ଝିଅ ହେବା କଣ ପାପ ? ରାସ୍ତାରେ ଝିଅଟିଏ ଦେଖିଲେ ନୃଶଂସ ପାଲଟୁଛି ମଣିଷ, ଲୁଟିନେଉଛି ସର୍ବସ୍ୱ । ସୈତାନଙ୍କ ପାଇଁ ଝିଅ…

କନକ ବ୍ୟୁରୋ: ଝିଅ ହୋଇ ଜନ୍ମ ହେବା କଣ ଭୁଲ ? ମାଆଟିଏ ଝିଅକୁ ଜନ୍ମ ଦେବା କଣ ପାପ ? ସମାଜରେ ଝିଅମାନଙ୍କର ବଞ୍ଚି ରହିବାର କଣ ଅଧିକାର ନାହିଁ? ନା ବିନା ନାରୀରେ ବଞ୍ଚିଯିବ ଦୁନିଆ ? ନାରୀକୁ ଦେଖିଲେ ଏ ପୁରୁଷ ସମାଜ ନୃଶଂସ ପାଲଟିଯାଏ କାହିଁକି? ଘରେ ମାଆ ଭଉଣୀ ଥାଇ ବି ପର ଝିଅକୁ ଦେଖିଲେ…

ମନ୍ତ୍ରୀଙ୍କ ‘ପିଆଜ’ ଆଶ୍ୱାସନା: ମାସ ଶେଷ ସୁଦ୍ଧା ଦର କମିବ, ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ । କଂଗ୍ରେସର ୪୦ ଟଙ୍କିଆ…

କନକ ବ୍ୟୁରୋ: କମିବ ପିଆଜ ଦର । ମାସେ ଦୁଇ ମାସ ଭିତରେ ପିଆଜ ଦର କମିବା ନେଇ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ସୂଚନା । ଡିସେମ୍ବର ଶେଷ ସପ୍ତାହରେ କିମ୍ବା ଜାନୁୟାରୀ ପ୍ରଥମ ଆଡକୁ ନୂଆ ପିଆଜ ବାହାରିବ ଆଉ ତାହା ବଜାରକୁ ଆସିବ । ତେଣୁ ଦର ମନକୁମନ କମିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ…

ଏଣିକି ଅନଲାଇନରେ ମିଳିବ ଡ୍ରାଇଭିଙ୍ଗ ଲର୍ଣ୍ଣିଂ ଲାଇସେନ୍ସ । କାଗଜ ଲାଇସେନ୍ସକୁ ବନ୍ଦ କଲେ ଆରଟିଓ । ଫିଟନେସ୍…

କନକ ବ୍ୟୁରୋ: ବନ୍ଦ ହେଲା କାଗଜ ଲାଇସେନ୍ସ । କାଗଜ ଲାଇସେନ୍ସକୁ ବନ୍ଦ କଲେ ଆରଟିଓ । ଏଣିକି ଅନଲାଇନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ । ଫିଟ୍ନେସ ସାର୍ଟିଫିକେଟର ପ୍ରମାଣପତ୍ର ବି ଅନଲାଇନରେ ମିଳିବ । ତେବେ ଆ-ଲର୍ଣ୍ଣିଂ ନେଇ ଆଂଚଳିକ ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…

ଆସନ୍ତା ୭ରେ ଓଡିଶା ଆସିବେ ରାଷ୍ଟ୍ରପତି । ୮ରେ ବାଣୀବିହାରରେ ଯୋଗଦେବେ । ଗସ୍ତ ବେଳେ ମୁତୟନ ହେବେ ୫୦ ପ୍ଲାଟୁନ୍ ଫୋର୍ସ

କନକ ବ୍ୟୁରୋ: ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ୭ ତାରିଖରେ ଆସି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ । ଆଉ ତାପର ଦିନ ଅର୍ଥାତ ୮ ତାରିଖ ସକାଳେ ଖୋର୍ଦ୍ଧା ଯିବେ ରାମନାଥ କୋବିନ୍ଦ । ତେବେ…

ପିଆଜ ବିକିଲା କଂଗ୍ରେସ: ମାତ୍ର ୪୦ ଟଙ୍କାରେ ପିଆଜ ଦେଲା କଂଗ୍ରେସ । ଦର ଶସ୍ତା ଶୁଣି ମାଷ୍ଟରକ୍ୟାଣ୍ଟିନ ଧାଇଁଛନ୍ତି…

କନକ ବ୍ୟୁରୋ: ପିଆଜ ବିକିଲା କଂଗ୍ରେସ । ଶସ୍ତାରେ ଲୋକଙ୍କୁ ପିଆଜ ବିକିଲେ କଂଗ୍ରେସ ନେତା । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବୁଲିବୁଲି ଲୋକଙ୍କୁ ପିଆଜ ବିକୁଛି କଂଗ୍ରେସ । ପିଆଜର ଅହେତୁକ ଦର ବୃଦ୍ଧିକୁ ଭିନ୍ନ ଏକ ଭଙ୍ଗିରେ ପ୍ରତିବାଦ କରିଛି କଂଗ୍ରେସ । ତେବେ କଂଗ୍ରେସ ଶସ୍ତାରେ ପିଆଜ…

ଓଡିଶାରୁ ଗଲା ନିମନ୍ତ୍ରଣ, ଦିଲ୍ଲୀରୁ ଆସିଲା ଶୁଭେଚ୍ଛା । ବାହାଘର ପାଇଁ ନିମନ୍ତ୍ରଣ କରିଥିଲେ କଟକ ଝିଅ, ନିମନ୍ତ୍ରଣ…

କନକ ବ୍ୟୁରୋ: ଓଡିଆ ଝିଅର ନିମନ୍ତ୍ରଣ ରକ୍ଷା କଲେ ମୋଦି । କଟକ ଝିଅର କଥା ରଖି ନିମନ୍ତ୍ରଣ ପତ୍ରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ବାହାଘର ପୂର୍ବରୁ କଟକ ଯୁବତୀ ରଞ୍ଜିତା ନାୟକଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ଭରା ଚିଠି । ନୂଆ ଜୀବନ ଆରମ୍ଭ କରିବା…