ରାଜ୍ୟରେ ୨୪ ଘଂଟାରେ ନୂଆ ୨୧୯୬ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୨୭୪, ଲୋକାଲ କେସ ୯୯୨

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିଛି ସପ୍ତାହ ପୂର୍ବରୁ ଦୈନିକ ୪ ହଜାର ଉପରେ ସଂକ୍ରମିତ ଚହ୍ନଟ ହେଉଥିବା ବେଳେ ଏବେ ୨ ହଜାର ପାଖା ପାଖି ପହଂଚିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨୯ ଟି ଜିଲ୍ଲାରୁ ୨୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ…

ଲୋକ ଜନଶକ୍ତି ପାର୍ଟି ଉପରେ ବଡ ଆରୋପ, ପ୍ରକାଶ ଜାଭେଡକର ଓ ସମ୍ବିତ ପାତ୍ର କହିଲେ ଏଲଜେପି ଏକ ଭୋଟ କଟର ପାର୍ଟି

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଭୋଟ ଗହଣ ତାରିଖ ଯେତେ ପାଖେଇ ଆସୁଛି ସେଠାରେ ନେତା ମାନଙ୍କ ଭିତରେ ସେତିକି ରୋଚକ ବାକ୍ ବିତଣ୍ଡା ଦେଖିବାକୁ ମଳୁଛି । ଶୁକ୍ରବାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଏକ ବୟାନ ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରକାଶ…

କରୋନା ସଂକଟ ବେଳେ ଚାକିରୀ ହରାଇଥିବା କର୍ମଚାରୀ ରାଜ୍ୟ ବୀମା ନିଗମ ସହିତ ଯୋଡି ହୋଇତିବା ଲୋକଙ୍କ ପାଇଁ ବଡ ଖବର ।…

କନକ ବ୍ୟୁରୋ : କେନ୍ଦ୍ରସରକାର ଅଟଳ ବୀମତ କଲ୍ୟାଣ ଯୋଜନା (ଏବିକେୱାଇ) ନାମରେ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ସୂଚନା ମୁତାବକ ବର୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କମ୍ ପ୍ରତିକ୍ରୀୟା ରହିଛି । କିନ୍ତୁ ଏହାକୁ ଅଧିକ ମାତ୍ରାରେ ପ୍ରଚାର କରିବା ପାଇଁ ସରକାର ପୁଣି ଏକ ନୂତନ ପ୍ରଣାଳୀ…

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ଅନୁଭବ । ପୁଣି ଆକର୍ଷଣ ସାଜିବେ ନବୀନ

କନକ ବ୍ୟୁରୋ : ଓଡିଶାର ୨ ବିଧାନସଭା ଆସନରେ ହେବ ଉପନିର୍ବାଚନ । ସରିଛି ତାରିଖ ଘୋଷଣା, ସରିଛି ପ୍ରାର୍ଥୀପତ୍ର ଘୋଷଣା । ଆରମ୍ଭ ହେଲାଣି ଜନସଂପର୍କ ଯାତ୍ରା । ଆରମ୍ଭ ହେଲାଣି ରାଜନୈତିକ ଛକା ପଞ୍ଝା । ଏହା ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟ ୩ ରାଜନୈତିକ ଦଳ ମାନଙ୍କ ମଧ୍ୟରୁ ବିଜେପି…

୨୩ ଅକ୍ଟୋବରରେ ମିଶନ ବିହାରକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨ ଦିନରେ କରିବେ ୧୨ ରାଲି । ପ୍ରତି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ୨୩ ଅକ୍ଟୋବର ଠାରୁ ବିହାର ନିର୍ବାଚନ ପାଇଁ ଜନ ସଭାରେ ଯୋଗ ଦେବାର କାର୍ଯକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କର ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ୧୨ ଟି ରାଲି ହେବ । ଯେଉଁଠାରେ ଜନସଭାକୁ ସମ୍ବୋର୍ଦ୍ଧିତ କରିବେ ମୋଦି । ସବୁଠାରୁ ବଡକଥା ଏହି ୧୨ ଟି ଯାକ ଜନସଭାରେ…

୧୬ ଜଣ ଗାର୍ଲଫ୍ରେଣ୍ଡକୁ ସନ୍ତୋଷ୍ଟ କରିବାକୁ କରିଥିଲା ୫୦ ଟି ଦାମି କାର ଚୋରୀ, ପୋଲିସ ଧରିବା ପରେ ଉଗାଳିଲା ସତ

କନକ ବ୍ୟୁରୋ : ପ୍ରେମ ପାଇଁ ଚୋରୀ କରିବା ଆଜିର ଯୁବ ସମାଜ ପାଇଁ କିଛି ବଡ କଥା ନୁହେଁ । ହେଲେ ଆପଣ ଏହି ଖବର ଦେଖିବା ପରେ ଆଶ୍ଚର୍ଯ୍ୟ ହେବେ କାରଣ ଜଣେ ଯୁବକଙ୍କ ୧୬ ଜଣ ପ୍ରେମିକା । ଆଉ ସେମାନଙ୍କ ଆବଶକତା ପୁରଣ କରିବାକତୁ କରିଛି ୫୦ ରୁ ଅଧିକ ଦାମି କାର ଚୋରୀ । ଏମିତି ଏକ ଖବର ଆସିଛି…