ଚିକିତ୍ସକଙ୍କୁ ମାନସିକ ଚାପରୁ ମିଳିବ ମୁକ୍ତି । ୨୨୦ଡାକ୍ତର ବୁଲିବେ ରାଜ୍ୟ ବାହାରର ପ୍ରମୁଖ ସ୍ଥାନ, ଓଟିଡିସିକୁ ଚିଠି…

କନକ ବ୍ୟୁରୋ : ଚିକିତ୍ସକଙ୍କୁ ମାନସିକ ଚାପରୁ ମିଳିବ ମୁକ୍ତି । ୨୨୦ଡାକ୍ତର ବୁଲିବେ ରାଜ୍ୟ ବାହାରର ପ୍ରମୁଖ ସ୍ଥାନ । ଓଟିଡିସି ପରିଚାଳକଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । କେରଳ, ବେଙ୍ଗାଲୁରୁ, ଗୁଜରାଟର ଆର୍ଟ ଅଫ୍ ଲିଭିଂ ଏବଂ କୋଏମ୍ବାଟୁରର ଇଶା ଯୋଗ ସଂସ୍ଥାନକୁ ଯାଇଁ ତାଲିମ ଓ…

ବିଶ୍ୱକପ୍ କ୍ରମରେ ପାକିସ୍ତାନ ପୂର୍ବ କ୍ୟାପଟେନଙ୍କ ବଡ ଖୋଲାସା । କହିଲେ ୫ ମାସ ହେବ ଖେଳାଳୀ ପାଇ ନାହାଁନ୍ତି ଦରମା

କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ ପାକିସ୍ତାନ ଟିମ୍ ପାଖାପାଖି ସେମିଫାଇନାଲରୁ ବାଦ ପଡିବାକୁ ଯାଉଛି । ଗତ ୪ଟି ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି । ବିଶ୍ୱକପରେ ପାକିସ୍ତାନ ମୋଟ ୬ଟି ମ୍ୟାଚ ଖେଳି ୨ ଟି ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିଛି । ଭାରତ ଓ…

ଏଥିକ୍ସ କମିଟି ତରଫରୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନୋଟିସ । କମିିଟି କହିଲା ଏହାପରେ ବଦଳା ଯାଇପାରିବନାହିଁ…

କନକ ବ୍ୟୁରୋ : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ଲାଗିଥିବା ଅଭିଯୋଗ ଉପରେ ଯାଂଚ କରୁଥିବା ଲୋକସଭାର ଏଥିକ୍ସ କମିଟି ଦ୍ୱିତୀୟ ନୋଟିସ ପଠାଇଛି । ପ୍ରଥମ ନୋଟିସରେ ମହୁଆଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ଆଦେଶ…

ଉତ୍ତର ପ୍ରଦେଶରେ ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର ! ଯୋଗୀ ସରକାର ଜାରି କଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ସରକାର ପୋଲିସ ବିଭାଗକୁ ଶକ୍ତିଶାଳୀ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟର ଯେଉଁ ପୋଲିସ କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ଏନେଇ କାମ ଆରମ୍ଭ ହୋଇଯାଇଛି । ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା…

ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ବଡ ଝଟକା । ନାଏବ ସିଂ ସୈନୀଙ୍କୁ ମିଳିଲା ରାଜ୍ୟ ଅଧ୍ୟକ୍ଷ ପଦ

କନକ ବ୍ୟୁରୋ : ହରିଆଣାରେ ପ୍ରଥମେ କୃଷକ ଆନ୍ଦୋଳନ ଓ ପରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ଏହି ଦୁଇଟି ପ୍ରସଙ୍ଗ ଜାତୀୟ ସ୍ତରରେ ବିଜେପିର ଛବିକୁ ଖରାପ କରିଛି । ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହରିଆଣାର ସମସ୍ତ ବର୍ଗର ଭୋଟରଙ୍କୁ ସନ୍ତୋଷ୍ଟ କରିବାକୁ ବିଜେପି ଏକ ନୂଆ ଚାଲ ଖେଳିଛି ।…

୫୧ ହଜାର ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରି । ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର

କନକ ବ୍ୟୁରୋ : ଦେଶର ୫୧ ହଜାର ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତିପତ୍ର ଦେଇଛନ୍ତି । ନବନିଯୁକ୍ତମାନେ ଭିନ୍ନ ଭିନ୍ନ ବିଭାଗର ବିଭିନ୍ନ ପଦରେ ଚୟନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଏହି ରୋଜଗାର…