ପୂଜା ନହଲେ ମୂର୍ତ୍ତି କିଣିବ କିଏ ? ଆଗକୁ ଗଣେଶ ପୂଜା । ସଂକ୍ରମଣ ଭୟରେ ପାର୍ବଣ ଋତୁରେ ସାମୂହିକ ପୂଜା ନକରିବାକୁ…

କନକ ବ୍ୟୁରୋ : ପାଖେଇ ଆସୁଛି ଗଣେଶ ପୂଜା । ଗଜାନନଙ୍କ ପୂଜାରୁ ହିଁ ବର୍ଷର ପୂଜା ପର୍ବାଣ ଆରମ୍ଭ ହୁଏ । ହେଲେ ଏ ବର୍ଷ ସଂକ୍ରମଣ ଭୟରେ ପାର୍ବଣ ଋତୁରେ ସାମୂହିକ ପୂଜା ନକରିବାକୁ ସରକାରଙ୍କ ନିର୍ଦେଶ ରହିଛି । ଜୀବନ ବଂଚାଇବା ପାଇଁ ସରକାର ପୂଜା ଉପରେ କଟକଣା ଲାଗିଇଛନ୍ତି । ହେଲେ ଏହି କଟକଣା…

ସରକାରଙ୍କ ବନ୍ୟା ସତର୍କତା । ବନ୍ୟା ସ୍ଥିତି ୧୦ ଜିଲ୍ଲାର ଜିଲ୍ଳାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ । ଏସଆରସି…

କନକ ବ୍ୟୁରୋ : ବନ୍ୟା ସ୍ଥିତି ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି । ୧୦ ଜିଲ୍ଲାର ଜିଲ୍ଳାପାଳ ବୈଠକରେ ଯୋଗଦେଇଥିଲେ । ମାଲକାନଗିର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଦେବଗଡ, କେନ୍ଦ୍ରପଡା, ବରଗଡ, ସୁବର୍ଣ୍ଣପୁର, ଭଦ୍ରକ ଜିଲ୍ଲାପାଳଙ୍କ…

ଭୋକାଲ ଫର୍ ଲୋକାଲ୍ । ମହାମାରୀ ଆଣିଲା ସୁଯୋଗ । ମୋଦିଙ୍କ ସ୍ୱପ୍ନକୁ ସାକାର କଲେ ଦିବ୍ୟାଂଶୁ ମିତ୍ତଲ୍ 

କନକ ବ୍ୟୁରୋ : ମହାମାରୀ ସମୟରେ ତାଜନଗରୀର ଯୁବବ୍ୟବସାୟୀ ଲେଖିଲେ ପ୍ରେରଣାଦାୟୀ କାହାଣୀ । ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କଲେ ଆଗ୍ରାର ଦିବ୍ୟାଂଶୁ ମିତ୍ତଲ୍ । ସଂକ୍ରମଣ ବଢ଼ୁଥିବାରୁ ସାରା ଦେଶ ଲକଡାଉନରେ ରହିବା ପରେ ସେ କରୁଥିବା ଜୋତା ବ୍ୟବସାୟ ଠପ୍ ହୋଇଗଲା । ମୁଣ୍ଡ ଉପରେ ଥିବା…

ଫୁଲୁଛି ଗୋଦାବରୀ । ଆକଶ ମାର୍ଗରୁ ଗୋଦାବରୀ ନଦୀର ଚିତ୍ର । ଡ୍ରୋନରେ କଏଦ ହେଲା ମାଲକାନଗିରି ବନ୍ୟା ବିଭୀଷିକାର ଦୃଶ୍ୟ…

କନକ ବ୍ୟୁରୋ : ଫୁଲୁଛି ଗୋଦାବରୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମାଲକାନାଗିରି ଜିଲ୍ଲାର ଶେଷ ସୀମାରେ ପ୍ରବାହିତ ହେଉଥିବା ଗୋଦାବରୀ ନଦୀ ।  ଆକଶ ମାର୍ଗରୁ ଗୋଦାବରୀର ଦୃଶ୍ୟ, ଦେଖିଲେ ଯେ କେହି ବି ଭୟଭିତ ହେବେ । ଗୋଦାବରୀର ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲାବାସୀଙ୍କ ମନରେ ଆତଙ୍କ…

ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ୍ନ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ । ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା…

କନକ ବ୍ୟୁରୋ : ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷାରୁ ସେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥି ସହ ନିକଟରେ ତାଙ୍କ…

ଦୃଷ୍ଟିହୀନଙ୍କ ପାଇଁ ସମସ୍ୟା ପାଲଟିଛି କରୋନା ଭୂତାଣୁ । କୌଣସି ସାମଗ୍ରୀ ଛୁଇଁଲେ ଲାଗୁଛି ଡର, ସାମାଜିକ ଦୂରତା ଯୋଗୁଁ…

କନକ ବ୍ୟୁରୋ : କରୋନା ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । କାହାକୁ ଛୁଇଁବାକୁ କୌଣସି ମତେ ପ୍ରଶ୍ରୟ ନଦେବାକୁ ଦିଆଯାଉଛି ପରାମର୍ଶ । ଏହି ସମୟରେ ଦେଖିପାରୁ ନଥିବା ବ୍ୟକ୍ତି ପାଇଁ କେତେ ଅସୁବିଧା ସୃଷ୍ଟି ହେଉଥିବା ତାହା କଳନା କରିବା ବାହାରେ । କରୋନା କାଳରେ ଏମିତି ଜଣେ…