ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ । ଲୋକଙ୍କ ନିକଟତର ହେବା ପାଇଁ ପ୍ରଶାସନର ଉଦ୍ୟମ । ଚର୍ଚ୍ଚାରେ ଦୁଇ…

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶ ସରକାର ବିଭିନ୍ନ ଭତ୍ତା ବାବଦକୁ ୨୨୫୦ଟଙ୍କା ଦେଉଥିବାବେଳେ ଓଡ଼ିଶା ସରକାର ମାତ୍ର ୫ଶହ ଦେଉଛନ୍ତି। ପିଲାଙ୍କ ପାଠପଢା ଲାଗି ଜଗନ୍ନାନ୍‌ କିଟ୍‌ ପ୍ରଦାନ କରୁଛି ଆନ୍ଧ୍ର। ପଞ୍ଚାୟତ ନିର୍ବାଚନ ପୋଷ୍ଟରରେ ଆନ୍ଧ୍ରପ୍ରଦେଶ ଏହିଭଳି ‌ଭାବେ ଉଲ୍ଲେଖକରି ଲୋକମାନଙ୍କୁ…

ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆହୁରି ବିଳମ୍ବ ଘଟିବା ନେଇ ଆଶଙ୍କା । ଏଯାଏଁ ଚିହ୍ନଟ ହୋଇନି ୧୦ ଏକର…

କନକ ବ୍ୟୁରୋ : ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆହୁରି ବିଳମ୍ବ ଘଟିବା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟ ସରକାର ଯୋଗାଇ ଦେଇଥିବା ୧୦ ଏକର ଜମି ଏଯାଏଁ ଚିହ୍ନଟ ହୋଇପାରିନାହିଁ । ଗୋଟିଏ ପଟେ ଶିଳ୍ପାଂଚଳର ଘରୋଇ କମ୍ପାନୀ ଦ୍ୱାରା ଜମି ବେଆଇନ ଦଖଲ ହୋଇନାହିଁ ବୋଲି ତହସିଲଦାର…

ଉତ୍ତରଖଣ୍ଡ ଜଳପ୍ରଳୟ: ବର୍ତ୍ତମାନ ସୁଦ୍ଧା ୩୨ ଶବ ଜବତ । ଏବେ ବି ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି ।

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଚମୋଲିରେ ରବିବାର ହିମସ୍ଖଳନ ଫଳରେ ବଡ ଦୁର୍ଘଟଣା ଘଟିଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଏବେ ବି ଗାଏବ୍ ଅଛନ୍ତି । ସୂଚନା ମୁତାବକ ଏବେ ବି ପ୍ରାୟ ୨ ଶହ ପାଖାପାଖି ଲୋକଙ୍କ ପତ୍ତା ମିଳିପାରିନାହିଁ ।…

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ବିବାହ ଉତ୍ସବରେ ଫଟୋସୁଟ ବେଳେ ଫଟୋଗ୍ରାଫରଙ୍କୁ ବରର ମାଡ । ପଦାକୁ ଆସିଲା ଭିଡିଓର…

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏକ ବିବାହ ଉତ୍ସବରେ ବର ବଧୂଙ୍କ ଫଟୋସୁଟ ଚାଲିଛି । ଏହି ସମୟରେ ଫଟୋଗ୍ରାଫର ଜଣକ ବରକୁ ଅଣଦେଖା କରି କେବଳ ନୂଆବୋହୁର ଫଟୋ ଉଠାଇବା ସହ ତାଙ୍କୁ ଫଟୋ ପୋଜ ବତାଉଥିଲେ ହେଲେ ଏଥିରେ ଖପ୍ପା ହୋଇଯାଇଥିଲେ ବର । ଏବଂ…

ଜୋ ବାଇଡେନଙ୍କ ସହ ମୋଦୀଙ୍କ ଆଲୋଚନା । ଆଂଚଳିକ ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଂଚଳିକ ପ୍ରସଙ୍ଗ ଓ ଭାରତ ଆମେରିକା ଦ୍ୱିପାକ୍ଷିକ ପ୍ରସଙ୍ଗରେ ହୋଇଛି ଆଲୋଚନା । ଏହାସହ ଜଳବାୟୁ ପରିବର୍ତ୍ତନ ବିରୋଧରେ…

ଉତ୍ତରାଖଣ୍ଡ ତପୋବନରେ ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଏବେ ବି ଫସିଛନ୍ତି ୩୦ରୁ ଅଧିକ…

କନକ ବ୍ୟୁରୋ: ରବିବାର ଉତ୍ତରାଖଣ୍ଡ ହୋଇଥିବା ପ୍ରଳୟ ପରେ ଶତାଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ରେସକ୍ୟୁ ଅପରେସନ । ଦ୍ୱିତୀୟ ଟନେଲରୁ ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଂଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ରବିବାର ଭୟାନକ…