ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା ।   ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ ।

5,450

 କନକ ବ୍ୟୁରୋ: ଆସିଲା ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା । ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ । ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସେହିପରି…

ପାଟଣା : ଅଖିଳ ଚନ୍ଦ୍ର ନାଏକ

ସାରସକଣା : ଭାଦବ ହାଂସଦା

ରାଇରଙ୍ଗପୁର : ଜୋଲେନ ବାରଦା

ବାଙ୍ଗିରପୋଷୀ : ସଞ୍ଜଳି ମୁର୍ମୁ

କରଞ୍ଜିଆ : ପଦ୍ମଚରଣ ହାଇବୁରୁ

ଝରିଗାଁ : ନରସିଂହ ଭାତ୍ରା

ଡାବୁଗାଁ : ସୋମନାଥ ପୂଜାରୀ

ରାଜନଗର : ଲଳିତ ବେହେରା

ବାଲିକୁଦା-ଏରସମା : ସତ୍ୟ ସାରଥୀ ମହାନ୍ତି

ଜଗତସିଂହପୁର : ଅମରେନ୍ଦ୍ର ଦାସ

କାକଟପୁର : ବାଇଧର ମଲ୍ଲିକ

ରଣପୁର : ସୁରମା ପାଢୀ

ସାନଖେମୁଣ୍ଡି : ଉତ୍ତମ କୁମାର ପାଣିଗ୍ରାହୀ

ମୋହନା : ପ୍ରଶାନ୍ତ ମଲ୍ଲିକ

ବିଷମ କଟକ : ଜଗନ୍ନାଥ ନୁନ୍ଦ୍ରୁକା

ରାୟଗଡା : ବସନ୍ତ କୁମାର ଉଲ୍ଲାକା

ଲକ୍ଷ୍ମୀପୁର : କୈଳାଶ କୁଲେସିକା

କୋଟପାଡ : ରୁପୁ ଭତ୍ରା

ପଟାଙ୍ଗୀ : ଚୈତନ୍ୟ ନନ୍ଦିବଳୀ

ଚିତ୍ରକୋଣ୍ଡା : ଡମ୍ବରୁ ଶିଶା ପ୍ରାର୍ଥୀ ହୋଇଛନ୍ତି ।