ଧଳା ।

ଆଜିକାଲି ଅଧିକାଂଶ ଲୋକ ନିଜର ହଳଦିଆ ଦାନ୍ତକୁ ନେଇ ଚିନ୍ତିତ ଅଛନ୍ତି। ସେମାନେ କିପରି ଦାନ୍ତକୁ ଚକ୍ଚକ୍ କରିବେ,ସେଥିପାଇଁ ଦନ୍ତ ଚିକିତ୍ସକଙ୍କ ପାଖକୁ ବି ଯାଇଥାନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଏହାର ଘରୋଇ ଉପାୟ ଅଛି। ଏହାର ଅବଲମ୍ବନ କଲେ ଦାନ୍ତ ଧଳା ଓ ଚକ୍ ଚକ୍ ଦିଶିବ। ପ୍ରଥମ କଥା…
Read More...