ବାପାଙ୍କୁ ମୋ ବସରୁ ଠେଲିଦେବା ଅଭିଯୋଗରେ ଥାନାରେ ଫେରାଦ ହେଲେ ପୁଅ : ମଂଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କଲେ ନିର୍ମଳେନ୍ଦୁଙ୍କ ପୁଅ ସିବାଶିଷ ପରିଡା; ୧୬ନମ୍ବର ମୋ ବସର କର୍ମଚାରୀଙ୍କ ବିରୋଧରେ ଏତଲା

8