ଗୁଜରାଟରେ ଅନ୍ତିମ ପର୍ଯ୍ୟାୟ ମତଦାନ : ଅହମ୍ମଦାବାଦ ନିଶାନ ପବ୍ଲିକ୍ ସ୍କୁଲରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ , ସେପଟେ ଅହମ୍ମଦାବାଦ ନାରନପୁରାରେ ମତଦାନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ; ବିକାଶ ନାଁରେ ଭୋଟ ଦେବାକୁ କଲେ ଅପିଲ୍

15