Browsing Category

ମନୋରଞ୍ଜନ

‘ବାଗୀ-୨’ର ନୂଆ ଗୀତ ହେଲା ରିଲିଜ , ‘ମୁଣ୍ଡିଆ ତୋ ବଚ କେ’ରେ ଦର୍ଶକଙ୍କୁ ଝୁମେଇବେ ଟାଇଗର ଏବଂ ଦିଶା

ବଲିଉଡ ଫିଲ୍ମରେ ପୁରୁଣା ଗୀତର ରିମେକ୍ ଟ୍ରେଣ୍ଡ ବର୍ତ୍ତମାନ ଚାଲିଛି । ଫିଲ୍ମ ‘ବାର ବାର ଦେଖୋ’ର ‘କାଲା ଚସମା’ ଠାରୁ ଆରମ୍ଭ କରି ‘ଆଶିକ ବନାୟା ଆପନେ’ ପର୍ଯ୍ୟନ୍ତ ପୁରୁଣା ଗୀତର ରିମେକ ଦେଖିବାକୁ ମିଳୁଛି । ବର୍ତ୍ତମାନ ଫିଲ୍ମ ‘ବାଗୀ-୨’ର ନୂଆ ଗୀତ ରିଲିଜ ହୋଇଛି । ଏହି ଗୀତଟି ସୁପରହିଟ…
Read More...

ହୋଲି ପାଇଁ ରେଡିଓ ଚକଲେଟ ଆଣି ଦେଇଛି ଏକ ଚକଲେଟ ସଂଗୀତ । ହୋଲି ରେ ରିଲିଜ ହେବ ଏହି ଗୀତ ।

ରେଡିଓ ଚକଲେଟ ସାରା ଓଡିଶାର ପ୍ରିୟ ଏଫ ଏମ ଚ୍ୟାନେଲ । ସାରା ଓଡିଶାବାସୀ ଏହି ଚ୍ୟାନେଲକୁ ପସନ୍ଦ କରିଥିବାରୁ ଆଜି ଏକ ଶୀର୍ଷସ୍ତରରେ ନିଜର ଅଧିକାରତ୍ୱ ବିସ୍ତାର କରିବାରେ ସକ୍ଷମ ହୋଇପାରିଛି । ସେହିଭଳି ଏଥର ହୋଲିରେ ଚକଲେଟ ରେଡିଓ ଆଣି ଦେଇଛି ଏକ ଚକଲେଟ ସଂଗୀତ । ଯାହା ଆପଣଙ୍କ ହୋଲିର ମଜାକୁ…
Read More...

କେବଳ ଶ୍ରୀଦେବୀ ନୁହଁନ୍ତି ବରଂ ବିଶ୍ୱର ଏହି ସମସ୍ତ ପ୍ରସିଦ୍ଧ ତାରକାମାନଙ୍କର ଜୀବନ ନେଇଥିଲା ବାଥଟବ

ବାଥ ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ,ଏହିଭଳି ଘଟଣା ଆମେରିକା ଏବଂ ଜାପାନରେ ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି । ଏଭଳି କେତେକ ସେଲିବ୍ରେଟୀ ଅଛନ୍ତି ଯେଉଁମାନେ ବାଥଟବରେ ବୁଡ଼ି ପ୍ରାଣ ହରାଇଛନ୍ତି । •…
Read More...

୯ ମାର୍ଚ୍ଚଠାରୁ ରିଲିଜ ହେବ ନାହିଁ କୌଣସି ବି ସିନେମା ! ହେଲେ କାହିଁକି ?

ପ୍ରକୃତ ଘଟଣାଟି ହେଲା, ଏଭଳି କଟକଣା ଜାରି ହୋଇଛି କର୍ଣ୍ଣାଟକ ଭଳି ରାଜ୍ୟରେ । ତେବେ କର୍ଣ୍ଣାଟକ ସିନେପ୍ରେମୀଙ୍କ ପାଇଁ ଏହା ଏକ ଚିନ୍ତାଜନକ ବିଷୟ ହୋଇପାରେ । ବାସ୍ତବରେ ଆସନ୍ତା ସପ୍ତାହ ୯ ମାର୍ଚ୍ଚରୁ କର୍ଣ୍ଣାଟକର ପ୍ରେକ୍ଷାଳୟରେ କୌଣସି ବି ଦକ୍ଷିଣ ଭାରତୀୟ ସିନେମା ପ୍ରଦର୍ଶନ ହେବ ନାହିଁ…
Read More...

ଶ୍ରୀଦେବୀଙ୍କ ପାଇଁ ମନର କଥାକୁ ଚିଠିରେ ଲେଖିଲେ ସ୍ୱାମୀ ବୋନି କପୁର ! ଜଣେ ବନ୍ଧୁ, ପତ୍ନୀ ଓ ଦୁଇ ଝିଅଙ୍କ ମା’କୁ…

ନିଜ ପତ୍ନୀ ଶ୍ରୀଦେବୀଙ୍କ ଉଦ୍ଦେଶ୍ୟରେ ଅତି ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି ସ୍ୱାମୀ ବୋନି କପୁର । ଶ୍ରୀଦେବୀଙ୍କ ଟ୍ୱିଟର ପେଜରେ ଶେଷ ପୋଷ୍ଟିଂ କରିଛନ୍ତି ବୋନି । ସେ ଲେଖିଛନ୍ତି, ଶ୍ରୀଦେବୀ ଥିଲେ ତାଙ୍କ ପାଇଁ ସବୁକିଛି । ତାଙ୍କର ଚାରିପଟେ ତାଙ୍କ ପରିବାର ଘୁରୁଥିଲା ବୋଲି ବର୍ଣ୍ଣନା…
Read More...

