ସାରା ରାଜ୍ୟକୁ କଲବଲ କରୁଛି ଖରା : ରାତି ପାହୁପାହୁ ବଢୁଛି ତାତି, ଉତରରୁ ପଶ୍ଚିମ ସବୁଠି ଜାରି ରହିଛି ଗ୍ରୀଷ୍ମ ଲହରି; ଆଜିଠୁ ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

8