ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀ ରାଜରାସ୍ତାରେ ଘନକୁହୁଡି । ଭୁବନେଶ୍ୱରରେ ଆଜି ସକାଳୁ ପ୍ରବଳ କୁହୁଡି ପଡିଛି । ମାତ୍ର ୧୦ ମିଟର ଦୂରକୁ ରାସ୍ତା ଦେଖା ଯାଉନାହିଁ । ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି । କୁହୁଡି ଯୋଗୁଁ ରାସ୍ତାରେ ଗାଡିଗୁଡିକ ଲାଇଟ୍ ଦେଇ ଯା’ ଆସ କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ହେବ ଏଭଳି କୁହୁଡୁ ପଡୁଥିବାର ଦେଖିବାକୁ ମିଳିଛି । ଆଉ ୩ ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି କୁହୁଡି ପଡିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ନ୍ୟୁଜ୍ ସହିତ ଘନକୁହୁଡି କେମିତି ଛାଇ ରହିଛି ରାଜଧାନୀର ଆକାଶରେ ଦେଖନ୍ତୁ ଏହି ଭିଡିଓରେ :