ଟିକେଟ୍ ଫେରାଇଲେ ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । କ୍ୟାମ୍ପେନିଂ ପାଇଁ ଦଳ ଫଣ୍ଡିଙ୍ଗ ନକରିବାରୁ ଫେରାଇଲେ ଟିକେଟ୍ । କହିଲେ ଫଣ୍ଡିଙ୍ଗ ବିନା କ୍ୟାମ୍ପେନିଙ୍ଗ ଅସମ୍ଭବ ।

4