ଶନିବାର ଓ ରବିବାର ସଟ୍ଡାଉନ୍ରେ ନୂଆ ଗାଇଡ୍ଲାଇନ୍ : ଏଟିଏମ, ବିମାନ ବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଂଡ ଖୋଲା । ରେଷ୍ଟୁରାଂଟ ହୋମ-ଡେଲିଭରି ପାଇଁ ଅନୁମତି । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବାଂଟିପାରିବେ ହକର

10