ଏସୀୟ ଦୌଡ଼କୁଦ ପ୍ରତିଯୋଗୀତାର ଶୁଭାରମ୍ଭ : ଶଙ୍କର ମହାଦେବନ ଗାଇଲେ ରଙ୍ଗବତୀ ଗୀତ

45

କନକ ବ୍ୟୁରୋ : ଭୁୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସୀୟ ଦୈାଡ଼କୁଦ ପ୍ରତିଯୋଗିତା ଆରମ୍ଭ । ଏଥିରେ ଭାଗ ନେଉଛନ୍ତି ୪୫ ଦେଶର ୬୦୦ରୁ ଅଧିକ ପ୍ରତିଯୋଗୀ । ଏସିଆନ୍ ଆଥଲେଟିକ୍ ମିଟ୍ ମଂଚରେ ବଲିଉଡର ବିଶିଷ୍ଟ ଗାୟକ ଶଂକର ମହାଦେବନ ପରିବେଷଣ କରିଛନ୍ତି ରଙ୍ଗବତୀ ଗୀତ । କଳିଙ୍ଗ ଷ୍ଟାଡିୟମରେ ‘ରଙ୍ଗବତୀ’ ଗୀତର ଧୁନ୍ ରେ ଝୁମିଲେ ଦର୍ଶକ । ଯାହାକୁ ଶୁଣିଲା ସାରା ଏସିଆ ମହାଦେଶ ।