୨୩ ଅକ୍ଟୋବରରେ ମିଶନ ବିହାରକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨ ଦିନରେ କରିବେ ୧୨ ରାଲି । ପ୍ରତି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ୨୩ ଅକ୍ଟୋବର ଠାରୁ ବିହାର ନିର୍ବାଚନ ପାଇଁ ଜନ ସଭାରେ ଯୋଗ ଦେବାର କାର୍ଯକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କର ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ୧୨ ଟି ରାଲି ହେବ । ଯେଉଁଠାରେ ଜନସଭାକୁ ସମ୍ବୋର୍ଦ୍ଧିତ କରିବେ ମୋଦି । ସବୁଠାରୁ ବଡକଥା ଏହି ୧୨ ଟି ଯାକ ଜନସଭାରେ…

୧୬ ଜଣ ଗାର୍ଲଫ୍ରେଣ୍ଡକୁ ସନ୍ତୋଷ୍ଟ କରିବାକୁ କରିଥିଲା ୫୦ ଟି ଦାମି କାର ଚୋରୀ, ପୋଲିସ ଧରିବା ପରେ ଉଗାଳିଲା ସତ

କନକ ବ୍ୟୁରୋ : ପ୍ରେମ ପାଇଁ ଚୋରୀ କରିବା ଆଜିର ଯୁବ ସମାଜ ପାଇଁ କିଛି ବଡ କଥା ନୁହେଁ । ହେଲେ ଆପଣ ଏହି ଖବର ଦେଖିବା ପରେ ଆଶ୍ଚର୍ଯ୍ୟ ହେବେ କାରଣ ଜଣେ ଯୁବକଙ୍କ ୧୬ ଜଣ ପ୍ରେମିକା । ଆଉ ସେମାନଙ୍କ ଆବଶକତା ପୁରଣ କରିବାକତୁ କରିଛି ୫୦ ରୁ ଅଧିକ ଦାମି କାର ଚୋରୀ । ଏମିତି ଏକ ଖବର ଆସିଛି…

କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ସରକାର ଓଡିଶାକୁ ଦେଇଥିବା ଅନୁଦାନର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ : କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ସରକାର  ଓଡିଶାକୁ ଦେଇଥିବା ଅନୁଦାନର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପ୍ରଧାନ କହିଛନ୍ତି କି କୋଭିଡ-୧୯ ମହାମାରୀ ସମୟରେ ମୋଦି ସରକାର ଓଡିଶା ପାଇଁ ୨୨ ଲକ୍ଷ ୨୬ ହଜାର ୭୬୬…

ଆରଜେଡି ଟିକେଟରୁ ଲଢୁଥିବା ରାମବିଳାଶ ପାସୱାନଙ୍କ ବିରୁଦ୍ଧରେ ନାମାଙ୍କନ ଦାଖଲ କରିଛନ୍ତି ତାଙ୍କ ବାପା ଓଦ୍ଧାଲି ପାସୱାନ

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବହୁ ରୋଚକ କଥା ଦେଖିବାକୁ ମିଳୁଛି । ଟିକେଟ୍ ନପାଇ କେହି ନେତା ଦଳ ଛାଡୁଛନ୍ତି ତ ଆସନ ବୁଝାମଣା ହୋଇ ନପାରି କେହି ମେଣ୍ଟରୁ ବାହାରି ଯାଉଛନ୍ତି । ହେଲେ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଗୋଟିଏ ନିର୍ବାଚନ ମଣ୍ଡଳୀରୁ ପୁଅ ପ୍ରାର୍ଥୀ…

ରାଜନୀତିରେ ପ୍ରବେଶ କଲେ ଶତୃଘ୍ନ ସିହ୍ନାଙ୍କ ପୁଅ ଲବ୍ । ବିହାର ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରୁ ଲଢିବେ ନିର୍ବାଚନ

କନକ ବ୍ୟୁରୋ : ବିହାରରେ ନିର୍ବାଚନ ପୂର୍ବରୁ ଦଳ ବଦଳ, ଟିକେଟ ଭାଗବଣ୍ଟାକୁ ନେଇ ଯେଭଳି ଭାବେ ରାଜନୀତି ଦେଖିବାକୁ ମିଳିଥିଲା ତାହା ଠାରୁ ଆହୁରି ଏକ ଖବର ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଚଳଚିତ୍ର ତାରକା ତଥା କଂଗ୍ରେସର ବରିଷ୍ଠ ନେତା ଶତୃଗ୍ନ ସିହ୍ନାଙ୍କ ପୁଅ ଏବେ ରାଜନୀତିରେ…

ସେୟାର ବଜାରରେ ଦୃତ ପତନ । ସେନସେକ୍ସ ୧୦୭୪ ଓ ନିଫ୍ଟ ୩୦୦ ଅଙ୍କ ଖସିଲା । ବୁଡିଗଲା ୩ ଲକ୍ଷ କୋଟି

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଆମେରିକାରୁ ଆସୁଥିବା ସହାୟତା ପ୍ୟାକେଜ୍ ନମିଳିବାରୁ ସାରା ବିଶ୍ୱ ସେୟାର ବଜାରରେ ପତନ ଦେଖିବାକୁ ମିଳିଛି । ପ୍ରଥମେ ଏସିଆ ବଜାର ଓ ପରେ ୟୁରୋପ ବଜାର ଦ୍ରୁତ ହ୍ରାସ ପାଇଛି । ଏହାର ପ୍ରଭାବ ଘରୋଇ ସେୟାର ବଜାରରେ ବି ପରିଲକ୍ଷିତ ହୋଇଛି । ବିଏସଇର ୩୦ ସେୟାର…