ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ : ୧୦୦୦ଫୁଟ ଉଚ୍ଚରେ ଉଡୁଥିଲା ବିମାନ

127

କନକ ବ୍ୟୁରୋ : ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ । ନିଆଁ ଲାଗିବା ପରେ ବିମାନର ଜରୁରୀକାଳୀନ ଅବତରଣ । ଏୟାର ଇଣ୍ଡିଆର ଆବୁଧାବି-କାଲିକଟ ଏକ୍ସପ୍ରେସ ବିମାନରେ ନିଆଁ ଲାଗି ଯାଇଥିଲା । ୧୦୦୦ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନ ଉଡୁଥିଲା । ତେବେ ବିମାନରେ ଥିବା ୧୮୪ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।