ମୁମ୍ବାଇରେ ବଡଧରଣର ବିଜୁଳି ବିଭ୍ରାଟ । ଅନ୍ଧାର ଘେରରେ ଅଧା ମୁମ୍ବାଇ । ଲୋକାଲ ଟ୍ରେନ୍ ଚଳା ଚଳ ଠପ୍
କନକ ବ୍ୟୁରୋ : ଆଜି (ସୋମବାର) ଜନଗହଳିପୂର୍ଣ୍ଣ ମୁମ୍ବାଇ ସହରରେ ବଡଧରଣର ବିଜୁଳି ବିଭାଟ ଦେଖିବାକୁ ମିଳିଛି । ଫଳର ଅଧା ମୁମ୍ବାଇ ଅନ୍ଧକାର ଭିତରେ ରହିଛି । କଳ କାରଖାନା ଓ ଅଫିସ୍ ଦପ୍ତର କାମରେ ବ୍ୟାହତ ଦେଖା ଦେଇଥିବା ବେଳେ ଗମନା ଗମନ ପାଇଁ ସବୁଠାରୁ ବେସି ଲୋକ ନିର୍ଭର କରୁଥିବା ଲୋକ ଲୋକଲ…