ବିହାର ରାଜ୍ୟ ବକ୍ସର ଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ୫ ବର୍ଷର ଛୁଆକୁ ହତ୍ୟା କରାଯାଇଛି । ମହିଳା…

କନକ ବ୍ୟୁରୋ : ଦୁଷ୍କର୍ମକୁ ନେଇ ଦେଶରେ ମହିଳା ଏବେ ଚିନ୍ତିତ । କାରଣ ଦୁଷ୍କର୍ମ କରୁଥିବା ମଣିଷରୂପି ରାକ୍ଷଶ ମାନେ ସ୍ଥାନ କାଳ କି ବୟସର ତାରତମ୍ୟକୁ ଦେଖୁ ନଥିବା ଜଣାପଡିଛି । କାମୁକ ନିଶା ଏତେ ଜୋର ଧରୁଛି ଯେ ସେ ଶିଶୁ ହେଉ କି ବୟସ୍କ,ତାଙ୍କ ସାମ୍ନାରେ ସବୁ ସମାନ । ହେଲେ ଆମେ କହୁଛୁ…

ମୁଁ ଦଳ ପାଇଁ ବହୁତ କାମ କରିଛି । ବାପା ବି ଦଳରେ ଜଣେ ଶୃଙ୍ଖଳିତ ନେତା ଥିଲେ । ଜିତିଲେ ତିର୍ତ୍ତୋଲରେ ସୂତା କଳ…

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦଳ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଂକର ଦାସଙ୍କୁ ପ୍ରାର୍ଥୀ କରିଛି । ନାମ ଘୋଷଣା ହେବା ପରେ ବିଜୟ ଶଂକର ଦାସ କହିଛନ୍ତି କି ଟିକେଟ୍ ଲବିରେ ନଥାଇ ଦଳ ମୋ ଉପରେ ଭରଷା…

ଟିକେଟ୍ ପାଇବେ ବୋଲି କେବେ ଆଶା କରିନଥିଲି କି ଲବିରେ ବି ନଥିଲି । ଏହା ସହ ମୁଁ ପ୍ରାର୍ଥୀ ହେଉଛି ବୋଲି ବି ପୂର୍ବରୁ…

କନକ ବ୍ୟୁରୋ : ବାଲେଶ୍ୱର ସଦର ନିର୍ବାଚନ ପାଇଁ ଶାସକ ଦଳ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି । ଦଳ ଭିତରେ ବହୁ ବରିଷ୍ଠ ନେତା ଥିବା ବେଳେ ଦଳ ଶେଷରେ ଜଣେ ଯୁବ ସଂଗଠକଙ୍କୁ ନିର୍ବାଚନ ମୈଦାନ କୁ ଉହ୍ଲାଇଛି । ସ୍ୱରୂପ କୁମାର ଦାସ ଙ୍କୁ ଟିକେଟ ମିଳିବା ପରେ ସେ କହିଛନ୍ତି କି ଟିକେଟ୍…

୨ଟି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୁପ କୁମାର ଦାସ ; ତିର୍ତ୍ତୋଲରୁ…

କନକ ବ୍ୟୁରୋ :୨ ଟି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱରରୁ ସ୍ୱରୂପ କୁମାର ଦାସ ଓ ତିର୍ତ୍ତୋଲରୁ ବିଜୟ ଶଂକର ଦାସଙ୍କୁ ଙ୍କୁ ଦଳ ଟିକେଟ୍ ଦେଇଛି । ଉଭୟ ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ଦଳ । ତିର୍ତ୍ତୋଲ ଆସନରୁ ପୂର୍ବତନ ବିଧାୟକ…

ଗୁଗୁଲ୍ ଆପ୍‌ରେ ମିଳୁଛି ଭୂଲ ତଥ୍ୟ । ଗୁଗୁଲ କହୁଛି ଅନୁଷ୍କା ଶର୍ମା ହେଉଛନ୍ତି ରସିଦ୍ ଖାନ୍‌ଙ୍କ ପତ୍ନୀ ।

କନକ ବ୍ୟୁରୋ : ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଯାହାକୁ ଏତେ ମାତ୍ରାରେ ବିଶ୍ୱାସ କରୁଛନ୍ତି ତାହାର ତଥ୍ୟରେ ଏତେ ସାଂଘାତିକ ଭୁଲ ବାହାରିବ ବୋଲି । ହଁ ଆମେ ଆପଣଙ୍କୁ କହୁଛୁ ସାରା ବିଶ୍ୱର ଲୋକମାନେ ବହୁଳ ଭାବେ ବ୍ୟବହାର କରୁଥିବା ଗୁଗୁଲ କଥା । ସକାଳୁ ସଂନ୍ଧ୍ୟା ଯାଏ ଆପଣ…

ଗତ ୨୪ ଘଂଟାରେ ୨୪୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ, ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ହାର ଅଧିକ 

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୨୩ ରହିଛି । ସେମାନଙ୍କ ମଧ୍ୟରେ କ୍ୱାରେଣ୍ଟିନ ସେଣ୍ଟରରୁ ୧୪୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୧୦୦୬ ରହିଛି…