ପାଇଖାନାରେ ପିଲା, ସ୍କୁଲରେ ତାଲା: ସ୍କୁଲରେ ପିଲା ଥାଇ ବି ତାଲା ପକାଇ ପଳାଇଗଲେ ପିଅନ । ବାଲେଶ୍ୱର ମହାବୀର ସ୍କୁଲରେ…

କନକ ବ୍ୟୁରୋ: ସ୍କଲରେ ପିଲା, ଗେଟରେ ତାଲା । ସ୍କୁଲରେ ପିଲା ଥିବା ସତ୍ୱେ ବି ଗେଟରେ ତାଲା ପକାଇ ପଳାଇଗଲେ ସ୍କୁଲ ପିଅନ ।ପିଲାଟି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପାଇଖାନା ଯାଇଥିଲା । ତେବେ ପାଇଖାନାରେ ଥିବା ବେଳେ ସ୍କୁଲ ଛୁଟି ହୋଇ ଯାଇଥିଲା । ଆଉ ପିଲାଟି ସ୍କୁଲରେ ହିଁ…

ସିଦ୍ଧାନ୍ତର ସଂକଳ୍ପ: ମୁଁ ମୋ ଗାଁ ପିଲାଙ୍କୁ ପାଠ ପଢାଇବି, ଶିକ୍ଷିତ କରାଇବି

କନକ ବ୍ୟୁରୋ: ଦୂର ଦିଗବଳୟରୁ ସୁନ୍ଦର ଦିଶୁଛି ସବୁଜିମାର ପାହାଡ । ଆଉ ପ୍ରକୃତି ଛାତିରେ ଛିଡା ହୋଇଥିବା ଏ ପାହାଡର ସୌନ୍ଦର୍ଯ୍ୟକୁ ଢାଙ୍କି ଦେଇଛି ଆକାଶର ବାଦଲ । ଠିକ୍ ସେମିତି ପାହାଡ ପାଖରେ ଥିବା ଏଇ ପବଲା ଗାଁକୁ ଦୀର୍ଘ ଶହେ ବର୍ଷ ହେବ ଢାଙ୍କି ଦେଇଥିଲା ଅଶିକ୍ଷାର ଓଦା ବାଦଲ । ଦଶ…

ପାଖରେ ଗାଡି କାଗଜପତ୍ର ନଥିଲେ ବି ଚାଲାଣ କଟିଛି କି? ତେବେ ୧୫ ଦିନ ମଧ୍ୟରେ ଗାଡି କାଗଜପତ୍ର ଦାଖଲ କରି ରଦ୍ଦ…

କନକ ବ୍ୟୁରୋ: ନୂଆ ମୋଟର ଭେଇକିଲ୍(ସଂଶୋଧିତ) ଆକ୍ଟ ୨୦୧୯ ଅଧୀନରେ ଅନେକ ଗାଡ଼ି ଚାଳକ ମୋଟା ଅଙ୍କର ଜରିମାନା ଦେଇ ସାରିଛନ୍ତି। କିଏ ଜାଣେ, ଆପଣ ବି କେତେବେଳେ ସେ ସମସ୍ୟାର ସମ୍ମୁଖୀନ ନହେବେ? ମାତ୍ର ଏହି ସମସ୍ୟାରୁ ମୁକୁଳିବା ପାଇଁ ଏକ ସୁବିଧା ବାଟ ରହିଛି। ମାତ୍ର ୧୦୦ ଟଙ୍କା ଜରିମାନା ଦେଇ…

ସାହସ ଦେଖାଇ ଜୀବନ ବଞ୍ଚାଇଥିଲେ, ମୁଖ୍ୟମନ୍ତ୍ରୀ ସମ୍ମାନିତ କଲେ । ଯାଜପୁର ସାହସୀ ଛାତ୍ରଙ୍କୁ ନେଇ ସବୁଠି ଚର୍ଚ୍ଚା

କନକ ବ୍ୟୁରୋ: ସାହସ ଦେଖାଇଲେ ସମ୍ମାନିତ ହେଲେ । ପୋଖରୀରେ ବୁଡିଯାଉଥିବା ଶିଶୁକୁ ଉଦ୍ଧାର କରି ପୁରସ୍କାର ପାଇଲେ ଯାଜପୁରର ୨ ଛାତ୍ର । ଅଷ୍ଟମ ଶ୍ରେଣୀରେ ପଢୁଥିବା ଦୁଇ ଛାତ୍ରଙ୍କ ଏଭଳି ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସାବାସୀ ଦେବା ସହ ସମ୍ମାନିତ କରିଛନ୍ତି ।…

ୟାଙ୍କୁ କିଏ ଧରୁଛ ଧର… ଟ୍ରାଫିକ ପୋଲିସ ଧରିବା ପୂର୍ବରୁ ପାଞ୍ଚଥର ଭାବିବେ । କାରଣ ହେଲମେଟରେ ଅଛି ସବୁ…

କନକ ବ୍ୟୁରୋ: ଟ୍ରାଫିକ ନିୟମ ଟାଇଟ ହେବା ପରେ ସବୁଠି ଚାଲିଛି ଧରପଗଡ । ନିୟମ ପରେ ପୋଲିସ- ପବ୍ଲିକ ମଧ୍ୟରେ ଛକାପଞ୍ଝା ଚାଲିଛି । ନିୟମରେ ଟିକେ ଭୁଲ ହେଲେ ସମସ୍ତଙ୍କୁ ଜରିମାନା ଦେବାର ଭୟ ଘାରିଛି । ତେଣୁ ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢିବାକୁ କେହି ଚାହୁଁନାହାନ୍ତି । ଆଉ ଘରୁ ଗାଡି…

ମାନସ ମଙ୍ଗରାଜ ପାଇଲେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସଂପର୍କ) ଭାବେ…

ଦାୟିତ୍ୱ ପରେ ପାହ୍ୟା ବାଂଟିଲେ ସରକାର । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସଂପର୍କ) ଭାବେ ଦାୟିତ୍ୱ ପାଇଥିବା ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଦାୟିତ୍ୱ ନେବା ଦିନଠାରୁ ସେ ରାଷ୍ଟ୍ରମନ୍ତ୍ରୀ ରାଙ୍କର ସମସ୍ତ ସୁବିଧା ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀଙ୍କ…