ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସିବିଆଇରେ ଏତଲା : ଭୁବନେଶ୍ୱର କାର୍ଯ୍ୟାଳୟରେ ଏଫଆଇଆର ଦେଲା ଶ୍ରୀ ଜଗନ୍ନାଥ ସେନା; ପୁରୀ ଜିଳ୍ଲାପାଳ, ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ଓବିସିସି ସହ ଠିକା ସଂସ୍ଥା ଟଟା ବିରୋଧରେ ଅଭିଯୋଗ

17