ଆଖିକୁ ଆସୁନି ନିଦ, ଚନ୍ଦ୍ରାୟନ-୨କୁ ଚାହିଁଛି ସାରା ଭାରତ । ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା

କନକ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା । ଘଣ୍ଟା କଣ୍ଟାର ଟିକଟିକ ଶବ୍ଦରେ କେତେବେଳେ ରାତି ୧ଟା ୫୫ ମିନିଟ ହେବ ଆଉ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରାୟନ ପାଦ ଥାପିବ । ବାସ୍ ତାପରେ ଇତିହାସ ରଚିବ ଇସ୍ରୋ । ଇତିହାସର ଅଭୁଲା ଅଧ୍ୟାୟରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇଯିବ ଭାରତର ନାଁ । ୪ର୍ଥ ଦେଶ…

ଭୋଟିଂରେ ଭାରି ବିରୋଧ: ମୋଟା ଅଙ୍କର ଜରିମାନାକୁ ଜୁଲମ କହିଲେ ସାଧାରଣ ଲୋକେ

କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସମସ୍ତଙ୍କ ଆଖିରୁ ନିଦ ହଜିଛି । ଟ୍ରାଫିକ ବ୍ୟବସ୍ଥା କଡାକଡି ହେବା ପରେ ଏବେ ସମସ୍ତଙ୍କ ମନଙ୍କ କୋକୁଆ ଭୟ ଖେଳି ଯାଇଛି । ଘରୁ ଗାଡି କାଢିଲା ବେଳକୁ ଶହେ ଥର ଭାବିବାକୁ ପଡୁଛି । କାରଣ ଛକ ଛକରେ ଛକି ବସିଛନ୍ତି ଟ୍ରାଫିକ ପୋଲିସ ଆଉ ଟିକେ…

ପୋଲିସ ବି ଭାଙ୍ଗନ୍ତି ନିୟମ: ଫୋନରେ ଗପିଲେ, କ୍ୟାମେରା ଦେଖି ହାତ ଯୋଡିଲେ…

କନକ ବ୍ୟୁରୋ: ଫୋନରେ ଗପିଲେ ୫ ହଜାର ଗଣିବେ । ନୂଆ ଟ୍ରାଫିକ ନିୟମ ଅନୁସାରେ ଯଦି ଆପଣ ଗାଡି ଚଳାଇଲା ବେଳେ ଫୋନରେ ଗପୁଥିବାର ଧରାପଡନ୍ତି ତେବେ ଆପଣଙ୍କୁ ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ । ତେଣୁ ଡ୍ରାଇଭିଂ କଲା ବେଳେ ଫୋନରେ ନଗପିବାକୁ ଟ୍ରାଫିକ ପୋଲିସ ସଚେତନ କରୁଛନ୍ତି । ମାତ୍ର ଏ…

କୋରାପୁଟ ସ୍କୁଲରେ ରାମଙ୍କ ଦୋକାନକୁ ନେଇ ଚର୍ଚ୍ଚା । ସ୍କୁଲରେ ମିଳୁଛି ସବୁ ପ୍ରକାର ପାଠପଢା ସାମଗ୍ରୀ

କନକ ବ୍ୟୁରୋ: ରାମଙ୍କ ଦୋକାନ ! ଏ କେଉଁ ବଜାର ହାଟର ପୂଜା ସାମଗ୍ରୀ ଦୋକାନର ନାଁ ନୁହେଁ । ବରଂ ଏହା ସ୍କୁଲ ଭିତରେ ଗଢି ଉଠିଥିବା ଏକ ଦୋକାନର ନାଁ । ଆଦିବାସୀ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏବଂ ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ଏଭଳି ଏକ ଦୋକାନର ପରିକଳ୍ପନା କରିଛନ୍ତି ଉକ୍ତ…

ମଦ ଦୋକାନରେ ମରୁଡି ! ନୂଆ ମୋଟରଯାନ ଆଇନ ଆସିବା ପରେ କମିଲା ବାର-ରେଷ୍ଟୁରାଣ୍ଟର ବେପାର

କନକ ବ୍ୟୁରୋ: ନିୟମ କଡାକଡି ହେଲା ମଦ ଦୋକାନରେ ଗହଳି କମିଲା । ନୂଆ ମୋଟରଯାନ ଆଇନ ଲାଗୁ ପରେ ମଦ ଦୋକାନରେ ଚଡକ ପଡିଲା । ଟ୍ରାଫିକ ବ୍ୟବସ୍ଥା ଟାଇଟ ହେବା ପରେ ମଦ ଦୋକାନରେ ଦେଖାଦେଇଛି ମରୁଡି ପରିସ୍ଥିତି । ପୂର୍ବରୁ ମଦ ଦୋକାନ, ବିୟର ବାର୍ ଏବଂ ରେଷ୍ଟୁରାଣ୍ଡରେ ଯେଉଁ ଗହଳି ଲାଗୁଥିଲା ନୂଆ…

ପଞ୍ଜାବରେ ଭୟଙ୍କର ବାଣ ବିସ୍ଫୋରଣ: ଚାଲିଗଲା ୧୫ ଜୀବନ

କନକ ବ୍ୟୁରୋ: ପଞ୍ଜାବର ଗୁରୁଦାସପୁରସ୍ଥିତ ବାଟାଲାଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ଅତିକମରେ ୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ବିବାହ ବାର୍ଷିକି ପାଳନ ଉତ୍ସବରେ ଏସବୁ…