ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ: ଆକ୍ରମଣାତ୍ମକ ମୁଦ୍ରାରେ ମୋଦୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଉପରେ ଆଜି ସମସ୍ତଙ୍କ ନଜର ଅଟକିଥିଲା । କାରଣ ଦୁଇମାସ ଭିତରେ ରାଜ୍ୟ ରାଜନୈତିକ ପାଣିପାଗରେ ଅନେକ ପରିବର୍ତନ ଆସିଛି । ବିଜେପି ଓ ବିଜେଡି ଏବେ ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେଉଛନ୍ତି । ତେଣୁ ମାର୍ଚ୍ଚ ୫ ଚଣ୍ଡିଖୋଲ ସଭାରେ…

କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର: ବିରାଟ ରାଲିରେ ଆସି କଲେ…

କନକ ବ୍ୟୁରୋ: କଟକ-ବାରବାଟୀ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର । ବିରାଟ ପଟୁଆରରେ ଆସି କଟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ଭରିଛନ୍ତି । ସମର୍ଥକଙ୍କ ସହ ଆସି ନିଜ ଶକ୍ତିପ୍ରଦର୍ଶନ କରିଛନ୍ତି ବିଜେପି ପ୍ରାର୍ଥୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ନେତା ଜୟରାମ ରମେଶଙ୍କ ସମାଲୋଚନା: ୩ଟି ପ୍ରସଙ୍ଗ ଉଠାଇ…

କନକ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତିନୋଟି ପ୍ରସଙ୍ଗରେ ମୋଦୀଙ୍କୁ ଘେରିଛନ୍ତି ଜୟରାମ ରମେଶ । ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନରେ ଅବହେଳା, ଏସସି-ଏସଟି…

ଭୁବନେଶ୍ୱରରୁ ତଡ଼ିପାର ହେଲା ଅପରାଧୀ: ୧୮୦ ଦିନ ପାଇଁ କାହ୍ନୁଚରଣ ଚମ୍ପତିକୁ ରାଜଧାନୀରୁ ବିଦା କଲା କମିଶନରେଟ ପୁଲିସ

କନକ ବ୍ୟୁରୋ: ଭୁବନେଶ୍ୱରରୁ ତଡ଼ିପାର ହେଲା ଅପରାଧୀ । ୧୮୦ ଦିନ ପାଇଁ ରସୁଲଗଡ଼ର କାହ୍ନୁଚରଣ ଚମ୍ପତିକୁ ରାଜଧାନୀରୁ ବିଦା କରିଛି କମିଶନରେଟ ପୁଲିସ । ଏକାଧିକ ଅପରାଧିକ ମାମଲାରେ ଜଡ଼ିତ କାହ୍ନୁଚରଣ ଚମ୍ପତି । ଏହି ତାଲିକାରେ ୨୫ରୁ ଅଧିକ ଅପରାଧୀ ଅଛନ୍ତି । ଏହି ଅପରାଧୀଙ୍କୁ ପୁଲିସ…

ପୁରୀରେ ଗରମ ରାଜନୈତିକ ପାଣିପାଗ: ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ 

କନକ ବ୍ୟୁରୋ: ନାମାଙ୍କନ ପତ୍ର ଦାଖଲ ବେଳେ ଗଣ୍ଡଗୋଳ । ପୁରୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ସ୍ୱାଧୀନ ପ୍ରାର୍ଥୀ ସୁଜିତ ମହାପାତ୍ର ନିଜ ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିବା ବେଳେ ହଟ୍ଟଗୋଳ ହୋଇଛି । ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ସେ ସ୍ୱାଧୀନ ଭାବେ ଆଜି…

କଳାବୈଶାଖୀ ଯୋଗୁଁ ବଦଳିଲା ପାଗ, ତାତିରୁ ଆଶ୍ୱସ୍ତି: ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ…

କନକ ବ୍ୟୁରୋ: କାଳବୈଶାଖୀ ଯୋଗୁଁ ବଦଳିଲା ପାଗ, ତାତିରୁ ଆଶ୍ୱସ୍ତି । କଟକ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ବି ଛିପ୍ ଛିପ୍ ବର୍ଷା ଆରମ୍ଭ ହୋଇଯାଇଛି । ବର୍ଷାକୁ ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୪ଜିଲ୍ଲାକୁ ଅରେଂଜ ଆଲର୍ଟ…