ଆସିଲା ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା । ରାଉରକେଲରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ… ଜାଣନ୍ତୁ ଆଉ କିଏ କେଉଁଠୁ ହେଲେ ପ୍ରାର୍ଥୀ…

1,570

କନକ ବ୍ୟୁରୋ: ଆସିଲା ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା । ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସାରସକଣାରୁ ମିଳିଛି ଭାଦବ ହାଂସଦାଙ୍କୁ ଟିକେଟ୍ । ସେହିପରି
ଲକ୍ଷ୍ମୀପୁର- କୈଳାଶ କୁଲେସିକା
ପାଟଣା- ଅଖିଳ ଚନ୍ଦ୍ର ନାଏକ
ଚିତ୍ରକୋଣ୍ଡା-ଡମ୍ବରୁ ସୀସା
ଜଗତସିଂପୁର-ଅମରେନ୍ଦ୍ର ଦାସ
ଝରିଗାଁ -ନରସିଂହ ଭତ୍ରା
କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ ପ୍ରାର୍ଥୀ ହୋଇଛନ୍ତି ।