ଜ୍ୟାକଲିନ ହେଲେ ଟ୍ରୋଲ : ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ହସିବା ପଡିଲା ମହଙ୍ଗା

ହସ ହିଁ ବିପଦର କାରଣ ହୋଇଯିବ ବୋଲି କିଏ ଜାଣିଥିଲା । ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ହସି ବିପଦରେ ପଡିଯାଇଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ । ସେ ଯେତେବେଳେ ଅନ୍ତିମ ସଂସ୍କାରରେ ପହଂଚିଥିଲେ, କାରରୁ ଓହ୍ଲାଇବା ପରେ ହସି ହସି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ।…
Read More...

ଶ୍ରୀଦେବୀ ଶେଷକୃତ୍ୟ ପରେ ଭାବବିହ୍ୱଳ ଚିଠି ଲେଖିଲେ ସ୍ୱାମୀ ବୋନି କପୁର : ଲେଖିଲେ, ଜଣେ ବନ୍ଧୁ, ପତ୍ନୀ ଓ ଦୁଇ ଝିଅଙ୍କ…

ବିଶିଷ୍ଟ ସିନେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷ ସଂସ୍କାର ରାଷ୍ଟ୍ରୀୟ ସମ୍ମାନର ସହ ଶେଷ ହୋଇଛି । ଏଥିରେ ସମସ୍ତ ବଲିଉଡ ଏକାଠି ହୋଇଥିବା ଦେଖାଯାଇଥିଲା । ଶ୍ରୀଦେବୀଙ୍କ ପରଲୋକ ପରେ ପ୍ରଥମ ଥର ପାଇଁ ନିଜ ଶୋକ ପ୍ରକାଶ କରି ଏକ ଲମ୍ବା ଚିଠି ଲେଖିଛନ୍ତ ସ୍ୱାମୀ ବୋନି କପୁର । ଏହାକୁ ଟ୍ୱିଟରରେ ସେ…
Read More...

ବୁଦ୍ଧାଦିତ୍ୟ ଅଭିନୀତ ପ୍ରଥମ ଫିଲ୍ମ ଆଜି ବି ହୋଇନି ରିଲିଜ : ଏହି ଓଡ଼ିଆ ସିନେମା ପାଇଁ ପ୍ରଥମେ କ୍ୟାମେରା ଫେସ କରିଥିଲେ…

ଓଲିଉଡର ଜଣେ ଆଗଧାଡ଼ିର ନାୟକ ହେଲେ ବୁଦ୍ଧାଦିତ୍ୟ ମହାନ୍ତି । ସେ ‘ଆଇ ଲଭ୍ ମାଇଁ ଇଣ୍ଡିଆ’ରୁ ଆରମ୍ଭ କରି ‘ବାଏ ବାଏ ଦୁବାଇ’ଯାଏଁ ବେଶ କେତୋଟି ଓଡ଼ିଆ ଛବିରେ ଅଭିନୟ କରି ସାରିଲେଣି । ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ‘ଆଇ ଲଭ୍ ମାଇଁ ଇଣ୍ଡିଆ’ ହେଲା…
Read More...

ଲାଲ୍ ଶାଢ଼ୀରେ ଦୁନିଆରୁ ବିଦାୟ ନେଲେ ଶ୍ରୀଦେବୀ ! ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ସରିଲା ଲେଡି ସୁପରଷ୍ଟାରଙ୍କ ଅନ୍ତିମ…

କନକ ବ୍ୟୁରୋ :  ଲାଲ ଶାଢୀ, ମଥାରେ ଶୋଭା ପାଉଥିଲା ଲାଲ ବିନ୍ଦି । ବୋହୁ ବୋହୁକା ବେଶ । ଯେମିତି ଚମକୁଥିଲେ ଚଳଚିତ୍ର ପରଦାରେ, ସେମିତି ଲାଲ ଟୁକଟୁକ୍ ବେଶରେ ସଜାଇ ହୋଇଥିଲେ ଶ୍ରୀଦେବୀ । ଏହି ଶେଷ ଫଟୋ ସମସ୍ତଙ୍କ ମନରେ ରହିଯିବ, କେବେ ବି ଭୁଲି ପାରିବେନି ଶ୍ରୀଦେବୀଙ୍କ ଫ୍ୟାନ ଫଲୋୟର ।…
Read More...

ଶେଷ ଯାତ୍ରାରେ ଶ୍ରୀଦେବୀ : ଲେଡି ସୁପରଷ୍ଟାରଙ୍କୁ ମିଳିଲା ରାଷ୍ଟ୍ରୀୟ ମର୍ଯ୍ୟାଦା, ମୁମ୍ବାଇ କ୍ଲବ୍ ହାଉସରେ ଅନ୍ତିମ…

ଶେଷ ଯାତ୍ରାରେ ଶ୍ରୀଦେବୀ । ଶ୍ରୀଦେବୀଙ୍କୁ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା । ସେଲିବ୍ରେସନ କ୍ଲବରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି । ତାଙ୍କ ମରଶରୀରରେ ତ୍ରିରଙ୍ଗା ଘୋଡାଯାଇ ଶେଷ ଶୋଭାଯାତ୍ରା ବାହାରିଛି । ଲାଲ ରଙ୍ଗର ଶାଢୀରେ ତାଙ୍କୁ ସଜାଯାଇ ଶେଷ ବିଦାୟ ଦିଆଯାଉଛି । ଏକ…
Read More...